Browsing Tag

Odisha

ସିଡିଓ ଏବଂ ବିଡ଼ିଓ ମାନଙ୍କୁ ଟାସ୍କ ଦେଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ସିଡିଓ ଏବଂ ବିଡ଼ିଓ ମାନଙ୍କୁ ମୁଖ୍ୟ ଶାସନ ସଚିବଙ୍କ ଟାସ୍କ ।  ମିଟିଙ୍ଗ କମ କରି field visit କର।  ଲୋକଙ୍କ ସହ ମିଶ। ସରକାରୀ ସୁବିଧା ପାଇଛନ୍ତି କି ନାହିଁ ବୁଝ। ଟାଇମ ଲିମିଟ ଭିତରେ ଜଣେ ଲୋକ ସବୁ ସୁବିଧା ପାଇବା କଥା। ଅଭିଯୋଗ ଶୁଣାଣି ଏବଂ ତାର ସମାଧାନକୁ ଗୁରୁତ୍ୱ ଦିଅ।  …
Read More...

ଓରେରା ନୂତନ ଅଧ୍ୟକ୍ଷ ହେଲେ ଅସିତ ମହାପାତ୍ର

ଭୁବନେଶ୍ୱର-: ଓରେରା ନୂତନ ଅଧ୍ୟକ୍ଷ ହେଲେ ଅସିତ ମହାପାତ୍ର । ଏହା ସହିତ, ରାଜେନ୍ଦ୍ର ମିଶ୍ର ଏବଂ ଶ୍ୟାମସୁନ୍ଦର ଦାସଙ୍କୁ ଓଡ଼ିଶା ରିଅଲ୍ ଇଷ୍ଟେଟ୍ ନିୟାମକ ପ୍ରାଧିକରଣର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଛି ।  ନିଯୁକ୍ତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
Read More...

ପୁଣି ଜୀବନ ନେଲା ‘ଆମ ବସ୍ ‘

ନିଆଳି; ପୁଣି ଜୀବନ ନେଲା 'ଆମ ବସ୍ '। ନିଆଳିରେ ଘଟିଛି ଦୁର୍ଘଟଣା । ପୁଣି ‘ଆମ ବସ୍’ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ । ଦୁର୍ଘଟଣାରେ ଆଉ ଜଣେ ଗୁରୁତର । ତେବେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି ହୋଇଯାଇଛି । ବାଲିଅନ୍ତା- ନିମାପଡା- କେନାଲ ରାସ୍ତାରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା…
Read More...

ଫରେଷ୍ଟ ପାର୍କ ନିକଟରେ ଯୁବକଙ୍କୁ ଆକ୍ରମଣ ଘଟଣା : ଜଣେ ଗିରଫ

ଭୁବନେଶ୍ୱର: ଫରେଷ୍ଟ ପାର୍କ ନିକଟରେ ଯୁବକଙ୍କୁ ଗୋଡେଇ ଗୋଡେଇ ହାଣିବା ଘଟଣା ।  ଜଣେ ଅଭୁଯୁକ୍ତକୁ ଗିରଫ କଲା ବଡଗଡ ଥାନା ପୋଲିସ । ତେବେ ଅଭିଯୁକ୍ତ ଇସମିଲ ମହମ୍ମଦଙ୍କୁ  ବଡଗଡ ଥାନା ଅନ୍ତର୍ଗତ ଚିଲିପୋଖରୀ ନିକଟରୁ ଗିରଫ କରିଥିବୁ ସୂଚନା ରହିଛି । ଅଭିଯୁକ୍ତ ଜଣଙ୍କ ଅପରାଧରେ ସମ୍ପୃକ୍ତ ଏବଂ…
Read More...

ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲା ଜୀବନ

ପୁରୀ: ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଗଲା ଜୀବନ । ନରେନ୍ଦ୍ର ପୁଷ୍କରିଣୀରେ ବୁଡି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ତେବେ ମୃତ ଯୁବକଙ୍କ ପରିଚୟ ମିଳିପାରି ନାହିଁ । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି  ଯୁବକଙ୍କ ମୃତ ଦେହ ଉଦ୍ଧାର କରିଛି । ତେବେ ଯୁବକ ଜଣଙ୍କ କିପରି ବୁଡିଲେ…
Read More...

ବଜ୍ରାଘାତରେ ଗୋଟିଏ ପରିବାରର ତିନି ଜଣଙ୍କ ଜୀବନ

କୋରାପୁଟ: ବଜ୍ରାଘାତରେ ଗଲା ତିନି ଜଣଙ୍କ ଜୀବନ । ବିଲରେ କାମ କରୁଥିବା ବେଳେ ବଜ୍ରାଘାତରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ପଟ୍ଟାଙ୍ଗୀ ଅଞ୍ଚଳରେ । ଏନେଇ ପରିବାରରେ ଶୋକାକୁଳ ପରିସ୍ଥିତି ଉପୁଜିଛି । ସୂଚନା ଅନୁଯାୟୀ, କନ୍ଧପୁଟାବନ୍ଧୁ ଗାଁର…
Read More...

