Browsing Tag

priyadarshani swain

ରଥଯାତ୍ରା ସୁରକ୍ଷା : ମୁତୟନ ହେବେ ୧୮୦ ପ୍ଲାଟୁନ ଫୋର୍ସ

(ପୁରୀ) : ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ବ୍ୟବସ୍ଥା ଓ ତ୍ରିସ୍ତରୀୟ ଟ୍ରାଫିକ୍ ବ୍ୟବସ୍ଥା କରାଯିବ। ପୁରୀ ଠାରେ ରଥଯାତ୍ରାକୁ ନେଇ ସମୀକ୍ଷା ବୈଠକ ପରେ ଡିଜିପି ସୁନିଲ ବଂଶଲ ଏହି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ରଥଯାତ୍ରାରେ ପାଞ୍ଚସ୍ତରୀୟ ସୁରକ୍ଷା ଅନ୍ତର୍ଗତ ୧୮୦ ପ୍ଲାଟୁନ…
Read More...

୪ରୁ ରାଜ୍ୟରେ ବଢିପାରେ ବର୍ଷା

(ଭୁବନେଶ୍ୱର) : ରାଜ୍ୟରେ ରଜ ପରେ ମୌସୁମୀ ଛୁଇଁବା ଆକଳନ କରିଥିଲା । ଏବେସୁଦ୍ଧା ନିଅଣ୍ଟିଆ ବର୍ଷା ହେଉଛି । ମଙ୍ଗଳବାର ରାଜ୍ୟର ୧୩ ଜିଲ୍ଲାରେ ଟୋପାଏ ବର୍ଷା ହୋଇନି । ୧୩ ଜିଲ୍ଲାରେ ଅତି ନିଅଣ୍ଟିଆ ବର୍ଷା ହୋଇଛି । ତେବେ ଆସନ୍ତା ୪ ତାରିଖରୁ ରାଜ୍ୟରେ ବର୍ଷା ବଢ଼ିପାରେ । ଘୂର୍ଣ୍ଣିବଳୟ…
Read More...

ଦିଲ୍ଲୀ ବିମାନବନ୍ଦରରେ ଫୁଲ୍ ବଡି ସ୍କାନର ପରୀକ୍ଷଣ ଆରମ୍ଭ

(ଦିଲ୍ଲୀ) : ଦିନକୁ ଦିନ ଦିଲ୍ଲୀ ବିମାନ ବନ୍ଦରରେ ସୁରକ୍ଷା କଡା କଡ଼ି ହେବାରେ ଲାଗିଛି । ଦିଲ୍ଲୀ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ଲିମିଟେଡ୍ ମଙ୍ଗଳବାର ଦିନ ଇନ୍ଦିରା ଗାନ୍ଧୀ ଇଣ୍ଟର ନ୍ୟାସନାଲ ଏୟାରପୋର୍ଟ ଟର୍ମିନାଲ୍ ୨ ରେ ସମ୍ପୂର୍ଣ୍ଣ ଶରୀର ସ୍କାନର୍(ଫୁଲ୍ ବଡି ସ୍କାନର) ପରୀକ୍ଷା କରିବା…
Read More...

ଆରମ୍ଭ ହେଲା ମହାପ୍ରଭୁଙ୍କ ନବଯୌବନ ଦର୍ଶନ

(ପୁରୀ ) : ଆଜି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ଆରମ୍ଭ ହୋଇଛି । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମୟ ନିର୍ଘଣ୍ଟ ସ୍ଥିର କରାଯାଇଛି । ସକାଳ ୮ଟାରେ ତାଟି ଫିଟିବା ପରେ ପ୍ରଥମେ ଏକ ଘଣ୍ଟା ପରିମାଣିକ ଦର୍ଶନ ପାଇଁ ସମୟ ଧାର୍ଯ୍ୟ ହୋଇଛି । ପରେ ସକାଳ ୯ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ…
Read More...

“ରଥଯାତ୍ରା ସମୟରେ ଭକ୍ତଙ୍କୁ ବଣ୍ଟାହେବ ୧୦ ଲକ୍ଷ ମାସ୍କ” : ସ୍ଵାସ୍ଥ୍ୟମନ୍ତ୍ରୀ

(ଭୁବନେଶ୍ୱର) : ରଥଯାତ୍ରା ବେଳେ ଔଷଧ ନିଗମ ପକ୍ଷରୁ ଭକ୍ତଙ୍କ ମଧ୍ୟରେ ବଣ୍ଟାହେବ ୧୦ ଲକ୍ଷ ମାସ୍କ। ଏନେଇ ପ୍ରତିକ୍ରିୟା ଦେଇଛନ୍ତି ସ୍ଵାସ୍ଥ୍ୟମନ୍ତ୍ରୀ ନବ ଦାସ। ସେ କହିଛନ୍ତି ଯେ, ସେବାୟତମାନଙ୍କୁ ଦିଆଯାଇଛି ବୁଷ୍ଟର ଡୋଜ୍। କୋଭିଡ୍ ପାଇଁ ଅକ୍ସିଜେନ୍ ସହିତ ୨୦ଟି ଆଇସିୟୁ ବେଡ୍ ପ୍ରସ୍ତୁତ…
Read More...

