Browsing Tag

rairangpur

ଆୟୋଜିତ ହେଇଥିଲା ବ୍ଲକ୍ ସ୍ତରୀୟ ପାଚିକା ପ୍ରଶିକ୍ଷଣ ଶିବିର

ରାଇରଙ୍ଗପୁର : ବ୍ଲକ୍ ସ୍ତରୀୟ ପାଚିକା ସହାୟିକାଙ୍କ  ପ୍ରଶିକ୍ଷଣ ଶିବିର ଆୟୋଜିତ ହେଇଥିଲା ରାଇରଙ୍ଗପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ। ଏହି ଶିବିରକୁ ABEO କାର୍ତ୍ତିକ ଚନ୍ଦ୍ର କାରୂଆ ଏବଂ MDM DEO ଗଗନ ବିହାରୀ ବରାଳଙ୍କ ତତ୍ୱାବଧ।ନରେ ହୋଇ ଥିଲା। ମୁଖ୍ୟ ଅତିଥି ଭାବରେ ବାଳିକା ଉଚ୍ଚ…
Read More...

ସାପ କାମୁଡ଼ାରେ ୬ ବର୍ଷର ଶିଶୁପୁତ୍ର ମୃତ

ବାମନଘାଟୀ : ଦିନକୁ ଦିନ ସାପ କାମୁଡାରେ ମୃତ୍ୟୁ ସଂଖ୍ୟା ଵଢିଵଢି ଚାଲିଛି ।ଇତି ମଧ୍ୟରେ ବାମନଘାଟୀ ଉପଖଣ୍ଡରେ ୧୨ ଜଣରୁ ଉର୍ଦ୍ଧ୍ବ ନିରିହ ଛୁଆ,ଯୁବକ,ଯୁବତୀ,ମହିଳା ବୃଦ୍ଧାଙ୍କର ମୃତ୍ୟୁ ହୋଇଗଲାଣି । ସୂଚନାଯୋଗ୍ୟ ବାଦାମପାହାଡ଼ ଥାନା ଅନ୍ତର୍ଗତ ଅଙ୍ଗାରପଦା ଗ୍ରାମର ପ୍ରଦୀପ ମହାନ୍ତଙ୍କ ଘର…
Read More...

ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି ନେଇ ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ ସମାଜ ପ୍ରତିନିଧି ଦଳ

ରାଇରଙ୍ଗପୁର : ଆଦିବାସୀ ହୋ ସମାଜ ମହାସଭାର ଏକ ପ୍ରତନିଧି ମଣ୍ଡଳୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ଭବନରେ ସାକ୍ଷାତ କରି  ହୋ ଭାଷା ଓ ଏହାର ଲିପି ଓ୍ବାରାଂଚିତିକୁ କେନ୍ଦ୍ର ସରକାର ସମ୍ବିଧାନର ଅଷ୍ଟମ ଅନୁଛେଦରେ  ସାମ୍ବିଧାନିକ ମାନ୍ୟତା ପ୍ରଦାନ ପାଇଁ ଲିଖିତ ଅନୁରୋଧ…
Read More...

ବେଆଇନ ଗଂଜେଇ ବେପାରୀଙ୍କୁ ବାନ୍ଧିବଲା ରାଇରଙ୍ଗପୁର ଟାଉନ ପୋଲିସ

ରାଇରଙ୍ଗପୁର: ଶ୍ରାବଣ ମାସ ବୋଲ ବମ ଯାତ୍ରା ପାଇଁ ଭକ୍ତ ବ୍ୟାକୁଳ । ତାଙ୍କର ପ୍ରିୟ ଇଷ୍ଟ ଦେବତାଙ୍କ ମୁଣ୍ଡରେ ସୁଦୂର ନଦୀରୁ ଜଳ ଆଣି ଜଳ ଲାଗି କରିବା ପାଇଁ ଭକ୍ତ ଚଳ ଚଂଚଳ । ଭକ୍ତଵୃନ୍ଦଙ୍କ ମନବାଞ୍ଛା ପୂରଣ ପାଇଁ ଶିବ ଲାଗି ଅର୍ଘ୍ୟ ଗଂଜେଇର ଆବଶ୍ୟକତା ରହିଛି  ଜାଣି ବେଆଇନ ଗଞ୍ଜେଇ…
Read More...

