Browsing Tag

sports news

କପିଳ ଦେବଙ୍କ ୪୩ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଲେ ଓଲି ରବିନସନ୍, ପାକିସ୍ତାନର ହାଲତ ଖରାପ୍

ଇଂଲଣ୍ଡର ଦ୍ରୁତ ବୋଲର ଓଲି ରବିନସନ୍ ପାକିସ୍ତାନ ବିପକ୍ଷ ତିନି ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ବଲ୍ ରେ ୱିକେଟ୍ ନେଇ ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି। ରବିନସନ୍ ଏବଂ ଜୋଶ୍ ଟୋଙ୍ଗ୍ ପାଞ୍ଚଟି ଲେଖାଏଁ ୱିକେଟ୍ ନେଇ ଇଂଲଣ୍ଡକୁ ପ୍ରଥମ ଇନିଂସରେ ୧୭୧ ରନ୍ ରେ ପାକିସ୍ତାନକୁ ଅଲଆଉଟ୍…
Read More...

ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କଲା ଭାରତ, ଶୁଭେଚ୍ଛା ଜଣାଇଲେ ଅମିତ ଶାହ

ଭାରତ FIH ପୁରୁଷ ହକି ବିଶ୍ୱକପ୍ ୨୦୨୬ ର ଶେଷ ଲିଗ୍ ମ୍ୟାଚ୍ ରେ ପାକିସ୍ତାନକୁ ୫-୩ ଗୋଲରେ ପରାସ୍ତ କରିଛି। ଏହି ବିଜୟ ସହିତ, ଭାରତୀୟ ଦଳ ପରବର୍ତ୍ତୀ ରାଉଣ୍ଡରେ ସ୍ଥାନ ସୁରକ୍ଷିତ କରିଛି। ପାକିସ୍ତାନର ବିଶ୍ୱକପ୍ ଧାରା ପରାଜୟ ସହିତ ଶେଷ ହୋଇଛି। ସର୍ବାଧିକ ହକି ବିଶ୍ୱକପ୍ ଟ୍ରଫି ପାଇଥିବା…
Read More...

ଗାଲେ ଟେଷ୍ଟରେ ଗିଲ୍ ବାହିନୀର ବଡ଼ ବିଜୟ, ଲେଫ୍ଟ ଆର୍ମ ସ୍ପିନର ମାନବ ସୂତାରଙ୍କ କମାଲ

ଗାଲେରେ ଖେଳାଯାଇଥିବା ପ୍ରଥମ ଟେଷ୍ଟରେ ଭାରତ ଶ୍ରୀଲଙ୍କାକୁ ୧୬୫ ରନରେ ପରାସ୍ତ କରି ଦୁଇ ମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ଏହା ଭାରତର ୬୦୦ତମ ଟେଷ୍ଟ ମ୍ୟାଚ୍ ଥିଲା। ଭାରତର ବିଜୟର ନାୟକ ଥିଲେ ୨୪ ବର୍ଷୀୟ ବାମହାତୀ ସ୍ପିନର ମାନବ ସୁଥାର। ସେ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇଥିଲେ,…
Read More...

ଆଜି ଭାରତ-ପାକିସ୍ତାନ ହକି ୱାର୍ଲଡ କପ୍ ମହାମୁକାବିଲା, ବିକ୍ରି ହେଲା ସମସ୍ତ ଟିକେଟ୍, ମ୍ୟାଚ୍ ହେବ ହାଉସଫୁଲ୍

ଭାରତ ଏବଂ ପାକିସ୍ତାନ ମଧ୍ୟରେ ବହୁ ପ୍ରତୀକ୍ଷିତ ହକି ବିଶ୍ୱକପ୍ ମ୍ୟାଚ୍ ବୁଧବାର ଖେଳାଯିବ। ଏହି ମହା ମୁକାବିଲା ପାଇଁ ପ୍ରଶଂସକମାନେ ଢ଼େର ଅଧିକ ଉତ୍ସାହିତ ଅଛନ୍ତି। ୧୦,୦୦୦ କ୍ଷମତା ବିଶିଷ୍ଟ ୱାଗନର ଷ୍ଟାଡିୟମରେ ଦୁଇ ଦଳର ମ୍ୟାଚ ଦେଖିବା ପାଇଁ ଭର୍ତ୍ତି ହୋଇଛି । ଏଥି ସହିତ ଭାରତ ଏବଂ…
Read More...

