କିନ୍ନରଙ୍କୁ କାଉଡିଆଙ୍କ ସଂଘବଦ୍ଧ ଆକ୍ରମଣ, ବଞ୍ଚାଇଦେଲା ପୋଲିସ
ଚୋର ବୋଲି ସନ୍ଦେହ କରି ଜଣେ କିନ୍ନରଙ୍କୁ କାଉଡିଆଙ୍କ ସଂଘବଦ୍ଧ ଆକ୍ରମଣରୁ ରକ୍ଷା କରିଛି ପୋଲିସ । କାଉଡିଆମାନେ କିନ୍ନରକୁ ମାଡ ମାରିବା ସହ ତାର ଲୁଗାପଟା ଚିରିଦେଇଥିବା ଅଭିଯୋଗ ହୋଇଛି । ଘଟଣାର ଭିଡିଓ ଭାଇରାଲ ହେଉଛି । ଏହି ଘଟଣା ଉତ୍ତର ପ୍ରଦେଶର ଗାଜିଆବାଦରେ ମଙ୍ଗଳବାର ରାତିରେ ଦେଖିବାକୁ…
Read More...
Read More...