Browsing Tag

West Bengal

କୋଲକାତାରେ ଶକ୍ତିଶାଳୀ ଭୂକମ୍ପ, ଲୋକମାନଙ୍କ ମଧ୍ୟରେ ଆତଙ୍କ

କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ Kolkataରେ ଏକ ଶକ୍ତିଶାଳୀ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଅପରାହ୍ନ ପ୍ରାୟ ୧ଟା ୨୦ ମିନିଟ ସମୟରେ ଏହି ଭୂକମ୍ପ ଘଟିଥିବା ସୂଚନା ମିଳିଛି। ଏହାର ପ୍ରଭାବ କୋଲକାତା ସହିତ ରାଜ୍ୟର ଅନ୍ୟାନ୍ୟ ଜିଲ୍ଲାରେ ମଧ୍ୟ ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଏହି…
Read More...

ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ: କୋଲକାତାରେ ୫ ଆକ୍ରାନ୍ତ ଚିହ୍ନଟ, ସ୍ୱାସ୍ଥ୍ୟ ବିଭାଗ ଆଲର୍ଟ

ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗରେ ନିପା ଭାଇରସ୍ ଆତଙ୍କ ସୃଷ୍ଟି ହୋଇଛି। କୋଲକାତାରେ ୫ଜଣ ନିପା ଭାଇରସ୍ ଆକ୍ରାନ୍ତ ଚିହ୍ନଟ ହେବା ପରେ ସ୍ୱାସ୍ଥ୍ୟ ବିଭାଗ ଆଲର୍ଟରେ ରହିଛି। ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଡାକ୍ତର ଓ କିଛି ନର୍ସ ଥିବା ସୂଚନା ମିଳିଛି। ତେବେ ଦୁଇଜଣ ନର୍ସଙ୍କ ଅବସ୍ଥା ଗୁରୁତର ରହିଥିବା…
Read More...

ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି ନିପା ଭାଇରସର ଦୁଇଟି ମାମଲା

ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି ନିପା ଭାଇରସର ଦୁଇଟି ମାମଲା । ଏହି ସଂକ୍ରମଣ ବ୍ୟାପିବା ଯୋଗୁଁ ସ୍ବାସ୍ଥ୍ୟ ବିଭାଗକୁ ସତର୍କ କରାଯାଇଛି । ଉଭୟ ପ୍ରଭାବିତ ବ୍ୟକ୍ତି ଉତ୍ତର 24 ପରଗନା ଜିଲ୍ଲାର ବାରସାଟର ଏକ ଘରୋଇ ହସ୍ପିଟାଲର ଡାକ୍ତରୀ କର୍ମଚାରୀ ଏବଂ ସେଠାରେ ସେମାନଙ୍କୁ ଭର୍ତ୍ତି…
Read More...

ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ; ଇସ୍ତଫା ଦେଲେ ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ

କୋଲକାତା: ମେସିଙ୍କ କାର୍ଯ୍ୟକ୍ରମ ବିଭ୍ରାଟ ପ୍ରସଙ୍ଗକୁ ନେଇ ଏବେ ଉଠୁଛି ପଡ଼ୁଛି ପୁରା ପଶ୍ଚିମବଙ୍ଗ ? ଏହାରି ଭିତରେ ଇସ୍ତଫା ଦେଇଛନ୍ତି ବେଙ୍ଗଲର କ୍ରୀଡ଼ାମନ୍ତ୍ରୀ । ନିଜ ପଦରୁ ଇସ୍ତଫା ଦେଇଛନ୍ତି ବେଙ୍ଗଲ କ୍ରୀଡ଼ାମନ୍ତ୍ରୀ ଅରୁପ ବିଶ୍ବାସ । ସେପଟେ ବେଙ୍ଗଲ ପୋଲିସ ମହାନିର୍ଦ୍ଦେଶକଙ୍କୁ…
Read More...

ଦୁର୍ଗାପୁର ଗଣଦୁଷ୍କର୍ମ: ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ

ଦୁର୍ଗାପୁର: ଦୁର୍ଗାପୁରରେ ଓଡିଆ ଝିଅକୁ ଗଣଦୁଷ୍କର୍ମ ମାମଲାରେ ଆଜି କୋର୍ଟରେ ହାଜର ହେବେ ୪ ଅଭିଯୁକ୍ତ । ରିମାଣ୍ଡ ଅବଧି ଶେଷ ପରେ ଦୁର୍ଗାପୁର କୋର୍ଟରେ ହାଜର ହେବେ ଗିରଫ ୪ ଅଭିଯୁକ୍ତ । ତେବେ ଅଭିଯୁକ୍ତଙ୍କ TI ପ୍ୟାରେଡ୍ ପାଇଁ ଅନୁମତି ଦେଇପାରନ୍ତି କୋର୍ଟ । ଗତ ୧୦ରେ ପଶ୍ଚିମବଙ୍ଗରେ…
Read More...

