Browsing Tag

rainfall

ରାଜ୍ୟରେ ପୁଣି ବର୍ଷା , ୨୦ ଜିଲ୍ଲା କୁ ୟେଲୋ ଆଲର୍ଟ

ରାଜ୍ୟକୁ ପୁଣି ଫେରିଲା ବର୍ଷା ୨୨ ତାରିଖ ପର୍ଯ୍ୟନ୍ତ ଛେଚିବ ବର୍ଷା ୨୦ ଜିଲ୍ଲା କୁ ୟେଲୋ ଆଲର୍ଟ ଜାରି ରାଜ୍ୟରେ ବର୍ଷା କମିଛି ଗରମ ଗୁଳୁଗୁଳି ବଢିଛି । ବର୍ତ୍ତମାନ ରାଜ୍ୟର ପାଣିପାଗ ସ୍ଥିତି ବହୁତ ଖରାପ ରହିଛି  । କେତେବେଳେ ଭୀଷଣ ଖରାହେଉଛି  ତ ଆଉ କେତେବେଳେ ନିର୍ଧୁମ ବର୍ଷା…
Read More...

ବଙ୍ଗୋପସାଗର ରେ ସୃଷ୍ଟି ହେଲା ଲଘୁଚାପ

ଦକ୍ଷିଣ ଓଡ଼ିଶାରେ ହେବ ଅଧିକରୁ ଅଧିକ ବର୍ଷା ଗତ 2 ମାସ ହୋଇଯିବ ସାରା ରାଜ୍ୟରେ ତୁହା କୁ ତୁହା ବର୍ଷା ଲାଗି ରହିଥିଲା କିନ୍ତୁ ସେପ୍ଟେମ୍ୱର ଆରମ୍ଭରୁ ପାଣିପାଗରେ ବଡ ଧରଣର ପରିବର୍ତ୍ତନ ଘଟିଛି । ବେଶ୍ କିଛିଦିନ ହୋଇଯିବ ପାରଦ ଉପରମୁହାଁ ରହିଥିବାବେଳେ ଗରମ, ଗୁଳୁଗୁଳି ବଢିଛି । ଏହାରି…
Read More...

ବର୍ଷାରେ ବୁଡିଲା କାଙ୍ଗୁରକୋଣ୍ଡ ପୋଲ, ୩୨୬ ନଂ ଜାତୀୟ ରାଜପଥରେ ଯାତାୟତ ଠପ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳାରେ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ପୋଲ ଉପରେ ପାଣି ପ୍ରଭାବିତ ହେଉଛି । କାଙ୍ଗୁରକୋଣ୍ଡ ଓ ଏମ୍.ଭି-୯୬ ପୋଲ ଉପରେ ୩ ରୁ ୪ ଫୁଟ ଉପରେ ପାଣି ପ୍ରଭାବିତ ଯୋଗୁଁ ଯୋଗଯୋଗ ବିଚ୍ଛିନ୍ନ ହୋଇଛି ।କନ୍ୟାଶ୍ରମ ବ୍ରିଜରେ ଉପରେ ମଧ୍ୟ ୩ ଫୁଟ ଉପରେ ପାଣି…
Read More...

୩ ଦିନର ଲଗାଣ ବର୍ଷାରେ ଭାସିଯାଇଛି ଅସ୍ଥାୟୀ ପୋଲ

ଗଜପତି: ଲଗାଣ ବର୍ଷାରେ ଭାସି ଯାଇଛି ଅସ୍ଥାୟୀ ପୋଲ । ଗଜପତି ଜିଲ୍ଲାର ସଦର ମହାକୁମା ପାରଳାଖେମୁଣ୍ଡି ଉପକଣ୍ଠର ଗୋଷାଣି ଡାଳିମ୍ବ-କେରାଣ୍ଡି ରାସ୍ତାରେ ନିର୍ମାଣ କରାଯାଇଥିବା ଏକ ଅସ୍ଥାୟୀ ପୋଲ ୩ ଦିନ ଲଗାତାର ବର୍ଷା ଫଳରେ ଭାସିଯାଇଛି ।ଏହି ରାସ୍ତାରେ ଥିବା ଏକ ନାଳ ଉପରେ ବ୍ରିଜ ନିର୍ମାଣ…
Read More...

