ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଚଢାଉ
ଭୁବାନଶ୍ୱର: ଇଡକୋ ଜୁନିୟର ମ୍ୟାନେଜରଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢ଼ାଉ ହୋଇଛି । ଭୁବନେଶ୍ବର , ଖୋର୍ଦ୍ଧାର ଓ ପୁରୀର ୬ ଟି ସ୍ଥାନରେ ଏକକାଳୀନ ଚଢାଉ । ଇଡକୋ ଜୁନିୟର୍ ମ୍ୟାନେଜର ବିଜୟ ଉଦୟସିଂ । ଏହି ଚଢାଉରେ ଚଢାଉରେ ୮ ଜଣ ଡିଏସପି ୮ ଜଣ…
Read More...
Read More...