ବିଲରେ କାମ କରୁଥିବା ବେଳେ ଭାଲୁ ଆକ୍ରମଣରେ ଚାଷି ଗୁରୁତର
କରଞ୍ଜିଆ / ବସନ୍ତ କୁମାର ସୋରେନ : ଭାଲୁ ଆକ୍ରମଣ ରେ ଚାଷି ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ରେଞ୍ଜ କେଶଡିହା ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିରୁପଦା ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା । ଭାଲୁ ଆକ୍ରମଣରେ ଗୁରୁତର ଚାଷି ଜଣକ ହେଉଛନ୍ତି ସେହି ଗ୍ରାମର ମରା ପୂର୍ତ୍ତି ଙ୍କର ପୁଅ…
Read More...
Read More...