ରାଜ୍ୟର ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର:  ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ପ୍ରଭାବରେ ରାଜ୍ୟରେ ବର୍ଷା ଲାଗି ରହିଛି  । ଆଜି ରାଜଧାନୀ ଭୁବନେଶ୍ୱର ସମେତ ବିଭିନ୍ନ ସ୍ଥାନରେ  ବର୍ଷା ହୋଇଛି  । ପାଣିପାଗ ସୂଚନା ଅନୁସାରେ ଲଘୁଚାପ କ୍ଷେତ୍ରଟି ଆଗାମୀ କିଛି ଘଣ୍ଟା ମଧ୍ୟରେ ଅଧିକ ଘନୀଭୂତ ହୋଇ ଓଡ଼ିଶା…
Read More...

ଆସନ୍ତା ୧୮ରୁ ୨୦ ରାଜ୍ୟରେ ପ୍ରବଳ ବର୍ଷା !

ଭୁବନେଶ୍ୱର: ରାଜ୍ୟରେ ଏବେ ଦୁଇ ଦିନ ଖରାଟିଆ ପାଗ ରହିଥିଲା । ଏହାରି ମଧ୍ୟରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହି ଘୂର୍ଣ୍ଣିବଳୟ ୨୦ ତାରିଖ ବେଳକୁ ଲଘୁଚାପ ରୂପ ନେବାର ଆଶଙ୍କା ରହିଛି । ଏହାର ପ୍ରଭାବରେ ୧୮ରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ…
Read More...

୧୩ଟି ଜିଲ୍ଲାକୁ ବର୍ଷା ନେଇ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ୧୮ ସେପ୍ଟେମ୍ବର ବେଳକୁ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ବର୍ଷାର ବିସ୍ତୃତି ଓ ପରିମାଣରେ ବୃଦ୍ଧି ହେବାର ସମ୍ଭାବନା ରହିଛି ବୋଲି ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ କେନ୍ଦ୍ର ପକ୍ଷରୁ କୁହାଯାଇଛି। ଏହାର…
Read More...

ରାଜ୍ୟରେ ଜାରି ରହିବ ବର୍ଷା

ଭୁବନେଶ୍ବର : ରାଜ୍ୟର ଏବେ ପ୍ରାୟ ଜିଲ୍ଲାରେ ବର୍ଷା ଜାରି ରହିଛି । ଅବପାତ ଉତ୍ତରପଶ୍ଚିମ ଦିଗରେ ଗତି କରିବା ସହ ଦୁର୍ବଳ ହୋଇ ଏକ ଲଘୁଚାପରେ ପରିଣତ ହୋଇଛି। କିନ୍ତୁ ଲଘୁଚାପର କୌଣସି ପ୍ରଭାବ ଓଡ଼ିଶା ଉପରେ ନାହିଁ। ଅନ୍ୟପଟେ ମୌସୁମୀଜନିତ ନିମ୍ନଚାପ ରେଖା ଉତ୍ତରପୂର୍ବ ବଙ୍ଗୋପସାଗର ଆଡ଼କୁ…
Read More...

ଆସନ୍ତାକାଲି ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ଆଶଙ୍କା !

ଭୁବନେଶ୍ବର: ରାଜ୍ୟରେ ଏବେ ବର୍ଷା ଲାଗି ରହିଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟର ଅଧିକାଂଶ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।  ଆଗାମୀ ୧୩ ତାରିଖ ଯାଏଁ ଓଡ଼ିଶା ଉପକୂଳ ଅଶାନ୍ତ ରହିବ। ଏନେଇ ମତ୍ସ୍ୟଜୀବୀମାନଙ୍କୁ…
Read More...

ମୌସୁମୀ ସକ୍ରିୟ, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା !

ଭୁବନେଶ୍ବର: ଏବେ ଖରାଟିଆ ପାଗ ରହିଛି । କିନ୍ତୁ ଆଜିଠାରୁ ରାଜ୍ୟରେ ବର୍ଷାର ପରିମାଣ ବଢ଼ିବ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଆଗାମୀ ୪ରୁ ୫ ଦିନ ଯାଏଁ…
Read More...