Browsing Tag

Supreme Court

ପୁସ୍ତକ ତ୍ରୁଟିକୁ ନେଇ ଦୁଃଖ ପ୍ରକାଶ କଲା NCERT, କହିଲା ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ପୁସ୍ତକ ତ୍ରୁଟି…

ନୂଆଦିଲ୍ଲୀ: NCERT ପକ୍ଷରୁ ଅଷ୍ଟମ ଶ୍ରେଣୀ ସୋସିଆଲ ସାଇନ୍ସ ପୁସ୍ତକରେ ଥିବା ତ୍ରୁଟିକୁ ନେଇ ଦୁଃଖ ପ୍ରକାଶ କରାଯାଇଛି। ସଂସ୍ଥା କହିଛି ଯେ, ଏହି ତ୍ରୁଟି କୌଣସି ଉଦ୍ଦେଶ୍ୟମୂଳକ ନୁହେଁ ଏବଂ ଅନାବଶ୍ୟକ ଅଧ୍ୟାୟ ପୁସ୍ତକରେ ସ୍ଥାନ ପାଇଥିବାରୁ ଏପରି ପରିସ୍ଥିତି ଉଦ୍ଭବ ହୋଇଛି। ଏହି ଘଟଣାକୁ ନେଇ…
Read More...

ଏନସିଇଆରଟି ଅଷ୍ଟମ ଶ୍ରେଣୀ ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ଉଲ୍ଲେଖକୁ ନେଇ ସୁପ୍ରିମକୋର୍ଟର ଉଦବେଗ

ନୂଆଦିଲ୍ଲୀ: ଏନସିଇଆରଟିର ଅଷ୍ଟମ ଶ୍ରେଣୀ ସାମାଜିକ ବିଜ୍ଞାନ ପୁସ୍ତକରେ ‘ନ୍ୟାୟପାଳିକାରେ ଦୁର୍ନୀତି’ ସମ୍ପର୍କିତ ଉଲ୍ଲେଖକୁ ନେଇ Supreme Court of Indiaର ପ୍ରଧାନ ବିଚାରପତି Justice Surya Kant ଗଭୀର ଉଦବେଗ ପ୍ରକାଶ କରିଛନ୍ତି। ଆଜି ଶୁଣାଣି ସମୟରେ ବରିଷ୍ଠ ଆଇନଜୀବୀ Abhishek Manu…
Read More...

ଋତୁସ୍ରାବ ଜନିତ ସ୍ୱଚ୍ଛତା ମହିଳାଙ୍କର ମୌଳିକ ଅଧିକାର: ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ

ନୂଆଦିଲ୍ଲୀ: ମହିଳାଙ୍କ ସ୍ୱାସ୍ଥ୍ୟ ଓ ମର୍ଯ୍ୟାଦା ସୁରକ୍ଷା ଦିଗରେ ସୁପ୍ରିମକୋର୍ଟ ଶୁକ୍ରବାର ଏକ ଐତିହାସିକ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି ଯେ, ଋତୁସ୍ରାବ ଜନିତ ସ୍ୱଚ୍ଛତା ସମ୍ବିଧାନର ଧାରା ୨୧ ଅନୁଯାୟୀ ମହିଳାଙ୍କର ଏକ ମୌଳିକ ଅଧିକାର। ଏହା ମହିଳାଙ୍କ ଜୀବନ…
Read More...

ନୂତନ UGC ନିୟମ ଉପରେ ସୁପ୍ରିମକୋର୍ଟର ସ୍ଥଗିତାଦେଶ, କେନ୍ଦ୍ର ଓ UGCକୁ ନୋଟିସ୍

ନୂଆଦିଲ୍ଲୀ: ନୂତନ ୟୁଜିସି (UGC) ନିୟମକୁ ଚ୍ୟାଲେଞ୍ଜ କରି ଦାଖଲ ହୋଇଥିବା ଆବେଦନ ଉପରେ ଆଜି ସୁପ୍ରିମକୋର୍ଟ ଶୁଣାଣି ଆରମ୍ଭ କରିଛନ୍ତି। ଶୁଣାଣି ସମୟରେ ଆବେଦନକାରୀଙ୍କ ଓକିଲ ଯୁକ୍ତି ଦେଇ କହିଥିଲେ ଯେ, ସମ୍ବିଧାନ ସମସ୍ତ ନାଗରିକଙ୍କୁ ସମାନ ସୁରକ୍ଷା ପ୍ରଦାନ କରେ, କିନ୍ତୁ ନୂତନ UGC…
Read More...

ବୁଲା କୁକୁର ମାମଲା: ଖାଇବାକୁ ଦେଉଥିବା ଲୋକ ଦାୟୀ, କୁକୁର କାମୁଡ଼ିଲେ ରାଜ୍ୟ ଦେବ କ୍ଷତି ପୂରଣ

ନୂଆଦିଲ୍ଲୀ: ବୁଲା କୁକୁର କାମୁଡ଼ା ମାମଲାରେ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ଉର୍ତ୍ସନା । ବୁଲା କୁକୁର କାମୁଡ଼ିଲେ କିମ୍ବା କୁକୁର କାମୁଡ଼ାରେ ଲୋକଙ୍କ ମୃତ୍ୟୁ ଘଟିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଅନୁକମ୍ପା ସହାୟତା । କୁକୁର କାମୁଡ଼ାରେ ମୃତାହତଙ୍କୁ କ୍ଷତିପୂରଣ ଦେବେ ରାଜ୍ୟ ସରକାର…
Read More...

