Browsing Tag

PM Narendra Modi

ବିଜେପି ସ୍ଥାପନା ଦିବସରେ କାର୍ଯ୍ୟକର୍ତ୍ତାଙ୍କୁ ପିଏମ ମୋଦୀଙ୍କ ସମ୍ବୋଧନ

New Delhi: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପିର ସ୍ଥାପନା ଦିବସ ଅବସରରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ଭର୍ଚୁଆଲ ମାଧ୍ୟମରେ ସମ୍ବୋଧିତ କରିଛନ୍ତି। ସେ କହିଛନ୍ତି ଯେ, ବିଜେପି ନିଜର ଅନେକ ମୁଖ୍ୟ ପ୍ରସଙ୍ଗରେ କାମ ପୂରଣ କରିଛି ଏବଂ ଅନ୍ୟ କିଛି ପ୍ରସଙ୍ଗ ଉପରେ ଏବେ ମଧ୍ୟ ସକରାତ୍ମକ…
Read More...

ଆସାମରେ ଚା ବଗିଚା ପରିଦର୍ଶନ କଲେ ପ୍ରଧାନମନ୍ତ୍ରୀ ମୋଦୀ, ଶ୍ରମିକଙ୍କ ସହ କଲେ ଆଲୋଚନା

Assam: ଆସାମ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିର୍ବାଚନ ପ୍ରଚାରର ଅଂଶ ଭାବେ ଏକ ଚା ବଗିଚା ପରିଦର୍ଶନ କରି ନିଜ ଦିନର ଆରମ୍ଭ କରିଥିଲେ। ବୁଧବାର ସକାଳେ ସେ ଚା ବଗିଚାକୁ ପହଞ୍ଚି ମହିଳା ଶ୍ରମିକମାନଙ୍କ ସହ ଚା ପତ୍ର ତୋଳିବାରେ ସାମିଲ ହୋଇଥିଲେ। ଏହି ସମୟରେ ସେ ଶ୍ରମିକମାନଙ୍କ…
Read More...

ପଶ୍ଚିମ ଏସିଆ ପରିସ୍ଥିତି ଉପରେ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ

ପଶ୍ଚିମ ଏସିଆରେ ଚାଲୁଥିବା ଯୁଦ୍ଧ ପରିସ୍ଥିତିକୁ ନେଇ ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ Narendra Modi ଗୁରୁତ୍ୱପୂର୍ଣ୍ଣ ସମ୍ବୋଧନ ଦେଇଛନ୍ତି। ସେ କହିଛନ୍ତି ଯେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ପ୍ରାୟ ୩ ଲକ୍ଷ ୭୫ ହଜାର ଭାରତୀୟଙ୍କୁ ବିଭିନ୍ନ ଦେଶରୁ ଫେରାଇ ଆଣାଯାଇଛି। ସେଥିରୁ କେବଳ Iran ରୁ…
Read More...

ପଶ୍ଚିମ ଏସିଆ ଉତ୍ତେଜନା: ପେଟ୍ରୋଲିୟମ, ବିଦ୍ୟୁତ୍ ଓ ସାର ସ୍ଥିତି ଆଲୋଚନା ପାଇଁ ପ୍ରଧାନମନ୍ତ୍ରୀଙ୍କ ଉଚ୍ଚସ୍ତରୀୟ ବୈଠକ

New Delhi: ପଶ୍ଚିମ ଏସିଆରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ଦେଶର ଆବଶ୍ୟକୀୟ ସମ୍ବଳ ଯୋଗାଣକୁ ସୁନିଶ୍ଚିତ କରିବାକୁ କେନ୍ଦ୍ର ସରକାର ସତର୍କ ହୋଇପଡ଼ିଛି। ପ୍ରଧାନମନ୍ତ୍ରୀ Narendra Modi ରବିବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ କରି ପେଟ୍ରୋଲିୟମ, ବିଦ୍ୟୁତ୍ ଏବଂ ସାର…
Read More...

ଡାକ୍ତର ରବି ମିତ୍ତଲ PMOରେ ଉପସଚିବ ଭାବେ ନିଯୁକ୍ତ

New Delhi: କେନ୍ଦ୍ର ସରକାର ଛତିଶଗଡ଼ କ୍ୟାଡରର ୨୦୧୬ ବ୍ୟାଚର ଆଇଏଏସ ଅଧିକାରୀ ଡକ୍ଟର ରବି ମିତ୍ତଲଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଦେଇଛନ୍ତି। ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (PMO)ରେ ଉପସଚିବ ଭାବରେ ନିଯୁକ୍ତି ଦିଆଯାଇଛି। ଡକ୍ଟର ମିତ୍ତଲ ଜଣେ ଶାନ୍ତ, ପ୍ରଜାମୁଖୀ ଓ…
Read More...

