ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ମହିଳା ଗୋଷ୍ଠୀ
(ଗଞ୍ଜାମ /ହରପ୍ରସାଦ ବିଷୋୟୀ) : ଗଂଜାମ ଜିଲ୍ଲା କୋଦଳା ଏନଏସି ଅନ୍ତର୍ଗତ ଦଣ୍ଡିଶ୍ୱର ଛକରେ ସ୍ଥାନୀୟ ମହିଳା ଗୋଷ୍ଠୀ ମାନେ ମଦ ବିରୋଧୀ ଅଭିଯାନ ଆରମ୍ଭ କରିଛନ୍ତି । ସ୍ଥାନୀୟ ଅଞ୍ଚଳରେ ଦିନକୁ ଦିନ ମଦ ବିକ୍ରି ବଢି ଚାଲିଥିବା ବେଳେ ପୁରୁଷ ଲୋକମାନେ ରାତିରେ ମଦ ପିଇ ନିଶାଶକ୍ତ ଅବସ୍ଥାରେ…
Read More...
Read More...