Browsing Tag

Puri

ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି:

ପୁରୀ: ବଢ଼ିଲା ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପେନସନ୍ ରାଶି । ସୂଚନା ଦେଲେ ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ମାସିକ ବରିଷ୍ଠ ସେବାୟତ ଭତ୍ତା ୪ ହଜାରରୁ ୫ ହଜାରକୁ ବୃଦ୍ଧି। ୨୦୨୬ ଜାନୁଆରୀରୁ ବର୍ଦ୍ଧିତ ପେନସନ୍ ଲାଗୁ ହେବ । ସେବାୟତଙ୍କ କନ୍ୟାମାନଙ୍କ ବିବାହ ରାଶି ୧ ଲକ୍ଷକୁ ବୃଦ୍ଧି ।…
Read More...

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା

ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ତହସିଲ ପଡିଆରେ ବ୍ଲକସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ଏହାକୁ ପ୍ରଦୀପ ପ୍ରଜ୍ଵଳନ କରି ପୁରୀ ସାଂସଦ ସମ୍ବିତ ପାତ୍ର ଏବଂ ବ୍ରହ୍ମଗିରି ବିଧାନସଭା ବିଧାୟିକା ଉପାସନା ମହାପାତ୍ର ଉଦଘାଟନ କରିଥିଲେ। ସାଂସଦ କହିଥିଲେ ଏହି ମେଳା ମାଧ୍ୟମରେ…
Read More...

ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ପଇତା ଲାଗି ନୀତି

ଆଜି ମାର୍ଗଶିର କୃଷ୍ଣ ତ୍ରୟୋଦଶୀ ତିଥିରେ ଶ୍ରୀବିଗ୍ରହମାନଙ୍କର ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ ୫ଟା ଠାରୁ ରାତି ୧୦ ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ  ସୂଚନା ମିଳିଛି । ଏହା…
Read More...

ଆସନ୍ତା ୧୯ରୁ ୨୧ ତିନି ଦିନ ଧରି ହେବ ଦେବ ଦୀପାବଳୀ

ଆସନ୍ତା 19ରୁ ହେବ ଦେବ ଦୀପାବଳୀ ମହୋତ୍ସବ । ଶ୍ରୀମନ୍ଦିର ଛତିଶା ନିଯୋଗ ମହାନାୟକ ଜନାର୍ଦ୍ଦନ ପାଟଯୋଶୀ ମହାପାତ୍ରଙ୍କ ଆୟୋଜନରେ 3 ଦିନ ଧରି ଚାଲିବ ଉତ୍ସବ । 19 ନଭେମ୍ବରରୁ 21 ନଭେମ୍ବର୍ ପର୍ଯ୍ୟନ୍ତ ସିଂହଦ୍ଵାର ନିକଟ ଏମାର ମଠ ସମ୍ମୁଖରେ ହେବ ଦୀପଦାନ । ଶ୍ରୀମନ୍ଦିର ରୀତି ନୀତି ଓ…
Read More...

ଡାଏବେଟିସ ଦିବସରେ ଷ୍ଟ୍ରେସ ଫ୍ରି ବାର୍ତ୍ତା, ବିନା ଔଷଧରେ ସୁସ୍ଥ ହେବେ ରୋଗୀ

ଡାଏବେଟିସ ଦିବସରେ ଷ୍ଟ୍ରେସ ଫ୍ରି ବାର୍ତ୍ତା। ବିନା ଔଷଧରେ ସୁସ୍ଥ ହେବେ ଡାଇବେଟିସ ରୋଗୀ।  ବିଶ୍ୱ ପାଳୁଛି ଡାଏବେଟିସ ଦିବସ। ଚଳିତ ବର୍ଷର ଥିମ୍ ରହିଛି ଜୀବନ ପର୍ଯ୍ୟାୟରେ ଡାଏବେଟିସ୍। ଏବଂ ଲୋକଙ୍କ ମଧ୍ୟରେ ସଚେତନତା ହିଁ ରହିଛି ମୂଳମନ୍ତ୍ର ।ଜଙ୍ଗଲ କ୍ୟାମ୍ପ ତରଫରୁ ଏନେଇ ହୋଇଛି ଏକ…
Read More...