ମଧ୍ୟପ୍ରାଚ୍ୟ ପରିସ୍ଥିତି ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପ୍ରଥମ ପ୍ରତିକ୍ରିୟା

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧକୁ ନେଇ ଆଜି ପ୍ରଥମ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ସେ କହିଛନ୍ତି ନୂଆଦିଲ୍ଲୀ ନିରନ୍ତର ଶାନ୍ତି ଏବଂ ସ୍ଥିରତା ପାଇଁ ଆହ୍ୱାନ ଦେଇଛି।ଯେତେବେଳେ ଦୁଇଟି ଗଣତନ୍ତ୍ର ଏକାଠି ଛିଡା ହୁଅନ୍ତି, ସେତେବେଳେ ଶାନ୍ତି ପାଇଁ ସେମାନଙ୍କର…
Read More...

ସାରା ବିଶ୍ୱକୁ ବଦଳାଇବା ପାଇଁ ଦୁଇ ଦେଶ ମିଳିତ ଭାବେ କାର୍ଯ୍ୟ କରିବେ: ମୋଦି

ନୂଆଦିଲ୍ଲୀ: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁଙ୍କ ମଧ୍ୟରେ ହୋଇଥିବା ଐତିହାସିକ ବୈଠକ ପରେ ଭାରତ-ଇସ୍ରାଏଲ ସମ୍ପର୍କକୁ “ବିଶେଷ ରଣନୈତିକ ସହଭାଗୀତା”କୁ ଉନ୍ନତ କରାଯାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ ଦୁଇ…
Read More...

ଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ଟ୍ରାକରେ ଦୌଡିଲା ବନ୍ଦେ ଭାରତ ସ୍ଲିପର କୋଚ । ହାୱାଡା ଗୌହାଟୀ ଭିତରେ ଏହାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଇଣ୍ଡିଆନ ରେଲୱେର ସ୍ୱେଦେଶୀ ଜ୍ଞାନକୌଶଳର ନିର୍ମିତ ଏହି ଟ୍ରେନ ଘଣ୍ଟା ପ୍ରତି ୧୮୦ କିମି ସ୍ପିଡରେ ଦୌଡିବ । ପ୍ରାୟ ୮୨୩ ଜଣ ଯାତ୍ରୀ…
Read More...

ଭାରତକୁ ବିକା ହେବ ଭେନେଜୁଏଲା ତେଲ, ଚାଲିଛି ପ୍ରସ୍ତୁତି, କଣ କହିଲେ ଟ୍ରମ୍ପ

ନୂଆଦିଲ୍ଲୀ: ଟ୍ରମ୍ପ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଆମେରିକା ନିୟନ୍ତ୍ରିତ ନିୟମ ଅନୁଯାୟୀ ଭାରତକୁ ଭେନେଜୁଏଲା ତେଲ କ୍ରୟ କରିବାକୁ ଅନୁମତି ଦେବା ପାଇଁ ଇଚ୍ଛୁକ, ଯାହା ଆମେରିକାର ପ୍ରତିବନ୍ଧକ ଯୋଗୁଁ ସ୍ଥଗିତ ଥିବା ବାଣିଜ୍ୟ ପୁନଃ ଆରମ୍ଭ କରିବାର ସମ୍ଭାବନା ବୃଦ୍ଧି…
Read More...

ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ, କହିଲେ…

ନୂଆଦିଲ୍ଲୀ: ପୁଣି ଭାରତକୁ ଟାରିଫ୍ ଭୟ ଦେଖାଇଲେ ଡୋନାଲ୍ଡ ଟ୍ରମ୍ପ । ଭାରତ ରୁଷୀୟ ତୈଳ କିଣିବା ନେଇ ଦେଲେ ଚେତାବନୀ । ମୋଦି ଜଣେ ଭଲ ବ୍ୟକ୍ତି, କିନ୍ତୁ ସେ ଜାଣିଛନ୍ତି ମୁଁ ଖୁସି ନୁହେଁ । ମୋତେ ଖୁସି କରିବା ସବୁଠୁ ଗୁରୁତ୍ବପୂର୍ଣ୍ଣ । ସେମାନେ ବାଣିଜ୍ୟ କରନ୍ତୁ, ମୁଁ ସେମାନଙ୍କ ଉପରେ…
Read More...