Browsing Tag

Reporters Today

ଯୁବକ ନେଉଛନ୍ତି ବାର୍ଦ୍ଧକ୍ୟ ଭତ୍ତା

ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ଦେଖିବାକୁ ମିଳିଛି ବାର୍ଦ୍ଧକ୍ୟ ଭତ୍ତା କେଳେଙ୍କାରୀ । ଯେଉଁଠି  ଯୁବକମାନେ ନେଉଥିଲେ ବାର୍ଦ୍ଧକ୍ୟ ଭତ୍ତା । ଜଣେ କି ଦୁଇ ଜଣ ନୁହେଁ, ମୋଟ ୮୯୪ ଜଣ ଅଯୋଗ୍ୟ ହିତାଧିକାରୀ ବାର୍ଦ୍ଧକ୍ୟ ଭତ୍ତା ନେଉଥିବା ସୂଚନା ମିଳିଛି । ଏହା ଜଣାପଡିବା ପରେ ସେହି…
Read More...

ଟ୍ୟାକ୍ସ ଫ୍ରି ହେଲା ‘ଛାୱା’

ଛତ୍ରପତି ସମ୍ଭାଜୀ ମହାରାଜଙ୍କ ଜୀବନୀକୁ ନେଇ ନିର୍ମାଣ କରାଯାଇଥିଲା  ଫିଲ୍ମ ‘ଛାୱା’ । ଯାହାପରେ ଏବେ ମଧ୍ୟପ୍ରଦେଶରେ ଏହି ଫିଲ୍ମକୁ ଟ୍ୟାକ୍ସ ଫ୍ରି କରାଯାଇଛି । ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟରେ ସିନେମାକୁ ଟ୍ୟାକ୍ସ ଫ୍ରି କରିବା ପାଇଁ ଘୋଷଣା କରିଥିବା କଥା ସୂଚନା ମିଳୁଛି…
Read More...

କିଏ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ?

ଆଜି ଦିଲ୍ଲୀର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ରେଖା ଗୁପ୍ତା । ତେବେ ଆପଣ ଜାଣନ୍ତି କି, କିଏ ଏହି 50 ବର୍ଷୀୟା ରେଖା ଗୁପ୍ତା ? ଆଉ କେମିତି ଆରମ୍ଭ ହୋଇଥିଲା ରେଖାଙ୍କ ରାଜନୈତିକ କ୍ୟରିୟର ? 19 ଜୁଲାଇ 1974 ମସିହାରେ ହୋଇଥିଲା ରେଖାଙ୍କ ଜନ୍ମ । ରେଖା ତାଙ୍କ…
Read More...

ମୃତ୍ୟୁର କୁମ୍ଭ କହିଲେ ମମତା

ମହାକୁମ୍ଭରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣାକୁ ନେଇ ବିରୋଧୀ ଏବେ ଖଡ୍ଗହସ୍ତ । ପୂର୍ବରୁ ଅଖିଳେଶ,କେଜ୍ରିୱାଲ ଆଉ କଂଗ୍ରେସ କୁମ୍ଭକୁ ନେଇ ସମାଲୋଚନା କରିଥିବା ବେଳେ  ଏବେ ମମତା ବାନାର୍ଜୀ ମଧ୍ୟ ଯୋଗୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି । କଂଗ୍ରେସ ନେତ୍ରୀ ସୁପ୍ରିୟା ଶ୍ରୀନେତ ମହାକୁମ୍ଭ ନାମରେ…
Read More...

ବଢିଲା ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା

ବଢିଲା ଦିଲ୍ଲୀର ପୂର୍ବତନ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ସମସ୍ୟା । ସତ୍ୟେନ୍ଦ୍ର ଜୈନଙ୍କ ବିରୁଦ୍ଧରେ ମନି ଲଣ୍ଡରିଂ ମାମଲା ରୁଜୁ କରିବାକୁ ଅନୁମତି ଦେଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ନିକଟରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସତ୍ୟେନ୍ଦ୍ର କୁମାର ଜୈନଙ୍କୁ BNSର ଧାରା ୨୧୮ ଅନୁଯାୟୀ…
Read More...

