Browsing Tag

sports news

ବିଶ୍ୱକପ୍ ଫାଇନାଲରେ ପୁରୁଷ ରିକର୍ଭ ବର୍ଗରେ ଐତିହାସିକ ସ୍ୱର୍ଣ୍ଣ ପଦକ ଜିତିଲେ ଧୀରଜ

ଭାରତୀୟ ଧନୁର୍ଦ୍ଧର ଧୀରଜ ବୋମ୍ମାଦେବରା ଏକ ରୋମାଞ୍ଚକର 'ସୁଟ୍-ଅଫ୍' (shoot-off) ରେ ଜାପାନର ନାକାନିଶି ଜୁନ୍ୟାଙ୍କୁ ପରାସ୍ତ କରି ବିଶ୍ୱକପ୍ ଫାଇନାଲ୍‌ରେ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ଭାରତୀୟ ପୁରୁଷ ରିକର୍ଭ ଧନୁର୍ଦ୍ଧର ଭାବେ ଇତିହାସ ସୃଷ୍ଟି କରିଛନ୍ତି। ୨୪ ବର୍ଷୀୟ ଧୀରଜ…
Read More...

ଆଇପିଏଲ୍‌ର ଦମଦାର୍ ପ୍ରଦର୍ଶନ ପରେ ଟିମ୍ ଇଣ୍ଡିଆକୁ ଫେରିବା ଲକ୍ଷ୍ୟରେ ଭୁବନେଶ୍ୱର କୁମାର

ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସହ ଇଣ୍ଡିଆନ୍ ପ୍ରିମିୟର୍ ଲିଗ୍ (IPL) ରେ କ୍ରମାଗତ ବିଜୟ ହାସଲ କରିବା ପରେ, ଦ୍ରୁତ ବୋଲର୍ ଭୁବନେଶ୍ୱର କୁମାର ଭାରତୀୟ ଜାତୀୟ ଦଳକୁ ଫେରିବା ପାଇଁ ନିଜର ଦୃଢ଼ ଇଚ୍ଛା ପ୍ରକାଶ କରିଛନ୍ତି। ୩୬ ବର୍ଷୀୟ ଏହି ଦ୍ରୁତ ବୋଲର୍, ଯିଏ ଶେଷ ଥର ପାଇଁ ନଭେମ୍ବର…
Read More...

କ୍ରୀଡ଼ା ମନ୍ତ୍ରୀ ହକି ଇଣ୍ଡିଆକୁ HILର ପୁନରୁଦ୍ଧାର ଯୋଜନା ପ୍ରସ୍ତୁତ କରିବାକୁ ଦେଇଛନ୍ତି ନିର୍ଦ୍ଦେଶ

କ୍ରୀଡ଼ା ମନ୍ତ୍ରୀ ମନସୁଖ ମାଣ୍ଡଭିୟ, 'ହକି ଇଣ୍ଡିଆ' ଏବଂ 'ହକି ଇଣ୍ଡିଆ ଲିଗ୍' (HIL)ର ଫ୍ରାଞ୍ଚାଇଜ୍ ମାଲିକମାନଙ୍କୁ ଲିଗ୍‌ର ଆର୍ଥିକ ସ୍ଥିରତା ଓ ସ୍ଥାୟୀତ୍ୱ ସୁନିଶ୍ଚିତ କରିବା ପାଇଁ ଏକ ବ୍ୟାପକ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମନ୍ତ୍ରଣାଳୟର ବରିଷ୍ଠ…
Read More...