ଦିଲ୍ଲୀ ବସ୍ଫୋରଣ ପରେ ହାଇଆଲର୍ଟରେ ପୁରୀ

Red fort explosion: ଦିଲ୍ଲୀ ଲାଲକିଲ୍ଲାରେ ବିସ୍ଫୋରଣ ପରେ ଏବେ ପୁରୀରେ ହାଇଆଲର୍ଟ ଜାରି କରାଯାଇଛି । ହାଇଆଲର୍ଟ ନେଇ ସୂଚନା ଦେଇଛନ୍ତି ପୁରୀ ଏସ୍‌ପି । ବେଳାଭୂମି, ସମୁଦ୍ରକୂଳ ଓ ବଡ଼ଦାଣ୍ଡରେ ହାଇଆଲର୍ଟ ଜାରି କରାଯାଇଛି । ଶ୍ରୀମନ୍ଦିର ଚତୁଃପାର୍ଶ୍ବ, ରେଲେୱ ଷ୍ଟେସନ, ବସ୍‌ଷ୍ଟାଣ୍ଡରେ…
Read More...

ସେବାୟତ ପିଲାଙ୍କ ପାଇଁ ହେବ ଆଦର୍ଶ ଗୁରୁକୁଳ: ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ପୁରୀ: ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ନୀଳାଦ୍ରି ଭକ୍ତନିବାସରେ ଚାଲିଥିବା ଗୁରୁତ୍ୱପୂର୍ଣ୍ଣ ବୈଠକରେ ଅନେକ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ, ଡ ଗିରିଶ ଚନ୍ଦ୍ର ମୁର୍ମୁ, ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି…
Read More...

ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ

ପୁରୀ: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରକୁ RED ZONE ଘୋଷଣା କଲା ଡିଜିସିଏ । ଶ୍ରୀମନ୍ଦିର ସୁରକ୍ଷାକୁ ଆହୁରି ମଜବୁତ କରିବା ପାଇଁ ଏହି ପଦକ୍ଷେପ ନେଇଛି ଶ୍ରୀମନ୍ଦିର ପ୍ରଶାସକ । ଏହି RED ZONE ଅବଧି ଆସନ୍ତା ୩ ବର୍ଷ ପର୍ଯ୍ୟନ୍ତ ଲାଗୁ ହୋଇଛି । ୨୦୨୮ ସେପ୍ଟେମ୍ବର ୨୫ ଯାଏଁ ରହିଛି ଏହି ବୈଧତା…
Read More...

ପୁରୀ ବୃନ୍ଦାବତୀ ନିବାସରେ କାର୍ତ୍ତିକ ହବିଷିଆଳି ଶିବିର ଉଦ୍‌ଘାଟିତ

ପୁରୀ: ପୁରୀ ବୃନ୍ଦାବତୀ ନିବାସରେ କାର୍ତ୍ତିକ ହବିଷିଆଳି ଶିବିର ଉଦ୍‌ଘାଟିତ । ହବିଷିଆଳି ଶିବିର ଉଦ୍‌ଘାଟନ କଲେ ଆଇନ୍ ମନ୍ତ୍ରୀ ଓ ସଂସ୍କୃତି ମନ୍ତ୍ରୀ । ଉଦ୍‌ଘାଟନ ପରେ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନଙ୍କ ପ୍ରତିକ୍ରିୟା । ଏଥର ବଜେଟ୍ ୩ କୋଟି ୩୦ ଲକ୍ଷକୁ ବୃଦ୍ଧି କରାଯାଇଛି । ମା…
Read More...

୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀ

ପୁରୀ: ୧୬ ଦିନ ବଞ୍ଚିବା ପରେ ପୁଣି ଆଖି ବୁଜିଲେ ପୋଲସରାର ପି. ଲକ୍ଷ୍ମୀ । ପୁରୀ ମେଡିକାଲରେ ଶେଷ ନିଶ୍ୱାସ ତ୍ୟାଗ କଲେ ୮୬ ବର୍ଷୀୟା ପି. ଲକ୍ଷ୍ମୀ । ଗତ ସେପ୍ଟେମ୍ବର ୧୫ ତାରିଖରେ ସ୍ୱର୍ଗଦ୍ୱାର ଆସି ଜୀବନ ଫେରି ପାଇଥିଲେ । ସ୍ୱର୍ଗଦ୍ୱାରରେ ଏମିତି ଘଟଣା ଦେଖି ସମସ୍ତେ ଆଶ୍ଚର୍ଯ୍ୟ…
Read More...