Browsing Tag

Odisha

ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖାକୁ ନେଇ ବଡ଼ ପଦକ୍ଷେପ ନେବେ ସରକାର ।

ଭୁବନେଶ୍ବର: ମମତାଙ୍କୁ ଆଇନ ମନ୍ତ୍ରୀଙ୍କ ଟାର୍ଗେଟ । ଦୀଘା ଜଗନ୍ନାଥ ମନ୍ଦିରରେ ଧାମ ଲେଖିବା ପ୍ରସଙ୍ଗକୁ ନେଇ ବଡ଼ କଥା କହିଛନ୍ତି ଆଇନମନ୍ତୀ ପୃଥିରାଜ ହରିଚନ୍ଦନ । ପଶ୍ଟିମବଙ୍ଗ ସରକାରଙ୍କୁ ଖୁଲମଖୁଲା ଟାର୍ଗେଟ କରିବା ସହିତ ତାଙ୍କ ଉପରେ ବର୍ଷିଛନ୍ତି ଆଇନମନ୍ତୀ । ଖୁବଶୀଘ୍ର ଆଇନଗତ…
Read More...

ଚଳିତ ବର୍ଷ ଶେଷ ସୁଦ୍ଧା କଟକ – ସମ୍ବଲପୁର ରାସ୍ତା କାମ ଶେଷ ହେବ :  ମନ୍ତ୍ରୀ

ଭୁବନେଶ୍ବର:  ଚଳିତ ବର୍ଷ ଶେଷ ସୁଦ୍ଧା କଟକ - ସମ୍ବଲପୁର ରାସ୍ତା କାମ ଶେଷ ହେବ କହିଲେ  ପୂର୍ତ୍ତ ମନ୍ତ୍ରୀ |  ସେ କହିଛନ୍ତି  କଟକ - ସମ୍ବଲପୁର ରାସ୍ତା ଶେଷ ପର୍ଯ୍ୟାୟରେ | ସେଥିରେ ଯେଉଁ ଏଜେନ୍ସି କାମ କରିଥିଲା, ସେ ଏଜେନ୍ସି ଆର୍ଥିକ ଦୁର୍ବଳ କାରଣରୁ ବିଳମ୍ବ ହୋଇଥିଲା | କିଛି ଭିଓପି…
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ

ଭୁବନେଶ୍ବର:    ଲୋକସଭା ଭବନ ରେ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଇଣ୍ଡିଆନ୍ ଷ୍ଟିଲ ଆସୋସିଏସନ୍‌ର ଅଧ୍ୟକ୍ଷ ଶ୍ରୀ ନବୀନ ଜିନ୍ଦଲ।  ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଆଲୋଚନା ରେ ଅଧିକ ଲୁହା ପଥର ଉତ୍ପାଦନ ଓ ଷ୍ଟିଲ କମ୍ପାନୀ ଗୁଡିକୁ ସୁବିଧାରେ ଲୁହା ପଥର ଯୋଗାଣ ଉପରେ ଗୁରୁତ୍ୱାରୋପ କରିଛନ୍ତି…
Read More...

ପୁଅ ଓ ଝିଅକୁ ବିଷ ଦେଇ ନିଜେ ବିଷ ପିଇ ଦେଲା ବାପା

ଗଜପତି : ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ଓଡିଆ ପାରଳା ସାହିରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ପୁଅଝିଅଙ୍କୁ ବିଷ ଦେଇ ବାପା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ୮ ବର୍ଷୀୟ ପୁଅ ବିଜୟାନନ୍ଦଙ୍କ ପାରଳାଖେମୁଣ୍ଡି ମେଡିକାଲରେ ଓ ୧୨ବର୍ଷୀୟା ଝିଅ ପ୍ରିୟଦର୍ଶିନୀ ଏବଂ ବାପା ଶୁଭାଶିଷ…
Read More...

ଶିକ୍ଷକଙ୍କ ବଦଳି ପାଇଁ ଆଜିଠୁ କରିପାରିବେ ଆବେଦନ

ଭୁବନେଶ୍ବର: ଶିକ୍ଷକ ବଦଳି ନେଇ ନୂଆ ନିୟମ ଆସିବା ପରେ ସଂଶୋଧିତ କ୍ୟାଲେଣ୍ଡର ଜାରି ହୋଇଛି। ଆନ୍ତଃ ଜିଲା ପ୍ରାଥମିକ ଶିକ୍ଷକ ବଦଳି କ୍ଷେତ୍ରରେ ଜାରି କ୍ୟାଲେଣ୍ଡର ଅନୁସାରେ, ଆଜିଠୁ ମେ ୩୦ ତାରିଖ ପର୍ଯ୍ୟନ୍ତ ପୋର୍ଟାଲରେ ଶିକ୍ଷକମାନେ ଆବେଦନ କରିପାରିବେ। ସର୍ବାଧିକ ୧୫ ଜଣ ଶିକ୍ଷକଙ୍କ ବଦଳି…
Read More...

