Browsing Tag

sagar

ବିଧାନସଭାରୁ ରାତାରାତି ଉଭାନ ହେଲା ମରୁଡି ଓ ଚାଷୀ ପ୍ରସଙ୍ଗ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଆଜି ବିଧାନସଭାର ତୃତୀୟ ଦିନର ମୌସୁମୀ ଅଧିବେଶନ ଆସି ପହଞ୍ଚିଛି । ଷ୍ଟାଫ୍ ସିଲେକ୍ସନ ଦୁର୍ନୀତି ପ୍ରସଙ୍ଗ ଉଠାଇ କଂଗ୍ରେସ ସଦସ୍ୟ ମାନେ ହଟ୍ଟଗୋଳ କରିଥିଲେ । ଏଥିପାଇଁ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ଅପରାହ୍ନ ୪ ଟା ଯାଏ ଗୃହକୁ ମୁଲତବୀ ଘୋଷଣା କରିଛନ୍ତି ।…
Read More...

ରାଜଧାନୀରୁ ଗଞ୍ଜେଇ ଓ ସିଗାରେଟ୍ ଜବତ

ଭୁବନେଶ୍ବର (ରିପୋର୍ଟସ ଟୁଡେ) : ଭୁବନେଶ୍ବର ସ୍ଥିତ ବାପୁଜୀନଗର ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଛି । କେଦାରପଲି ବସ୍ତିରେ ଭୁବନେଶ୍ବର ଅବକାରୀ ବିଭାଗର ଚଢାଉ ବେଳେ ଗଞ୍ଜେଇ ଓ ସିଗାରେଟ୍ ଜବତ ହୋଇଥିବା ଜଣାପଡିଛି । ଅଭିଯୋଗରେ ଟୁନା ନାୟକ ନାମକ ଜଣେ ବ୍ୟକ୍ତିକୁ ଗିରଫ…
Read More...

ଅମିତ ରୋହିଦାସଙ୍କୁ ପୂର୍ବତଟ ରେଲେଓ୍ବରେ ସିନିୟର ସ୍ପୋର୍ଟ ଅଫିସର ଭାବେ ନିଯୁକ୍ତି

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଅମିତ ରୋହଦାସଙ୍କୁ ପୂର୍ବତଟ ରେଲେେଓ୍ବ ରେ ସିନିୟର ସ୍ପୋର୍ଟ ଅଫିସର ଭାବେ ନିଯୁକ୍ତ ହୋଇଛନ୍ତି । ଅମିତ ରୋହିଦାସ ଜଣେ ଭାରତୀୟ ହକି ଦଳର ଜଣେ କୋର ସଦସ୍ୟ । ୨୦୨୧ ଜର୍ମାନୀ ବିପକ୍ଷରେ ବ୍ରୋଞ୍ଜ ମେଡାଲ ଜିତି ସାରିଛି ଭାରତୀୟ ହକି ଦଳ । ଏଥିରେ ଅମିତ…
Read More...

ମାନସ ଦାସଙ୍କୁ ଗିରଫ କରିଛି ପୋଲିସ

ଭୁବନେଶ୍ୱର (ରିପୋର୍ଟସ ଟୁଡେ) ମାନସ ଦାସଙ୍କୁ ଭୁବନେଶ୍ୱରରୁ ଗିରଫ କରିଛି ପୋଲିସ । ଭୁବନେଶ୍ୱର ରେ ଅବସ୍ଥିତ ମାନସଦାସଙ୍କ ଘରୁ ଉଭୟ ବାପ ପୂଅଙ୍କୁ ଗିରଫ କରିଛି ପୋଲିସ । ହତ୍ୟା, ହତ୍ୟା ଉଦ୍ୟମ , ଧମକ ଦେବା ଆଦି ଅଭିଯୋଗ ହୋଇଥିଲା । ଷ୍ଟେଜ ବଡି ଗାର୍ଡଙ୍କୁ ହତ୍ୟା ଧମକ ଦେବା ନେଇ ମାନସ ଦାସ…
Read More...

ରାଜ୍ୟରେ ଶିଶୁ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି

ଭୁବନେଶ୍ୱର(ରିପୋର୍ଟସ ଟୁଡେ) ଅଧିକାଶଂ ରାଜ୍ୟରେ କରୋନା ସ୍ଥିତି ବୃଦ୍ଧି ପାଉଛି । ବିଶେଷ କରି ଶିଶୁ ମାନେ ଏଥିରେ ଅଧିକମାତ୍ରାରେ ଆକ୍ରାନ୍ତ ହେଉଛନ୍ତି । ରାଜ୍ୟରେ କରୋନା ସ୍ଥିତିକୁ ନେଇ ଡିଏମଟି ସିବିକେ ମହାନ୍ତି କହିଛନ୍ତି , କେରଳରେ ସଂକ୍ରମଣ ବଢୁଛି । ତା ତୁଳନାରେ ଅନ୍ୟ ରାଜ୍ୟରେ…
Read More...

