ବାଘଛାଲ ବିକ୍ରି, ୨ ଅଭିଯୁକ୍ତ ଗିରଫ
ନୟାଗଡ: ବାଘଛାଲ ବିକ୍ରି ଅଭିଯୋଗରେ ୨ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ STF । ନୟାଗଡ଼ ବାଣୀଗୋଚ୍ଛାରୁ ୨ ଜଣଙ୍କୁ ଗିରଫ କରିଛି STF । ମିଳିଥିବା ସୂଚନା ଅନୁସାରେ, ଅଢେଇ ଲକ୍ଷ ଟଙ୍କାରେ ଛାଲ ବିକ୍ରି କରିବା ପାଇଁ ଦୁଇ ଅଭିଯୁକ୍ତ ଭୁବନେଶ୍ୱର ଆସିଥିଲେ I ଭୁବନେଶ୍ୱର ଫନ୍ଫୋଭ୍ୟାଲି ରୋଡ଼ରେ…
Read More...
Read More...