ୟୁଏସ୍ ଓପନ୍ ୨୦୨୬ ଜିତିଲେ ଆଲେକ୍‌ଜାଣ୍ଡାର୍ ଜ୍‌ଭେରେଭ୍

ଆଲେକ୍‌ଜାଣ୍ଡାର୍ ଜ୍‌ଭେରେଭ୍ (Alexander Zverev) ୟୁଏସ୍ ଓପନ୍ ଫାଇନାଲରେ ବେନ୍ ସେଲ୍ଟନ୍‌ଙ୍କୁ ୬-୩, ୭-୬ (୨), ୫-୭, ୬-୨ ସେଟ୍‌ରେ ପରାସ୍ତ କରି ନିଜର ଦ୍ୱିତୀୟ ଗ୍ରାଣ୍ଡ ସ୍ଲାମ୍ ଟାଇଟଲ୍ ଜିତିଛନ୍ତି। ଏହା ସହିତ ଆମେରିକୀୟ ପୁରୁଷ ଖେଳାଳିଙ୍କ ପାଇଁ ୨୦୦୩ ମସିହାରେ ଆଣ୍ଡି ରଡିକ୍‌ଙ୍କ…
Read More...

ଏହି କାରଣ ପାଇଁ ବଦଳିପାରେ ଭାରତ-ଆଫଗାନିସ୍ତାନ ଟି-୨୦ ମ୍ୟାଚ୍ ତାରିଖ

ରାଜଧାନୀ ଦିଲ୍ଲୀରେ ବ୍ରିକ୍ସ ସମ୍ମିଳନୀ ହେତୁ ଆଫଗାନିସ୍ତାନ ଏବଂ ଭାରତ ମଧ୍ୟରେ ପ୍ରଥମ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଗୋଟିଏ ଦିନ ପାଇଁ ସ୍ଥଗିତ ହେବାର ଆଶଙ୍କା ରହିଛି।ତଥାପି, ଦିଲ୍ଲୀ ଜିଲ୍ଲା କ୍ରିକେଟ୍ ସଂଘ (ଡିଡିସିଏ) କହିଛି ଯେ ରବିବାର ଦିନ ନିର୍ଦ୍ଧାରିତ ସମୟ ଅନୁସାରେ ମ୍ୟାଚ୍ ହେବ।…
Read More...

ଓସିଏ ମୁଖ୍ୟଙ୍କ ଦ୍ୱାରା ଓଡ଼ିଶା ଟି୨୦ ଲିଗ୍ ୨୦୨୬ ସିଏମ୍ ଟ୍ରଫି ଉନ୍ମୋଚନ

ଓଡ଼ିଶୀ ଟି୨୦ ଲିଗର ଦ୍ୱିତୀୟ ସଂସ୍କରଣ କଟକର ଐତିହାସିକ ବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ବର ୨୦ରେ ଆରମ୍ଭ ହେବାକୁ ଯାଉଛି। ଏନେଇ ରବିବାର ଦିନ ଓଡ଼ିଶା କ୍ରିକେଟ ଆସୋସିଏସନ ଓଡ଼ିଶା ଟି୨୦ ଲିଗ୍ ୨୦୨୬ର ଦ୍ୱିତୀୟ ସଂସ୍କରଣ ପାଇଁ ପ୍ରତିଷ୍ଠିତ ସିଏମ୍ ଟ୍ରଫି ଓ ଲୋଗୋ ଉନ୍ମୋଚିତ କରିଥିଲା । ହୋଟେଲ…
Read More...

ମହିଳା ଏସିଆ କପ୍ 2026: ୯୪ ରନରେ ଥାଇଲ୍ୟାଣ୍ଡକୁ ପରାସ୍ତ କଲା ଭାରତ

ଦୁବାଇ ଇଣ୍ଟରନ୍ୟାସନାଲ ଷ୍ଟାଡିୟମରେ ଥାଇଲ୍ୟାଣ୍ଡ ବିପକ୍ଷରେ ୯୪ ରନର ଏକ ବିରାଟ ବିଜୟ ହାସଲ କରିଛି ଭାରତୀୟ ଦଳ । ଶେଫାଲି ବର୍ମାଙ୍କ ୧୯ତମ ଟି-୨୦ ଅର୍ଦ୍ଧଶତକ ବଳରେ ବୋଲରମାନେ ଥାଇଲ୍ୟାଣ୍ଡର ବ୍ୟାଟିଂ ଲାଇନ ଅପ୍ କୁ ଭାଙ୍ଗି ବିଜୟ ହାସଲ କରିଥିଲା। ମ୍ୟାଚ୍ ଜିତିବା ପାଇଁ ୧୬୦ ରନ ପିଛା…
Read More...