ରାଇରଙ୍ଗପୁର ଠାରେ ଉପଖଣ୍ଡ ସ୍ତରୀୟ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର

ରାଇରଙ୍ଗପୁର : ଆଜି ବାମନଘାଟି ଉପଖଣ୍ଡ ସଦର ମହକୁମା ରାଇରଙ୍ଗପୁର ଠାରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଏକ ଯୁଗ୍ମ ଜନ ଶୁଣାଣି ଅଭିଯୋଗ ଶିବିର ଅନୁଷ୍ଠିତ ହୋଇ ଯାଇଛି। ବାମନଘାଟି ଉପଜିଲ୍ଲାପାଳ  ସରୋଜ କୁମାର ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱlବଧାନରେ ଆୟୋଜିତ ତଥା ମୟୁରଭଞ୍ଜ…
Read More...

ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ

ରାୟଗଡା:  ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ବୃ୍କ୍ଷରୋପଣ କାର୍ଯ୍ୟକ୍ରମ ଅନଷ୍ଠିତ । ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସ୍ଥାନୀୟ ବନ ବିଭାଗ ପକ୍ଷରୁ ଆଜାଦିକି ଅମୃତ ମହୋତ୍ସବ ଉପଲକ୍ଷେ ବୃ୍ଷରୋପଣ କରାଯାଇଛି । ବନାଞ୍ଚଳ ଅଧିକାରୀ…
Read More...

ବାମନଘାଟୀ ଉପଖଣ୍ଡରେ  ପ୍ରାଣୀ ଚିକିତ୍ସକ ନିଯୁକ୍ତ

ରାଇରଙ୍ଗପୁର:ରାଇରଙ୍ଗପୁର ଉପଖଣ୍ଡ ପ୍ରାଣୀ ଚିକିତ୍ସାଳୟର ମାସେରୁ ଉର୍ଦ୍ଧ୍ବ ବିଭିନ୍ନ ବ୍ଳକ ତଥା ବହଳଦା, କୁସୁମି ,ଜାମଦା ବିଜାତଳା ବ୍ଳକରେ ସହକାରୀ ପ୍ରାଣୀ ଚିକିତ୍ସାକ ପଦବୀ ଖାଲି ପଡିଥିଲା । ରାଜ୍ୟ ସରକାର ନିକଟରେ ବହୁ ପ୍ରାଣୀ ଚିକିତ୍ସକ ନିଯୁକ୍ତି ଦେଇଛନ୍ତି । ଫଳରେ  କୁସୁମି ବ୍ଳକର…
Read More...

ସ୍ୱାଧୀନତା ଦିବଶ ପାଇଁ ବୈଠକ

ରାଇରଙ୍ଗପୁର : ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ସଭାପତିତ୍ବରେ ୭୭ତମ ସ୍ୱାଧୀନତା ଦିବସ ପାଳନ ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉପଜିଲ୍ଲାପାଳ ସଭାରେ ଯୋଗ ଦେଇଥିବା ସମସ୍ତଙ୍କୁ ସ୍ୱାଗତ କରିବା ସହ ଏହି ପ୍ରସ୍ତୁତି…
Read More...

ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ:   ରାଇରଙ୍ଗପୁର କଲେଜ ସମ୍ମୁଖରେ ୱାଇ ଏମ୍ ସାଇନ୍ସ ଏକାଡେମୀ ଉଦଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଲଳିତ ମହାନ୍ତ ଯୋଗ ଦେଇ ଫିତା କାଟି ଉଦଘାଟନ କରିଥିଲେ । ନିର୍ଦ୍ଦେଶକ ସଦ୍ଦାମ ହୁସେନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି…
Read More...

ଆଦର୍ଶ ବିଦ୍ୟାଳୟରେ ୭୪ ତମ ବନ ମହୋତ୍ସବ ଅନୁଷ୍ଠିତ

ରାଇରଙ୍ଗପୁର/ସତ୍ୟନାରାୟଣ ପାଲ: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ବ୍ଳକର ଗୋରୁମହିଷାଣୀ ସନ୍ନିକଟ ଆଦର୍ଶ ବିଦ୍ୟାଳୟରେ ଆଜି ୭୪ ତମ ଵନୋତ୍ସବ ପ୍ରଧାନ ଶିକ୍ଷକ ପ୍ରତାପ ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ରାଇରଙ୍ଗପୁର ବନାଞ୍ଚଳ ଅଧିକାରୀ ସତ୍ୟବ୍ରତ…
Read More...