Browsing Tag

Nuakhai

ଉତ୍ସବ ମୁଖର ପଶ୍ଚିମ ଓଡିଶା: ମା’ଙ୍କ ପାଖେ ଲାଗି ହେଲା ନବାନ୍ନ

ସମ୍ବଲପୁର: ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ହୋଇଉଠିଛି ପଶ୍ଚିମ ଓଡ଼ିଶା । ଏହି ପରିପ୍ରେକ୍ଷୀରେ ସମ୍ବଲପୁରର ଆରାଧ୍ୟ ଦେବୀ ମା’ ସମଲେଇଙ୍କ ନିକଟରେ ଲାଗି ହୋଇଛି ନବାନ୍ନ । ନୂଆଁଖାଇ ପାଇଁ ସମଲେଶ୍ବରୀ ମନ୍ଦିରକୁ ତିନି ପୂଜକଙ୍କ ଘରୁ ପ୍ରଥମେ ଭୋଗ ଆସିଥିଲା । ଏହାପରେ ମନ୍ଦିରରେ…
Read More...

ଆଜି ପବିତ୍ର ନୂଆଁଖାଇ, ଚଳଚଞ୍ଚଳ ପୁରପଲ୍ଲୀ

ସମ୍ବଲପୁର: ଆଜି ପବିତ୍ର ନୂଆଁଖାଇ। ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ପାଇଁ ଉତ୍ସବମୁଖର ଗାଁଠୁ ସହର। ଅଧିଷ୍ଠାତ୍ରୀ ଦେବୀଙ୍କ ପାଖରେ ନୂଆଁ ଖାଦ୍ୟ ଲଗାଇବା ପରେ, ପରିବାର ସହ ଏକାଠି ବସି ନୂଆଁ ଅନ୍ନ ସହ ଭଳି ଭଳିକା ଖାଦ୍ୟ ଖାଇବେ ସମସ୍ତେ । ସମ୍ବଲପୁରରେ ମା’ ସମଲେଶ୍ୱରୀଙ୍କ ପାଖରେ ଓ…
Read More...

ମା ସମଲେଶ୍ୱରଙ୍କ ମନ୍ଦିରରେ ପହଞ୍ଚିଲା ନୂଆଧାନ

ସମ୍ବଲପୁର: ମା’ ସମଲେଇ ପାଖରେ ଲାଗି ହେବ ନୂଆ ଧାନ । ଏଥିପାଇଁ ସମଲେଇଙ୍କ ପୀଠରେ ପହଂଞ୍ଚିଛି ନୂଆଁଧାନ ବା ସରିଆ ଧାନ । ମାଙ୍କଠାରେ ଲାଗି ହେବାକୁ ଥିବା ନବାନ୍ନ ପାଇଁ ଏହି ନୂଆ ସରିଆ ଧାନ ବଲବସପୁର ଅଂଚଳର ସୁବାଷ ବେହେରା ଓ ତାଙ୍କ ପରିବାର ମୁଖ୍ଯ ପୂଜକଙ୍କୁ ପ୍ରଦାନ କରିଛନ୍ତି । ମନ୍ଦିରର…
Read More...

ନୂଆଖାଇ ପାଇଁ ୩ ଦିନ ଛୁଟି ଘୋଷଣା ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ

ପାଟଣାଗଡ:- ନୂଆଖାଇ ଓଡ଼ିଶାର ପଶ୍ଚିମାଞ୍ଚଳର ଏକ ପାରମ୍ପରିକ ପର୍ବ । ନୂଆଖାଇ ଧାନ ଅମଳର ଖୁସିର ପାଳନ କରିବା ନିମନ୍ତେ କରାଯାଇଥାଏ । ନୂଆଖାଇ ଦିନ ପ୍ରତି ଗ୍ରାମର ପରିବାରମାନେ ନିଜ ନିଜ ଘରେ ଅକାଣ୍ଡିଆ ଚାଉଳର କ୍ଷୀରି ରାନ୍ଧିଥାନ୍ତି । ଏହି କ୍ଷୀରି "ନବାନ୍ନ" ବା "ନବାର୍ଣ୍ଣ" ନାମରେ ଜଣା ।…
Read More...

