Browsing Tag

STF

କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫର ଚଢ଼ାଉ, ୬ ଦେଶୀ ବନ୍ଧୁକ, ଧନୁ ତୀର ଜବତ

କଳାହାଣ୍ଡି/ଗୋଲାପ ସାହୁ: କଳାହାଣ୍ଡିରେ ପୁଣି ଛତିଶଗଡ ଏସଟିଏଫର ଚଢ଼ାଉ । ୬ ଦେଶୀ ବନ୍ଧୁକ, ଧନୁ ତୀର ସହିତ ଅନେକ ଜୀବଜନ୍ତୁଙ୍କ ଶରୀର ଅଙ୍ଗ ଜବତ ଜଣେ ଗିରଫ । ସୂଚନା ଅନୁଯାୟୀ କଳାହାଣ୍ଡି ଜିଲ୍ଲା ଦକ୍ଷିଣବନଖଣ୍ଡ ଧର୍ମଗଡ ରେଞ୍ଜ ଅଧୀନ ଖଲିଗଡ଼ ଅଞ୍ଚଳରେ ବେଆଇନ ବନ୍ଧୁକ ତିଆରି କରି ଛତିଶଗଡର…
Read More...

ପାକିସ୍ତାନ ଲିଙ୍କ ମାମଲା; ହନିଟ୍ରାପରେ ୩ ଓଡ଼ିଆ ଯୁବକ

ଭୁବନେଶ୍ୱର: ହନିଟ୍ରାପ ମାମଲାରେ ଓଡ଼ିଶାରୁ ପାକିସ୍ତାନ ପାଇଁ ଗୁଇନ୍ଦାଗିରି କରୁଥିବା ଘଟଣାରେ ତିନି ଅଭିଯୁକ୍ତ ଗିରଫ ହୋଇଛନ୍ତି । ପାକିସ୍ତାନୀ ଯୁବତୀଙ୍କ ମାୟାଜାଲରେ ପଡ଼ି ସବୁ ତଥ୍ୟ ପ୍ରେରଣ କରୁଥିଲେ । ଏହା ଭିତରେ ଗିରଫ ତିନି ଅଭିଯୁକ୍ତଙ୍କର ପାସ୍ପୋର୍ଟ ଭେରିଫିକେସନ୍ ମଧ୍ୟ କରାଯାଉଛି।…
Read More...

ଜାଲନୋଟ କାରବାର ବେଳେ ମାଡି ବସିଲା STF

ଭୁବନେଶ୍ୱର : କ୍ରାଇବ୍ରାଞ୍ଚ ଏସ୍ଟିଏଫ କବଜାରେ ନକଲି ନୋଟ୍ ରାକେଟ । ଟିଟଲାଗଡ ବସ ଷ୍ଟାଣ୍ଡ ନିକଟରୁ ମାଷ୍ଟର ମାଇଣ୍ଡ ଲିଙ୍ଗରାଜ ବେହେରା ଗିରଫ।ଟା ପକ୍ଷରୁ ୩୧ ଲକ୍ଷ୍ୟ ୨୭ ହଜାର ଟଙ୍କାର ଜାଲ ନୋଟ ଜବତ୍। ଜେଉଥିରେ କେବଳ,୫୦୦ ଟଙ୍କିଆ ନୋଟ୍ ମିଳିଛି। ଜବତ୍ ନକଲି ନୋଟ୍ କୁ ପଶ୍ଚିମ ବଙ୍ଗ ରେ…
Read More...

୫ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ପୋଡିଲା STF ଟିମ୍

ଭୁବନେଶ୍ୱର : ପାଞ୍ଚ କୋଟିରୁ ଅଧିକ ଟଙ୍କାର ବ୍ରାଉନ ସୁଗାର ଓ ଗଞ୍ଜେଇ ନଷ୍ଟ କଲା ପୋଲିସ । ୫ ହଜାର ୨ଶହ ୫୭ କେଜି ଗଞ୍ଜେଇ ଏବଂ ୧ ହଜାର ୪୨ ଗ୍ରାମ ବ୍ରାଉନ ସୁଗାର ଜବତ କରି ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତଗର୍ତ ଟାଙ୍ଗିଆ ପଡା ଠାରେ ଥିବା ସାନି କ୍ଲିନି ପ୍ରାଇଭେଟ ଲିମିଟେଡରେ ପୋଡି ନଷ୍ଟ କରିଛି…
Read More...

କୋଟିଏରୁ ଉର୍ଦ୍ଧ ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର: କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ କବଜାରେ ବ୍ରାଉନସୁଗାର ବେପାରୀ | କୋଟିଏରୁ ଉର୍ଦ୍ଧ ଟଙ୍କାର ବ୍ରାଉନସୁଗାର ଜବତ ସହ ଜଣେ ଗିରଫ | ନୟାଗଡ଼ ଫତେପୁରରୁ ଜବତ କଲା କ୍ରାଇମବ୍ରାଞ୍ଚ ଏସ୍ଟିଏଫ୍ |
Read More...

ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ

ଭୁବନେଶ୍ୱର: ନିଶା ବେପାରୀଙ୍କ ସମ୍ପତ୍ତି ବାଜ୍ୟାପ୍ତି । ବନମାଳୀ ପ୍ରଧାନ ଓ ଅରୁଣ ପ୍ରଧାନଙ୍କ ୩ କୋଟି ଟଙ୍କାର ସମ୍ପତ୍ତି ବାଜ୍ୟାପ୍ତି କଲା ଏସଟିଏଫ। ଜବତ ହୋଇଥିବା ସମ୍ପତ୍ତି ଭିତରେ ରହିଛି ୫ ଟି କୋଠା , ୮ ଟି ଜମି , ୧୯ଟି ବ୍ୟାଙ୍କ ଆକାଉଣ୍ଟରେ ଥିବା ଟଙ୍କା ଦୁଇଟି ଦାମୀ କାର ଓ ଲକରରୁ…
Read More...

ଏସଟିଏଫ ପଞ୍ଝାରେ ବାଘ ଶିକାରୀ

ଭୁବନେଶ୍ୱର: ଏସଟିଏଫ ପଞ୍ଝାରେ ବାଘ ଶିକାରୀ। ଏକ କଲରାପତରିଆ ବାଘକୁ ଗୁଳିମାରି ହତ୍ୟା କରିବା ପରେ ବାଘ ଛାଲ ବିକ୍ରି ପାଇଁ ହେଉଥିଲା ଯୋଜନା। ଡିଲବେଳେ ମାଡି ବସିଲା କ୍ରାଇମବ୍ରାଞ୍ଚ୍। ଗୁଇନ୍ଦା ସୂତ୍ରରୁ ଖବର ପାଇ ଏସଟିଏଫ ଓ ରାମଗିରି ବନ ଖଣ୍ଡ ଅଧିକାରୀଙ୍କ ପକ୍ଷରୁ କୋରାପୁଟ ଜିଲ୍ଲା…
Read More...

୬ ହାତୀ ଦାନ୍ତ ସହିତ ୨ ବ୍ୟକ୍ତିଙ୍କୁ ଗିରଫ କଲା ଏସଟିଏଫ୍

ବଲାଙ୍ଗୀର: ହାତୀ ଦାନ୍ତ ଚୋରାଚାଲାଣ ସମୟରେ ଧରିଲା ଏସଟିଏଫ୍ ଟିମ୍। ୬ ହାତୀ ଦାନ୍ତ ସହିତ ଚାଲାଣ କରୁଥିବା ୨ଜଣ ବ୍ୟକ୍ତିଙ୍କୁ ଏସଟିଏଫ୍ ଓ ବନ ବିଭାଗ ଗିରଫ କରିଛି। ସୂଚନା ଅନୁସାରେ, ବଲାଙ୍ଗୀର ଜିଲ୍ଲାରେ ହାତୀଦାନ୍ତ ଚାଲାଣ ବେଳେ ଏସଟିଏଫ ପକ୍ଷରୁ ଚଢ଼ାଉ କରାଯାଇଥିଲା | ଚଢ଼ାଉ ବେଳେ ୨ଜଣ…
Read More...

ଅଢେଇ କୋଟି ଟଙ୍କାର ବ୍ରାଉନସୁଗାର ଜବତ

ଭୁବନେଶ୍ୱର/ଆଦର୍ଶ ରାଉତ: ଇଣ୍ଟେଲିଜେନ୍ସ ସୂଚନା ଆଧାରରେ ଭୁବନେଶ୍ୱର ଏସଟିଏଫ ପକ୍ଷରୁ ଚଢାଉ କରାଯାଇ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରାଯାଇଛି ଓ ୩ ଜଣଙ୍କୁ ଗିରଫ କରାଯାଇଛି । ଭୁବନେଶ୍ୱର ଏସଟିଏଫ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ବଜାରରେ ରେଡ କରି ଅଢେଇ କୋଟି ଟଙ୍କାର ବ୍ରାଉନ ସୁଗାର ଜବତ…
Read More...

ରାଜଧାନୀରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ ବ୍ରାଉନସୁଗର କାରବାର ଦିନକୁ ଦିନ ବଢୁଛି । ଆଉ ବ୍ରାଉନସୁଗର କବଳରେ ବିଶେଷ କରି କଲେଜ ଛାତ୍ରମାନେ ଜଡିତ ରହିଛନ୍ତି । ପୋଲିସ ଛୋଟ ମୋଟ ବେପାରୀଙ୍କୁ ଧରୁଥିବା ବେଳେ ଆଜି ୨ ଜଣ ଧଳାଜହର ମାଫିଆଙ୍କୁ କାବୁ କରିଛି । ସେମାନଙ୍କ ନିକଟରୁ ୧ କେଜି ୮ ଗ୍ରାମର…
Read More...