ଯୁଡୋ କରାଟେ ସ୍କୁଲର ରାଜ୍ୟ ସ୍ତରୀୟ ସଫଳତା ପରେ ଛୁଟୁଛି ଶୁଭେଚ୍ଛାର ସୁଅ

ସୁବର୍ଣ୍ଣପୁର : ଗତ ୯ ତାରିଖ ଠାରୁ ୧୧ ତାରିଖ ପର୍ଯ୍ୟନ୍ତ ରାୟଗଡ଼ା ର ଗୋପବନ୍ଧୁ ସ୍କୁଲ ଠାରେ ଓଡିଶା ରାଜ୍ୟ ବ୍ୟାୟାମ ସଂଘ ଓ ଥାଙ୍ଗ - ଟା ମାର୍ଶଲ ଆର୍ଟସ୍ ଏବଂ ମୁଆଥାଇ ( ଥାଇବକ୍ସି) ଅନୁଷ୍ଠିତ ହୋଇଥିଲା । ଏଥିରେ ୧୮ଟି ଜିଲ୍ଲାରୁ ୧୮୦ ପ୍ରତିଯୋଗୀ ଏବଂ ୪୦ ଜଣ ପରିଚାଳନା ଅଧିକାରୀ ଯୋଗ…
Read More...

ଦେଶ ବିରୋଧୀ ମନ୍ତବ୍ୟ ଦେଇ ଥାନାରେ ଅଟକ ଯୁବକ

ବସ୍ତା/ଅଜିତ ସାହୁ : ବସ୍ତା ଥାନା ବସ୍ତା ବଜାର ଜଣେ ଯୁବକ ଦେଶ  ବିରୋଧୀ ମନ୍ତବ୍ୟ ସାଙ୍ଗକୁ ଦେଶ ବିରୋଧୀ କାର୍ଯ୍ୟ  କରି   ଥାନାରେ ଅଟକ। ଅଭିଯୋଗ  ମୁତାବକ   ଦୀର୍ଘ ବର୍ଷ ଧରି ସରକାରୀ ଜମି ରେ ଜନୈକ ବ୍ୟକ୍ତି  ରହି  ସ୍ଥାନୀୟ ଅଞ୍ଚଳରେ ଫେରି କରୁଥିଲେ। ତେବେ ପେହେଲ ଗ୍ରାମରେ ଆତଙ୍କୀ…
Read More...

ପଙ୍ଖାରେ ଝୁଲି ପଡିଲେ ହାବିଲଦାର: ତଦନ୍ତ କରୁଛି ପୋଲିସ

ସୋନପୁର : ପଙ୍ଖାରେ ଝୁଲି ପଡିଲେ ହାବିଲଦାର । ଏଭଳି ଘଟଣା ଘଟିଛି ଲଛିପୁର ଥାନା ଲୁପୁରସିଂହା ଗ୍ରାମରେ । ତେବେ ମୃତ ହାବିଲଦାର ଜଣକ ହେଲେ ନିମାଇଁ ଚରଣ ଖଣ୍ଡଗିରି (୩୩) ବୋଲି ସୂଚନା ରହିଛି । ତେବେ ନିମାଇଁ ସୋନପୁର ରିଜର୍ଭପୁଲିସରେ ଭାବେ କାର୍ଯ୍ୟ ରତ ଥିଲେ । ତେବେ ତାଙ୍କର ଆତ୍ମହତ୍ୟା ନେଇ…
Read More...

ପାରାଦୀପରେ ଲାଗିଥିବା ଜାହାଜର କର୍ମଚାରୀ ମଧ୍ୟରେ ୨୦ରୁ ଅଧିକ ପାକିସ୍ତାନୀ

ପାରାଦୀପ; ଭାରତ-ପାକିସ୍ତାନ ମଧ୍ୟରେ ଉତ୍ତେଜନା ଥମିଛି । ପହଲଗାମ୍ ହମଲା ପରେ ପାକିସ୍ତାନୀ ନାଗରିକଙ୍କୁ ଭାରତ ଛାଡିବାକୁ ନିର୍ଦ୍ଦେଶ ରହିଥିଲା । ଅନେକ ଭାରତ ଛାଡି ପାକିସ୍ତାନ ମଧ୍ୟ ଚାଲିଯାଇଛନ୍ତି । ତେବେ ଏହାରି ଭିତରେ ଆସିଛି ବଡ ଖବର । ପାରାଦୀପରେ ଲାଗିଥିବା ଏକ ଜାହାଜର କର୍ମଚାରୀ…
Read More...