ଉନ୍ନାଓ ଗଣଦୁଷ୍କର୍ମ ମାମଲା, ଦୋଷୀ କୁଲଦୀପ ସେଙ୍ଗାରକୁ ସୁପ୍ରିମକୋର୍ଟରୁ ବଡ଼ ଝଟକା

ନୂଆଦିଲ୍ଲୀ: ବହୁଚର୍ଚ୍ଚିତ ଉନ୍ନାଓ ଦୁଷ୍କର୍ମ ମାମଲାରେ ସୁପ୍ରିମକୋର୍ଟ ଦିଲ୍ଲୀ ହାଇକୋର୍ଟଙ୍କ ଶୁଣାଣି ଉପରେ ରୋକ୍ ଲଗାଇଛନ୍ତି । ଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ତଥା ପୂର୍ବତନ ବିଧାୟକ କୁଳଦୀପ ସେଙ୍ଗରଙ୍କ ଜାମିନ୍ ଆବେଦନ ଉପରେ ରୋକ ଲାଗିଛି । ସିଜେଆଇ ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ…
Read More...

ବାୟ ପ୍ରଦୂଷଣ ବଢିବା ପ୍ରସଙ୍ଗ ନେଇ ଦିଲ୍ଲୀ ଏମ୍‌ସିଡିକୁ କୋର୍ଟଙ୍କ କଡା ନିର୍ଦ୍ଦେଶ

ଦିନକୁ ଦିନ ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ବୃଦ୍ଧି ପାଉଛି। ଏବଂ ପ୍ରଦୂଷଣକୁ ଦୃଷ୍ଟିରେ ରଖି, ଆଜି ସୁପ୍ରିମକୋର୍ଟ ଭାରତୀୟ ମହାନଗର ନିଗମ (ଏମସିଡି)କୁ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଜାରି କରିଛନ୍ତି। ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଏମସିଡି ଆସନ୍ତା ବର୍ଷ ଅକ୍ଟୋବର ୧ରୁ ଜାନୁଆରୀ…
Read More...

ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ, ଦିଅ ପାଚେରୀ

ନୂଆଦିଲ୍ଲୀ: ବୁଲା କୁକୁରଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ । ଶିକ୍ଷାନୁଷ୍ଠାନ, ହସ୍ପିଟାଲ, ବସ୍‌ଷ୍ଟାଣ୍ଡରୁ ବୁଲା କୁକୁରଙ୍କୁ ହଟାଇବାକୁ ନିର୍ଦ୍ଦେଶ । ବୁଲା କୁକୁରଙ୍କୁ ହଟାଇ ଆଶ୍ରୟସ୍ଥଳକୁ ନେବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ମାମଲାର ଶୁଣାଣି କରି ୩ ଜଣିଆ ଖଣ୍ଡପୀଠଙ୍କ…
Read More...

ବାଜିଲା ମୋହର, ଜଷ୍ଟିସ ସୂର୍ଯ୍ୟକାନ୍ତ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି

ନୂଆଦିଲ୍ଲୀ: ଜଷ୍ଟିସ ସୂର୍ଯ୍ୟକାନ୍ତ ହେବେ ଦେଶର ପରବର୍ତ୍ତୀ ପ୍ରଧାନ ବିଚାରପତି। ତାଙ୍କ ନାଁରେ ମୋହର ମାରିଛି କେନ୍ଦ୍ର ଆଇନ ମନ୍ତ୍ରାଳୟ। ଆସନ୍ତା ନଭେମ୍ବର ୨୩ ତାରିଖରେ ସରୁଛି ବର୍ତ୍ତମାନର ପ୍ରଧାନ ବିଚାରପତି ଗଭାଇଙ୍କ କାର୍ଯ୍ୟକାଳ। ତା ପୂର୍ବରୁ ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କୁ ନିଯୁକ୍ତି…
Read More...

CJIଙ୍କ ଉପରକୁ ଜୋତାମାଡ ଘଟଣା: ଜଷ୍ଟିସ୍ ଗଭାଇଙ୍କ ସହ କଥା ହେଲେ ମୋଦି

ନୂଆଦିଲ୍ଲୀ: CJI ଜଷ୍ଟିସ୍ ବି.ଆର୍ ଗଭାଇଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି । CJIଙ୍କ ଉପରେ ହୋଇଥିବା ଆକ୍ରମଣକୁ କଡ଼ା ନିନ୍ଦା କଲେ ମୋଦି । କଡ଼ା ନିନ୍ଦା ସହ ଏହା ପ୍ରତ୍ୟେକ ଭାରତୀୟଙ୍କୁ କ୍ରୋଧିତ କରିଛି ବୋଲି କହିଲେ ମୋଦି । ଏପରି ନିନ୍ଦନୀୟ କାର୍ଯ୍ୟ ପାଇଁ ଆମ ସମାଜରେ କୌଣସି…
Read More...