Browsing Tag

PM Narendra Modi

ପ୍ରଭୁ ଶ୍ରୀରାମଙ୍କ ସବୁଠୁ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି

ନୂଆଦିଲ୍ଲୀ: ପ୍ରଭୁ ଶ୍ରୀରାମଙ୍କ ସବୁଠୁ ଉଚ୍ଚ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୋଦି । ଗୋଆରେ ନିର୍ମିତ ୭୭ ପୁଟ ଉଚ୍ଚ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ । ସୁନ୍ଦର ବେଳାଭୂମି, ପାର୍ଟି ଏବଂ ପର୍ତ୍ତୁଗୀଜ୍ ସଂସ୍କୃତିକୁ ନେଇ ଗଠିତ ଗୋଆରେ ଏବେ ଦେଖିବାକୁ ମିଳିବ…
Read More...

ଗତ ୧୧ ବର୍ଷରେ ପ୍ରତିରକ୍ଷା ବିଭାଗର ଉତ୍ପାଦନ ୩ ଗୁଣ ବଢିଛି: ମୋଦି

ଗୋଆ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତବର୍ଷ ଦୀପାବଳି ଗୋଆରେ ନୌସେନା ସହିତ ପାଳନ କରୁଛନ୍ତି । INS ବିକ୍ରାନ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀପାବଳି ସମ୍ୱୋଧନ କରିଛନ୍ତି । ଦେଶର ସମସ୍ତ ନୌବୀର ଓ ତାଙ୍କ ପରିବାର ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । ଏହି…
Read More...

ସମ୍ବଲପୁର ବସନ୍ତପୁରରେ ହେବ ଆକ୍ବା ପାର୍କ, ହେବନି ମାଛର ଅଭାବ

ଭୁବନେଶ୍ଵର: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଭାସୀରେ ରାଜଧାନୀର ପାଣ୍ଡରାଠାରେ ଏକ ବୃହତ୍ ମାଛ ମାର୍କେଟର ଶିଳାନ୍ୟାସ କରିଛନ୍ତି। ଏଥିଲାଗି ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି, ଓଡ଼ିଶା ଭଳି ଏକ ରାଜ୍ୟରେ ବ୍ୟାପକ ଫସଲ ହାନି ପ୍ରତିବର୍ଷ…
Read More...

ଲୁଟ୍ କରୁଛି କଂଗ୍ରେସ, ଝାରସୁଗୁଡା ସମାବେଶରେ ବିରୋଧିକୁ ଧୋଇଲେ ମୋଦି

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ…
Read More...

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମୋଦିମୟ ଝାରସୁଗୁଡା

ଝାରସୁଗୁଡା: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶକୁ କରିବେ ସମ୍ବୋଧନ । ୧୭ ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବେ । ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ଆଜି ଝାରସୁଗୁଡ଼ା…
Read More...

ଆସୁଛନ୍ତି ମୋଦି, ଗସ୍ତ ପୂର୍ବରୁ ପ୍ରସ୍ତୁତି ବୈଠକ

ଭୁବନେଶ୍ଵର: ଆସନ୍ତା ୨୭ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି । ବ୍ରହ୍ମପୁର ଛତ୍ରପୁରରେ ଆୟୋଜିତ ଜନ ସମାବେଶରେ ଯୋଗ ଦେବେ ମୋଦି।   ସେବା ପକ୍ଷ ଅବସରରେ ଆୟୋଜିତ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ସାମିଲ ହେବେ । ତେବେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ମୁଖ୍ୟମନ୍ତ୍ରୀଙ୍କ…
Read More...

ଘାନା ବିମାନବନ୍ଦରରେ ମୋଦୀଙ୍କୁ ଭବ୍ୟ ସ୍ଵାଗତ, ସର୍ବୋଚ୍ଚ ସମ୍ମାନରେ ସମ୍ମାନୀତ ହେଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଘାନାର ସର୍ବୋଚ୍ଚ ବେସାମରିକ ସମ୍ମାନ । 'ଦ ଅଫିସର୍ ଅଫ୍ ଦ ଅର୍ଡର ଅଫ୍‌ ଦ ଷ୍ଟାର୍ ଅଫ୍ ଘାନା'ରେ ସମ୍ମାନିତ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ପିଏମ୍‌ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି ଘାନା ରାଷ୍ଟ୍ରପତି ଜନ୍ ଦ୍ରାମାନି ମହାମା ।…
Read More...

ଜୁନ୍ ୨୦ ତାରିଖ ଦିନ ପ୍ରଧାନମନ୍ତ୍ରୀଙ୍କ ଭୁବନେଶ୍ୱର ଗସ୍ତକୁ ଦୃଷ୍ଟିରେ ରଖି କମିସନରେଟ୍ ପୋଲିସ ଏକ ବିସ୍ତୃତ ଟ୍ରାଫିକ୍…

ଭୁବନେଶ୍ୱର-: ଜୁନ୍ ୨୦ ତାରିଖ ଶୁକ୍ରବାର ଦିନ ଭୁବନେଶ୍ୱର ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁଗମ ଯାନବାହାନ ଚଳାଚଳ ଏବଂ ଜନସାଧାରଣଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କମିସନରେଟ୍ ପୋଲିସ ଏକ ଟ୍ରାଫିକ୍ ମାର୍ଗଦର୍ଶିକା…
Read More...

ଗର୍ବା ଗୀତ ଲେଖି ଚର୍ଚ୍ଚାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ମୁମ୍ବାଇ : ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆଉ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଆଉ ଏକ ପ୍ରତିଭା । ନବରାତ୍ରୀ ପୂର୍ବରୁ ମୋଦୀଙ୍କ ଲିଖିତ ଗର୍ବା ଗୀତ ୟୁଟୁବରେ ରିଲିଜ ହୋଇଛି । ଏହି ଗୀତକୁ ସମସ୍ତଙ୍କୁ ଖୁବ ପସନ୍ଦ କରିଛନ୍ତି । ଅଳ୍ପ ସମୟରେ ଲୋକ ପ୍ରିୟ ହୋଇଛି…
Read More...

ମଣିପୁରର ମଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ- ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ମଣିପୁରର ମଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ, ଏଭଳି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଦେଇଥିବା ଭାଷଣର ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଧରି କେବଳ ମଜା ଉଡ଼େଇଲେ…
Read More...