ଗତ ମାସ ବଡ ଭଉଣୀ ଗୀତା ମେହେଟାଙ୍କ ବିୟୋଗ ହୋଇଥିବାରୁ ଜନ୍ମଦିନ ପାଳିବେନି ମଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଗତ ମାସ ରେ ବଡ ଭଉଣୀ  ଗୀତା  ମେହେଟା  ଙ୍କ  ବିୟୋଗ   ହୋଇଥିବାରୁ   ମୁଖ୍ୟମନ୍ତ୍ରୀ  ଚଳିତ  ବର୍ଷ ଜନ୍ମ୍  ଦିବସ  ପାଳନ  କରିବେ  ନାହିଁ  ।ତେଣୁ ଶୁଭେଚ୍ଛା  ଜଣାଇବାକୁ  ନବୀନ  ନିବାସ ନ  ଆସିବାକୁ ମୁଖ୍ୟମନ୍ତ୍ରୀ     ନବୀନ  ପଟନାୟକ  ଶୁଭେଚ୍ଛୁ  ମାନଙ୍କୁ  ଅନୁରୋଧ  କରିଛନ୍ତି  ।