ସ୍ୱାମୀଙ୍କ ପାଇଁ ଇମୋନୋସାଲ ପୋଷ୍ଟ କଲେ ଗୌରୀ ଖାନ

(ମୁମ୍ବାଇ) : ଫିଲ୍ମ ଇଣ୍ଡଷ୍ଟ୍ରିରେ ୩୦ବର୍ଷ ପୂରା କରିଛନ୍ତି ବଲିଉଡ଼ର ‘ବାଦଶାହ’ ଶାହାରୁଖ ଖାନ। ଏହି ଅବସରରେ ତାଙ୍କର ଫ୍ୟାନ୍ସମାନେ ଉତ୍ସବ ମନାଇବାରେ ଲାଗିଛନ୍ତି । କିଙ୍ଗ୍ ଖାନ ବି ଲାଇଭ୍ ଆସି ତାଙ୍କର ଫ୍ୟାନ୍ସମାନଙ୍କୁ ବହୁତ କିଛି କହିଛନ୍ତି । ଏହିକ୍ରମରେ ତାଙ୍କ ସ୍ତ୍ରୀ ଗୌରୀ ଖାନ…
Read More...

ପୁଣି ସିଂହଳ ସୁନ୍ଦରୀଙ୍କୁ ୮ ଘଣ୍ଟା ଜେରା କଲା ଇଡି

(ମୁମ୍ବାଇ) : ପୁଣି ଇଡି ଜାଲରେ ଅଭିନେତ୍ରୀ ଜ୍ୟାକଲିନ୍‌ । ତାଙ୍କୁ ପୁଣି ଜେରା। ୮ ଘଣ୍ଟା ଜେରା କଲା ଇଡି । ଜେଲ୍‌ରେ ଥିବା ଠକ ସୁକେଶ ଚନ୍ଦ୍ରଶେଖର ସହ ଜଡିତ ମନି ଲଣ୍ଡରିଂ ମାମଲାରେ ପୁଣି ଜ୍ୟାକଲିନଙ୍କୁ ପଚରାଉଚରା କରିଛି ଇଡି। ଜ୍ୟାକ୍‌ଲିନ୍‌ଙ୍କୁ ସୋମବାର ନିଜ ବୟାନ ରେକର୍ଡ କରିବା ପାଇଁ…
Read More...

ଫିଲ୍ମ ନିର୍ମାତା ବିଜୟ ବାବୁଙ୍କୁ ମିଳିଲା ଜାମିନ

(ମୁମ୍ବାଇ) : ମାଲାୟାଲମ ଫିଲ୍ମ ନିର୍ମାତା ତଥା ଅଭିନେତା ବିଜୟ ବାବୁଙ୍କୁ ମିଳିଲା ଜାମିନ । ତାଙ୍କ ନାଁରେ କେରଳର ଜଣେ ଅଭିନେତ୍ରୀ ଦୁଷ୍କର୍ମ ଅଭିଯୋଗ ଲଗାଇଥିଲେ। ଏହି ମାମଲାରେ ବିଜୟ ବାବୁଙ୍କୁ ସୋମବାର ଗିରଫ କରାଯାଇ ପରେ ଜାମିନ ପ୍ରଦାନ କରାଯାଇଛି। ଜୁନ୍ ୨୨ ରେ, ବିଜୟଙ୍କୁ କେରଳ…
Read More...

ଭାରତନାଟ୍ୟମ୍ ନୃତ୍ୟ ଚର୍ଚାରେ ବଲିଉଡ ଅଭିନେତ୍ରୀ ଉର୍ବଶୀ

(ମୁମ୍ବାଇ) : ନିଜର ନିଆରା ଏବଂ ହଟ ଠାଣି ପାଇଁ ସବୁବେଳେ ଚର୍ଚାରେ ରହିଆସିଛନ୍ତି ଆଗଧାଡିର ବଲିଉଡ ଅଭିନେତ୍ରୀ ଉର୍ବଶୀ ରୌତେଲା । ଉର୍ବଶୀ ତାଙ୍କ ପ୍ରତିଭା ଏବଂ ସୌନ୍ଦର୍ଯ୍ୟ ହେତୁ ଇଣ୍ଡଷ୍ଟ୍ରିରେ ଏହି ସ୍ଥାନ ହାସଲ କରିଛନ୍ତି। ଯଦିଓ ଅଭିନେତ୍ରୀଙ୍କୁ ଫିଲ୍ମରେ କ୍ୱଚିତ୍ ଦେଖାଯାଏ, କିନ୍ତୁ ସେ…
Read More...

ଗୋଟିଏ ଟ୍ରକରୁ ୪୬ଜଣଙ୍କ ମୃତଦେହ ଉଦ୍ଧାର

(ଦିଲ୍ଲୀ) : ଏକ ଟ୍ରକ ଭିତରୁ ପାଖାପାଖି ୪୬ଲୋକଙ୍କ ମୃତଦେହ ଉଦ୍ଧାର । ଆମେରିକାର ଟେକ୍ସାସରେ ଏକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସିଛି । ସେଣ୍ଟ ଆଣ୍ଟୋନିଓ ସହରରେ ଏକ ଟ୍ରକ ଭିତରୁ ପାଖାପାଖି ୪୬ଲୋକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ଯେଉଁ ଟ୍ରକରେ ଲୋକଙ୍କ ମୃତଦେହ ମିଳିଥିଲା, ତାହା ସହରର…
Read More...