ଭାରତ ବନାମ ଥାଇଲ୍ୟାଣ୍ଡ ମହିଳା ଏସିଆ କପ୍ ୨୦୨୬: ଥାଇଲ୍ୟାଣ୍ଡ ବିପକ୍ଷରେ ମଇଦାନକୁ ଓଲ୍ହାଇବ ଭାରତ

ଆଜି ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଥାଇଲ୍ୟାଣ୍ଡ ବିପକ୍ଷରେ ମହିଳା ଟି-୨୦ ଏସିଆ କପ୍ ଅଭିଯାନ ଆରମ୍ଭ କରିବ। ମ୍ୟାଚ୍ ରାତି ୮:୩୦ ରେ ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଛି। ଏହି ମ୍ୟାଚରେ ହରମନପ୍ରୀତ କୌର ଭାରତୀୟ ଦଳର ନେତୃତ୍ୱ ନେବେ। ସେହିଭଳି ସ୍ମୃତି ମନ୍ଧାନାଙ୍କୁ…
Read More...

ଏସିଆ ରଗ୍ବି ଏମିରେଟ୍ସ ସେଭେନ୍ସ ସିରିଜ୍ ୨୦୨୬ ପାଇଁ ଓଡ଼ିଶାର ୬ଜଣ ରଗ୍ବି ଖେଳାଳି ମନୋନୀତ

ଏସିଆ ରଗ୍‌ବି ଏମିରେଟ୍ସ ସେଭେନ୍ସ ସିରିଜ୍ ଲେଭଲ୍ ୧ ପାଇଁ ପାଇଁ ୬ଜଣ ଓଡ଼ିଶା ରଗ୍ବି ଖେଳାଳିଙ୍କୁ ମନୋନୀତ କରାଯାଇଛି। ୨୯ ରୁ ୩୦ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ଚୀନ୍‌ର ସୁଝୋଉ ସିଟିର ଚାଙ୍ଗସୁ ସ୍ପୋର୍ଟସ୍ ସେଣ୍ଟରରେ ହେବାକୁ ଥିବା ଏସିଆ ରଗ୍‌ବି ଏମିରେଟ୍ସ ସେଭେନ୍ସ ସିରିଜ୍ ଲେଭଲ୍ ୧ ପାଇଁ…
Read More...

ବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ବର ୧୮ରୁ ଆରମ୍ଭ ହେବ ଓଡ଼ିଶା ଟି-୨୦ ଲିଗ୍ ୨୦୨୬

ଓଡ଼ିଶା ଟି-୨୦ ଲିଗ୍ ୨୦୨୬ ସେପ୍ଟେମ୍ବର ୧୮ ତାରିଖରୁ କଟକର ପ୍ରସିଦ୍ଧ ବାରବାଟୀ ଷ୍ଟାଡିୟମରେ ଆରମ୍ଭ ହେବ । ଏହାର ଫାଇନାଲ୍ ମ୍ୟାଚ୍ ସେପ୍ଟେମ୍ବର ୨୭ ତାରିଖରେ ଅନୁଷ୍ଠିତ ହେବ। ୧୦ ଦିନ ଧରି ଚାଲିବାକୁ ଥିବା ଏହି ପ୍ରତିଯୋଗିତାରେ ସାରା ରାଜ୍ୟରୁ କ୍ରିକେଟରମାନେ ଅଂଶଗ୍ରହଣ କରିବେ। ଏହା…
Read More...