ଭଦ୍ରକ : ଆଜି ଧାମନଗର ଉପନିର୍ବାଚନରେ ଭୋଟ୍ ଗଣତି ଚାଲିଛି । ହେଲେ ଏହାରି ଭିତରେ ବିଜେପି ଆଗେଇ ଚାଲିଛି । ଧାମନଗର ଉପନିର୍ବାଚନ ଭୋଟ ଗଣତି ଜାରି ରହିଛି । ମୋଟ ୧୮ଟି ରାଉଣ୍ଡରେ ଗଣତି ହେବାକୁ ଥିବାବେଳେ ଏବେସୁଦ୍ଧା ନବମ ରାଉଣ୍ଡ ଗଣତି ଶେଷ ହୋଇଛି ।
ଆରମ୍ଭ ହୋଇଛି ଦଶମ ରାଉଣ୍ଡ । ଲଗାତାର ଦଶମ ରାଉଣ୍ଡରେ ମଧ୍ୟ ଆଗରେ ରହିଛନ୍ତି ବିଜେପି ପ୍ରାର୍ଥୀ ସୂର୍ୟ୍ୟଂବଶୀ ସୂରଜ । ଏହି ରାଉଣ୍ଡରେ ବିଜେପି ସୂର୍ୟ୍ୟଂବଶୀ ୪୫, ୩୨୧ ଭୋଟରେ ଆଗୁଆ । ବିଜେପି ୪୫, ୩୨୧, ରେ ଆଗୁଆ ଥିବାବେଳେ ବିଜେଡି ୪୯,୭୯୪, କଂଗ୍ରେସ ୧୮୯୫, ସ୍ୱାଧିନ ୫୯୪୭ ରେ ରହିଛି ।