ମହାବଳ ବାଘ ସଫାରୀ ମଧ୍ୟରୁ ବାହାରିଗଲା

ଭୂବନେଶ୍ୱର(ରିପୋର୍ଟସ ଟୁଡେ) : ନନ୍ଦନକାନନରେ ପର୍ଯ୍ୟଟକ ଓ କର୍ମଚାରୀଙ୍କ ମଧ୍ୟରେ ବାଘ ଆତଙ୍କ ଖେଳିଯାଇଛି । ଅଣ୍ଡିରା ବାଘ ରାଜେଶ ସଫାରି ମଧ୍ୟରୁ ବାହାରକୁ ଚାଲିଆସିବା ପରେ ଆତଙ୍କ ଖେଳି ଯାଇଛି । ଗୁରୁବାର ସକାଳେ ଫିଡିଂ ଚାମ୍ବରରୁ ରାଜେଶ ଓ ରୂପା ନାମକ ଦୁଇଟି ମହାବଳ ବାଘକୁ ସଫାରୀ ମଧ୍ୟକୁ…
Read More...

ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଲୁହା ଛଡରେ ପିଟି ପିଟି ହତ୍ୟା

କେଉଁଝର : ଗୁଣିଗାରେଡି ସନ୍ଦେହରେ ବୃଦ୍ଧାଙ୍କୁ ଲୁହା ଛଡରେ ପିଟି ପିଟି ହତ୍ୟା କରିବା ଘଟଣାରେ ଜଣକୁ ଅଟକ ରଖିଛି ପୋଲିସ । ବୃଦ୍ଧାଙ୍କୁ ପିଟିଥିବା ଅଭିଯୁକ୍ତ ଜଣକ ନାବାଳକ । ମୃତକ ହେଲେ ଜାନକୀ ମୁଣ୍ଡା, ତାଙ୍କ ବୟ ୬୦ ବର୍ଷ ହେବ ବୋଲି ଅନୁମାନ କରାଯାଉଛି । କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ…
Read More...

ଅଭିନେତା ସିର୍ଦ୍ଧାର୍ଥ ଶୁକ୍ଲାଙ୍କ ପରଲୋକ

ମୁମ୍ବାଇ : ଆଉ ନାହାନ୍ତି ସିର୍ଦ୍ଧାର୍ଥ ଶୁକ୍ଲା । ମୁମ୍ବାଇର ଏକ ହସ୍ପିଟାଲରେ ହୃଦଘାତରେ ତାଙ୍କର ପରଲୋକ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ୪୦ ବର୍ଷ ବୟସ ହୋଇଥିଲା। ଟେଲିଭିଜନର ଜଣେ ଚର୍ଚ୍ଚିତ ଚେହେରା ଥିଲେ ସିଦ୍ଧାର୍ଥ। ବିଗ୍ ବସ୍ ସିଜିନ୍ ୧୩ର ସେ ବିଜେତା ମଧ୍ୟ ହୋଇଥିଲେ। ବଲିଉଡରେ ଶୋକର…
Read More...

ଦ୍ୱିତୀୟ ଦିନରେ ମୌସୁମୀ ଅଧିବେଶନ; ବିଜେପି ଆଣିଲା ମୁଲତବୀ ନୋଟିସ

ଭୁବନେଶ୍ୱର(ରିପୋର୍ଟସ ଟୁଡେ) : ଦ୍ୱିତୀୟ ଦିନରେ ଆସି ପହଞ୍ଚିଛି ମୌସୁମୀ ଅଧିବେଶ । ଅଧିବେଶନରେ ବେକାରି ସମସ୍ୟା ଓ ଓଡିଶା ଷ୍ଟାଫ ସିଲେକସନ କେଳେଙ୍କାରୀକୁ ନେଇ ବିଜେପି ଆଣିଛି ମୁଲତବୀ ନୋଟିସ । ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଏନେଇ ନିଜର ମତ ରଖିବେ । ସୂଚନାଯୋଗ୍ୟ,…
Read More...

ମନୋରଞ୍ଜନ ପାଣିଗ୍ରାହୀ ହେଲେ ମୁଖ୍ୟ ଆୟକର କମିଶନର

ଭୂବନେଶ୍ୱର(ରିପୋର୍ଟସ ଟୁଡେ) : ମୁଖ୍ୟ ଆୟକର କମିଶନର ଭାବେ ପଦୋନ୍ନୋତି ପାଇଲେ ୪ ଜଣ ଓଡିଆ ଅଫିସର । ସେମାନେ ହେଲେ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ଶ୍ରୀ ବିଜୟାନନ୍ଦ ପୃଷେଠ , ଶ୍ରୀ ଦେବେନ୍ଦ୍ର ନାରାୟଣ କର ଏବଂ ଶ୍ରୀ ସୀମାଚଳ ଦାଶ । ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ ବର୍ତ୍ତମାନ କଟକରେ ପ୍ରଧାନ…
Read More...