ଶରଧାବାଲି ଅଭିମୁଖେ ମହାପ୍ରଭୁ
ଲକ୍ଷ ଲକ୍ଷ ଭକ୍ତଙ୍କ ହାତରେ ଦଉଡ଼ି, ଆଗକୁ ବଢ଼ୁଛି ମହାପ୍ରଭୁଙ୍କ ରଥ । ତାଳଧ୍ୱଜ ରଥ ଗଡ଼ିବା ସହ ଭକ୍ତଙ୍କ ଆଖିରେ ଭରିଯାଇଛି ଆନନ୍ଦ ଓ ଆଧ୍ୟାତ୍ମିକ ଉଲ୍ଲାସ । ଗଡ଼ିଲା ତାଳଧ୍ୱଜ ରଥ ଗୁଞ୍ଜରିତ ହେଲା "ଜୟ ଜଗନ୍ନାଥ" ଧ୍ୱନି. ଆଉ ଭକ୍ତିର ଅପୂର୍ବ ପରିବେଶରେ ମହାପ୍ରଭୁଙ୍କ ରଥଟଣାର ସାକ୍ଷୀ ହେଲା…
Read More...
Read More...