ମା’ ପାଟଣେଶ୍ୱରୀଙ୍କ ନିକଟରେ ନବାନ୍ନ ଅର୍ପଣ ପାଇଁ ଶୁଭ ସମୟ ଧାର୍ଯ୍ୟ

ବଲାଙ୍ଗିର: ଆଜି ରାଜ ପୁରୋହିତଙ୍କ ଦ୍ୱାରା ନୂଆଖାଇ ‘ଲଗ୍ନା’ ଘୋଷଣା କରାଯାଇଛି। ଏହି ଘୋଷଣା ଏଠାକାର ଶୈଳଶ୍ରୀ ପ୍ୟାଲେସରେ କରାଯାଇଥିଲା। ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶାରେ ନୂଆଖାଇର ଫସଲ ପର୍ବର ଗୁରୁତ୍ୱ ରହିଛି। ଫଳସ୍ୱରୂପ ଏହି ପର୍ବର ସୂକ୍ଷ୍ମ ବିବରଣୀକୁ ଧ୍ୟାନ ଦିଆଯାଏ। ସବୁକିଛି…
Read More...

ନିର୍ଘଣ୍ଟ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ଶୁଭ ଲଗ୍ନ

ସମ୍ବଲପୁର: ନିର୍ଘଣ୍ଟ ହୋଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ ପାଇଁ ଶୁଭ ଲଗ୍ନ । ଆସନ୍ତା ୮ ତାରିଖ ଭାଦ୍ରଵ ମାସ ଶୁକ୍ଳ ପକ୍ଷ ପଞ୍ଚମୀ ତିଥି ସମୟ ସକାଳ ୯ଟା ୧୨ ମିନିଟରୁ ୯ଟା ୨୭ ମିନିଟ ମଧ୍ୟରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ଵରୀଙ୍କ ନିକଟ ରେ ନବାନ୍ନ ଲାଗି ହେବ ।…
Read More...

ଅନ୍ତରଙ୍ଗ ଗୋପବନ୍ଧୁ ଯୁବ ସଂଘ ପକ୍ଷରୁ ନୂଆଁଖାଇ ଭେଟଘାଟ

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: ପାଳିତ ହୋଇଯାଇଛି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଗଣପର୍ବ ନୂଆଖାଇ । ବେଶ ଉତ୍ସାହ ଉଦିପର୍ଣ୍ଣା ସହ ପାଳନ କରିଛନ୍ତି ଜନସାଧାରଣ । ଏହା କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକ୍ ଅନ୍ତର୍ଗତ ଦୁର୍ଗମ ଅଞ୍ଚଳ ଲଣ୍ଡାଗାଁ ଗ୍ରାମ ପଞ୍ଚାୟତ ର ଯୁବ ସଂଘ ପକ୍ଷରୁ ଆୟୋଜିତ ହୋଇଛି…
Read More...

ନୂଆଁଖାଇରେ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ, ମା’ ସମଲେଇଙ୍କଠାରେ ନବାଗ୍ନ ଲାଗି ପରେ ନୂଆଁ ଖାଇବେ ସମସ୍ତେ | ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଶ୍ଚିମ ଓଡ଼ିଶାବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ଟୁଇଟରରେ ଲେଖିଛନ୍ତି, କୃଷିଭିତ୍ତିକ…
Read More...

ନୂଆଁଖାଇରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା

ଭୁବନେଶ୍ୱର: ଆଜି ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ । ଗଣପର୍ବ ପାଇଁ ସମସ୍ତେ ପ୍ରସ୍ତୁତ । ଚାଷୀ ତାର ପ୍ରଥମ ଅମଳ ଧାନକୁ ନିଜ ଇଷ୍ଟଦେବୀଙ୍କ ପାଖରେ ଅର୍ପଣ କରିବ । ଏହି ଅବସରରେ ଚାଷୀଙ୍କୁ ମିଳିବ କାଳିଆ ଟଙ୍କା | ୪୪ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ସହାୟତା ମିଳିବ | ଏଥିରେ କ୍ଷୁଦ୍ର ଓ…
Read More...

ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ

ବଲାଙ୍ଗୀର : ନୂଆଁଖାଇ ଲାଗି ଧାର୍ଯ୍ୟ ହେଲା ଲଗ୍ନ | ସେପ୍ଟେମ୍ବର ୨୦ ତାରିଖରେ ହେବ ନୂଆଁଖାଇ | ସେହି ଦିନ ୧୦ଟା ୮ରୁ ୧୦ଟା ୪୧ ମଧ୍ୟରେ ହେବ ନବାନ୍ନ ଲାଗି | ଧାର୍ଯ୍ୟ ହେଲା ବଲାଙ୍ଗୀରର ନୂଆଁଖାଇ ଲଗ୍ନ | ମା ପାଟଣେଶ୍ୱରୀ ଓ ମା ସମଲେଶ୍ୱରୀଙ୍କ ରାଶି ନକ୍ଷେତ୍ର ଅନୁଯାୟୀ ଲଗ୍ନ ଧାର୍ଯ୍ୟ |…
Read More...