ତମାନପଲ୍ଲୀ ଠାରେ ସହିଦ୍ ତାମଦୋରା ମହିଳା ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ତମାନପଲ୍ଲୀ ଠାରେ ଆଜି ସହିଦ୍ ସୁନାମ ତାମଦୋରା ମହିଳା ଫୁଟବଲ ଟୁର୍ଣ୍ଣାମେଂଟର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଂଟ ରେ ଦୁଇ ଦଳ ବହୁ ଭଲ ପ୍ରଦର୍ଶନ କରିବା ସହ ଦୁଇ ଦଳ ମଧ୍ୟରୁ ଗୋଟିଏ ଦଳ ଆଜି ଫାଇନାଲରେ ପ୍ରବେଶ କରିଛି ।…
Read More...

ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଉପବିଜୟିନୀ ପିଭି ସିନ୍ଧୁ

ମାଦ୍ରିଦ: ଉପବିଜୟିନୀ ପିଭି ସିନ୍ଧୁ | ଦୁଇ ଥର ଅଲିମ୍ପିକ୍‌ ପଦକ ବିଜୟିନୀ ଏବେ ମାଦ୍ରିଦ୍ ସ୍ପେନ୍‌ ମାଷ୍ଟର୍ସ ସୁପର ୩୦୦ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଉପବିଜୟିନୀ ହୋଇଛନ୍ତି। ରବିବାର ମହିଳା ଏକକ ଫାଇନାଲ୍‌ରେ ଦ୍ବିତୀୟ ମାନ୍ୟତାପ୍ରାପ୍ତ ସିନ୍ଧୁ ୮-୨୧, ୮-୨୧ରେ ସିଧାସଳଖ ଗେମ୍‌ରେ…
Read More...

ୱେଷ୍ଟଇଣ୍ଡିଜ-ବାଂଲାଦେଶ ପ୍ରଥମ ଟେଷ୍ଟ

ଆଣ୍ଟିଗୁଆ: ସାର ଭିଭିଆନ ରିଚାର୍ଡସ ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ଏବଂ ବାଂଲାଦେଶ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଶେଷ ହୋଇଛି । ଏହି ମ୍ୟାଚରେ ବାଂଲାଦେଶକୁ ୭ ୱିକେଟରେ ପରାସ୍ତ କରିଛି ୱେଷ୍ଟଇଣ୍ଡିଜ । ଦ୍ୱିତୀୟ ଇନିଂସରେ ଜିତିବା ପାଇଁ ଆବଶ୍ୟକ ଥିବା ୮୪ରନକୁ ମାତ୍ର ୩ଟି ୱିକେଟ ହରାଇ ୮୮ ରନ କରି…
Read More...

ଥୋମାସ କପ ବିଜୟୀ ଭାରତୀୟ ଦଳକୁ ସମ୍ବର୍ଦ୍ଧିତ କରିବ ଓଡ଼ିଶା

ଭୁବନେଶ୍ୱର: କ୍ରୀଡ଼ାର ବିକାଶ ଓ ପ୍ରୋତ୍ସାହନ କ୍ଷେତ୍ରରେ ଓଡ଼ିଶା ସରକାର ଚମତ୍କାର କାମ କରୁଛନ୍ତି। ଅନ୍ତର୍ଜାତୀୟ ମାନର କ୍ରୀଡ଼ା ଭିତ୍ତି ନିର୍ମାଣ, ବିଶ୍ଵସ୍ତରୀୟ ପ୍ରତିଯୋଗିତା ଆୟୋଜନ, କ୍ରୀଡ଼ା ଓ କ୍ରୀଡାବିତଙ୍କ ପ୍ରତି ସ୍ଵତନ୍ତ୍ର ଧ୍ୟାନ, ଖେଳାଳିଙ୍କୁ ସେମାନଙ୍କ ହକ୍ ଦେବା କ୍ଷେତ୍ରରେ…
Read More...