ଓଡିଆ ଛାତ୍ରୀ ଗଣଦୁଷ୍କର୍ମ ମାମଲା: ହସ୍ପିଟାଲ୍‌ରୁ ଡିସଚାର୍ଜ ପୀଡ଼ିତା ମେଡିକାଲ୍‌ ଛାତ୍ରୀ

ଦୁର୍ଗାପୁର: ପଶ୍ଚିମବଙ୍ଗ ଦୁର୍ଗାପୁର ହସ୍ପିଟାଲ୍‌ରୁ ପୀଡ଼ିତା ମେଡିକାଲ୍‌ ଛାତ୍ରୀ ଡିସଚାର୍ଜ । ଗଣଦୁଷ୍କର୍ମ ପୀଡ଼ିତାଙ୍କ ଡିସ୍‌ଚାର୍ଜ ନେଇ ମେଡିକାଲ୍‌ ପକ୍ଷରୁ ସୂଚନା । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବା ପରେ ଡିସ୍‌ଚାର୍ଜ । ଗଣଦୁଷ୍କର୍ମର ଶିକାର ପରେ ଗତ ଶୁକ୍ରବାରରୁ…
Read More...

ଦୁର୍ଗାପୁର ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା; ଅଭିଯୁକ୍ତ ପୁରୁଷ ବନ୍ଧୁ ଗିରଫ

ଦୁର୍ଗାପୁର: ପଶ୍ଚିମବଙ୍ଗରେ ଓଡ଼ିଆ ଡାକ୍ତରୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା । ପୀଡ଼ିତାଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କଲା ଦୁର୍ଗାପୁର ପୋଲିସ । କ୍ୟାମ୍ପସ ବାହାରକୁ ନେବା ପାଇଁ ପ୍ରବର୍ତ୍ତାଇ ଥିବା ଅଭିଯୋଗରେ ଗିରଫ । ଆସନ୍ତାକାଲି ଗିରଫ ବୟଫ୍ରେଣ୍ଡକୁ କରାଯିବ କୋର୍ଟ ଚାଲାଣ ।…
Read More...

ଟ୍ରକକୁ ପଛପଟୁ ଧକ୍କା ଦେଲା ବସ୍, ୧୦ ମୃତ

କୋଲକାତା: ପଶ୍ଚିମବଙ୍ଗର ପୂର୍ବ ବର୍ଦ୍ଧମାନ ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ସହିତ ବସ ଧକ୍କା ହେବା ଫଳରେ ୧୦ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ଦୁର୍ଘଟଣାରେ ୩୫ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୂର୍ବ ବର୍ଦ୍ଧମାନର ଜାତୀୟ…
Read More...

ଆଇଏସଏଫ ସମର୍ଥକମାନଙ୍କୁ ପୋଲିସ ଅଟକାଇବାରୁ ଆରମ୍ଭ ହୋଇଥିଲା ସଂଘର୍ଷ

ପଶ୍ଚିମବଙ୍ଗ-: ମୁର୍ଶିଦାବାଦ ପରେ, ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣାରେ ୱାକଫ (ସଂଶୋଧନ) ଆଇନ ବିରୋଧରେ ପ୍ରତିବାଦ ସମୟରେ ଭାରତୀୟ ଧର୍ମନିରପେକ୍ଷ ମୋର୍ଚ୍ଚା (ISF)ର ସମର୍ଥକମାନେ ପୋଲିସ ସହିତ ସଂଘର୍ଷ କରିବା ପରେ ହିଂସାତ୍ମକ ସଂଘର୍ଷ ଘଟିଛି। ଦଳୀୟ ନେତା ଏବଂ ଭାଙ୍ଗର ବିଧାୟକ ନୌଶଙ୍କ…
Read More...

ପଶ୍ଚିମବଙ୍ଗରୁ ଫେରିଲେ ୧୫୫ ଓଡ଼ିଶାବାସୀ : ସୋସିଆଲ ମିଡିଆରେ ଦେଇଥିଲେ ଖବର

ଭୁବନେଶ୍ୱର : ପଶ୍ଚିମବଙ୍ଗରୁ ଫେରିଲେ ଫସିଥିବା ୧୫୫ ଜଣ ଓଡିଶାର ରୋଗୀ । ବାଂଲାଦେଶ ହିଂସା ଯୋଗୁଁ ସେମାନେ ପଶ୍ଚିମବଙ୍ଗ ମେଦିନପୁରରେ ଫସିଥିଲେ। ପଶ୍ଚିମବଙ୍ଗ ପୋଲିସ ରାତି ପ୍ରାୟ ସାଢେ ଗୋଟେ ବେଳେ ଲକ୍ଷ୍ମଣନାଥ ଗେଟ ପାଖରେ ଓଡିଶା ପୋଲିସକୁ ହସ୍ତାନ୍ତର କରିଛି । ଦୁଇଟି ବସ, ଦୁଇଟି କର ଏବଂ…
Read More...