ରଜକ ସେବା ସଙ୍ଘର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି

କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ସହର ସ୍ଥିତ RMC ଠାରେ ମହାସମାରୋହରେ ଅନୁଷ୍ଠିତ ହେଉଛି. ଏହି ସଭାରେ କଳାହାଣ୍ଡି ସମେତ ଅନ୍ୟ ଜିଲ୍ଲାର ଜ୍ଞାନୀ ଗୁଣୀ ପୁରୁଷ ଓ ମହିଳା ଯୋଗଦେଇଥିଲେ. ବସନ୍ତ କୁମାର ସେଠିଙ୍କ ତତ୍ତ୍ୱାବଧାନରେ ଏହି ବାର୍ଷିକ ଉତ୍ସବ ବହୁ ଆଦମ୍ବର ସହ ଅନୁଷ୍ଠିତ ହେଇଥିଲା.