୨୧ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ

ପୁରୀ: ଆସନ୍ତା ୨୧ ତାରିଖ ବୁଧବାର ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ନୀଳାଦ୍ରି ଭକ୍ତ ନିବାସ ସମ୍ମିଳନୀ କକ୍ଷରେ ହେବ ବୈଠକ । ମହାପ୍ରଭୁଙ୍କ ଶ୍ରୀଗୁଣ୍ଡିଚା ନୀତି କାନ୍ତି ନିର୍ଘଣ୍ଟ  ପାଇଁ ଅନୁଷ୍ଠିତ ହେବ ବୈଠକ । ଚଳିତବର୍ଷର ରାଜେନ୍ଦ୍ରଭିଷେକ ଠାରୁ ନୀଳାଦ୍ରି ବିଜେ…
Read More...

ରାଜ୍ୟସ୍ତରୀ BDO ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିକ୍ରିୟା “ଗାଁ ରେ କେମିତି ପାଣି ମିଳିବ BDO ବୁଝିବେ”

ଭୁବନେଶ୍ୱର : ସମାଜ ର ଶେଷ ଧାଡିରେ ଥିବା ମଣିଷ ସବୁ ସୁବିଧା ପାଇପାରିବ ଏହା ତାର ହକ କିଭଳି ସୁବିଧା ପାଇପାରିଵ | ବ୍ଲକ କଣ, DRDA କଣ, ଜିଲ୍ଲାପାଳ ଅଫିସ କଣ ଲୋକ ଜାଣିନାହାନ୍ତି | ବହୁ ବର୍ଷ ବିତିଗଲାଣି ଏତେ ଲମ୍ବା ସମୟ ଭିତରେ ଆମେ ଖୋଜୁଛେ କେଉଁ ଗାଁ ରେ ବିଜୁଳି ନାହିଁ, ଗରିବ ଲୋକକୁ ଘର…
Read More...

ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ

ଯାଜପୁର: ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ ବାବୁ । ଯାଜପୁର ଧର୍ମଶାଳା ବ୍ଲକର ଅତିରିକ୍ତ ବ୍ଲକ ଉନ୍ନୟନ ଅଧିକାରୀଙ୍କ ଘରେ ଭିଜିଲାନ୍ସ ଚଢାଉ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି ଭିଜିଲାନ୍ସ । ଏକକାଳୀନ ୭ଟି ସ୍ଥାନରେ କରାଯାଉଛି  ରେଡ୍ । ଯାଜପୁର ରୋଡ୍ କହ୍ନେଇପୁରରେ…
Read More...

ମନେରେଗାରେ ମେସିନରେ କାମ ନ କରି ଶ୍ରମିକ ମାନଙ୍କୁ ନିଯୁକ୍ତି କରି ବାକୁ ବିଭାଗକୁ ନିର୍ଦ୍ଧେଶ

ଭୁବନେଶ୍ୱର: ମନେରେଗାରେ ମେସିନ ରେ କାମ ନ କରି ଶ୍ରମିକ ମାନଙ୍କୁ ନିଯୁକ୍ତି କରି ବାକୁ ବିଭାଗକୁ ନିର୍ଦ୍ଧେଶ ଦେଲେ ମୁଖ୍ୟମନ୍ତ୍ରୀ | ‘ଏନେଇ ଆଗାମୀ ଦିନ ରେ ଆସିବ ଗାଇଡ଼ଲାଇନ | ମନେରେଗା ରେ ଲେବର ରେ କାମ ନ କରି ମେସିନ ରେ କାମ ହେଉଛି | ମଷ୍ଟର ରୋଲ ରେ ରାମ, ଦାମ ନା ପକେଇକି କାମ ହେଉଛି |…
Read More...

ସଂଖ୍ୟାଲଘୁ ସମ୍ପ୍ରଦାୟର ସାଉଥ ଜୋନ ସଂଯୋଜକ ପଦକୁ ଗ୍ରହଣ କଲେନି ସାଂସଦ ମୁନା ଖାଁ

ଭୁବନେଶ୍ୱର: ନବୀନଙ୍କ ନିଷ୍ପତ୍ତିକୁ ନେତାଙ୍କ ନା । ସୁପ୍ରିମୋ ଦେଇଥିବା ପଦକୁ ଗ୍ରହଣ କଲେନି ନେତା । ସଂଖ୍ୟାଲଘୁ ସମ୍ପ୍ରଦାୟ ର ସାଉଥ ଜୋନ ସଂଯୋଜକ ପଦକୁ  ଗ୍ରହଣ କଲେନି ସାଂସଦ ମୁନା ଖାଁ।  ନବୀନ ନିବାସରେ ପହଞ୍ଚିଲେ ବିଜେଡି ସାଂସଦ ମୁନା ଖାନ । ବିଜେଡି ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ…
Read More...