ଗଡିଲା ବିଜ୍ଞାନ ରଥ

ସିଏସ୍‌ଆଇଆର୍‌-ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜି (ଆଇଏମ୍‌ଏମ୍‌ଟି), ଭୁବନେଶ୍ୱର ପକ୍ଷରୁଭାରତବାସୀଙ୍କ ମଧ୍ୟରେ “ୱନ୍ ୱିକ୍ ୱନ୍‌ଥିମ୍"ଗବେଷଣା କାର୍ଯ୍ୟକଳାପକୁ ଲୋକପ୍ରିୟ କରିବା ଉଦ୍ଦେଶ୍ୟରେ ପ୍ରସ୍ତୁତ ବିଜ୍ଞାନ ରଥକୁ ପତାକା ଦେଖାଇ ଶୁଭାରମ୍ଭ…
Read More...

ରିପୋଟର୍ସ ଟୁଡେ’ର ମହାପ୍ରଭାବ;ଖବର ପ୍ରସାରଣ ହେଲା, ସମସ୍ୟାର ର ସମାଧାନ ହେଲା

ରିପୋଟର୍ସ ଟୁଡେରେ ମହା ପ୍ରଭାବ । ଖବର ପ୍ରସାରଣ ହେଲା, ସମସ୍ୟାର ର ସମାଧାନ ହେଲା । ସୂଚନା ଅନୁଶାରେ, ବାଲେଶ୍ଵର ଜିଲ୍ଲା ବସ୍ତା ଓ ଜଳେଶ୍ଵର ଅଞ୍ଚଳରୁ ପ୍ରାୟାଗରାଜ କୁମ୍ଭ ମେଳାରେ ବୁଡ଼ ପକାଇବାକୁ ୭୦ ତୀର୍ଥ ଯାତ୍ରୀ  ଯାଇଥିଲେ ।  ହେଲେ ଅଯୋଧ୍ୟା ଜିଲ୍ଲା  ସୁଲତାନପୁର-ବିକାପୁର ରାସ୍ତାରେ…
Read More...

ରାଜ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଲେ ଜୁଏଲ ଓରାମ

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ପ୍ରାଇଭେଟ୍ ସେକ୍ରେଟାରିଙ୍କ କାର୍ଯ୍ୟରେ ଅବହେଳା ଅଭିଯୋଗ। ରାଜ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଲେ ଜୁଏଲ ଓରାମ। ଗତ ଜାନୁଆରୀ ୨୩ ତାରିଖରୁ ଜୁଏଲଙ୍କ ପ୍ରାଇଭେଟ୍ ସେକ୍ରେଟାରୀ ଡଃ ଗଵଲି ପରାଗ ହରସଦ ଅନୁପସ୍ଥିତ ଥିବା ନେ଼ଇ ଚିଠିରେ ଉଲ୍ଲେଖ କରାଯାଇଛି…
Read More...

ଶିଖ ବିରୋଧୀ ଦଙ୍ଗାରେ କଂଗ୍ରେସ ନେତା ଦୋଷୀ

ଶିଖ ବିରୋଧୀ ଦଙ୍ଗା ମାମଲାରେ କଂଗ୍ରେସ ନେତା ସଜ୍ଜନ କୁମାରଙ୍କୁ ଦିଲ୍ଲୀର ରାଉଜ୍ ଆଭେନ୍ୟୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି ।  ସୂଚନା ମୁତାବକ, ଏବେ ଏହି ମାମଲାରେ ୧୮ ଫେବୃଆରୀରେ ଦଣ୍ଡ ଘୋଷଣା କରାଯିବ।  ଏହି ମାମଲା ସରସ୍ୱତୀ ବିହାରରେ ହୋଇଥିବା ବାପା ଏବଂ ପୁଅଙ୍କ ହତ୍ୟା ସହିତ…
Read More...

ରାଜ୍ୟସଭା ଯିବେ କମଲ ହାସନ !

ତାମିଲ ସୁପରଷ୍ଟାର ତଥା ରାଜନେତା କମଲ ହାସନ ଯାଇପାରନ୍ତି ରାଜ୍ୟସଭା । ଷ୍ଟାଲିନଙ୍କ ଦଳ ଡି.ଏମ.କେ କମଲଙ୍କୁ ରାଜ୍ୟସଭା ଆସନ ଦେଇପାରନ୍ତି । ଆଜି ତାମିଲନାଡୁର ମନ୍ତ୍ରୀ ପିକେ ଶେଖର ବାବୁ କମଲ ହାସନଙ୍କୁ ତାଙ୍କ ବାସଭବନରେ ଭେଟିଥିଲେ । ଯାହାକୁ ନେଇ ଏବେ ଚର୍ଚ୍ଚା ଜୋର । ପ୍ରକୃତରେ…
Read More...