ତୈଳ ଦର ହ୍ରାସ କରୁ ନଥିବା ପ୍ରତିବାଦରେ ବିଜେପି ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ
(ମନିଲ କୁମାର ମହାରଣା): କେନ୍ଦ୍ର ସରକାର ପେଟ୍ରୋଲ ଦର ୨.୫୦ ପଇସା କମାଇଥିବା ବେଳେ ଅଧିକ ଟିକସ ଅସୁଲ କରୁଥିବା ରାଜ୍ୟ ସରକାର ତୈଳ ଦର ହ୍ରାସ କରିବାକୁ ମନା କରୁଛନ୍ତି । ଫଳରେ ଓଡ଼ିଶାର ଉପଭୋକ୍ତା ଅଧିକ ଖର୍ଚ୍ଚାନ୍ତ ହେଉଛନ୍ତି । କେନ୍ଦ୍ର ସରକାରଙ୍କ ଅନୁରୋଧ ରଖି ଅନେକ ରାଜ୍ୟ ମଧ୍ୟ ୨.୫୦…
Read More...
Read More...