Browsing Tag

Naveen Pattanayak

ବିରୋଧୀଙ୍କ ପ୍ରଶ୍ନରେ  ପ୍ରତି ଉତ୍ତରରେ ଗୃହରାଷ୍ଟ୍ର ମନ୍ତ୍ରୀ କହିଛିନ୍ତି, ପୂର୍ବରୁ ୬୪୩ ପୋଲିସ ଥାନା ଥିଲା…

ଭୁବନେଶ୍ୱର: ବଜେଟ ଅଧିବେଶନର ଦ୍ୱିତୀୟ ଦିନରେ ଗୃହ ସରଗରମ ରହଥିବା ବେଳେ କେନ୍ଦ୍ର ସରକାରଙ୍କୁ ଘେରିଛି ଶାସକ ଦଳ । ସେହିପରି ପ୍ରଶ୍ନକାଳ ସମୟରେ ଉଭୟ ଶାସକ ଓ ବିରୋଧୀ ଦଳର ସଦସ୍ୟ ନିଜ ଅଞ୍ଚଳରେ ନୂଆ ଥାନା ଖୋଲିବା ନେଇ ଗୃହରେ ଦାବି ରଖିଛନ୍ତି । ଅନ୍ୟପଟେ  ବିରୋଧୀଙ୍କ ପ୍ରଶ୍ନରେ  ପ୍ରତି…
Read More...

ବିଜୁ ପକ୍କା ଘର ପାଇଁ ଦ୍ୱିତୀୟ ଥର ମିଳିବ ସହାୟତା

ଭୁବନେଶ୍ୱର: ଗରିବଙ୍କ ମୁହଁରେ ଫୁଟିବ ହସ । ବିଜୁ ପକ୍କା ଘର ପାଇଁ ଟଙ୍କା ମିଳିଥିଲା । ଏବେ ଏହାର ମରାମତି ପାଇଁ ବି ମିଳିବ ଟଙ୍କା । ପୁଣି ସରକାରଙ୍କ ତରଫରୁ ମିଳିବ ସହାୟତା । ରାଜ୍ୟ ସରକାର ଏବେ ଆବାସ ଯୋଜନା ଉପରେ ଏକ ବଡ ଘୋଷଣା କରିଛନ୍ତି । ବିଜୁ ପକ୍କା ଘର ପାଇଥିବା ଏବଂ ପିଏମ ଆବାସ…
Read More...

ଗାଁ ସ୍କୁଲ ହେବ ସହରର ସ୍କୁଲ ଭଳି : ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ଗାଁ ସ୍କୁଲରେ ପଢୁଥିବା ପିଲାମାନଙ୍କ ସ୍ୱପ୍ନ ପୂରଣ ହେବ । ଗାଁ ସରକାରୀ ସ୍କୁଲରେ ପଢୁଥିବା ଛାତ୍ରଛାତ୍ରୀ ମାନଙ୍କର ଡାକ୍ତର, ଇଞ୍ଜିନିୟର ହେବାର ସ୍ୱପ୍ନ ସାକାର ହେବ । ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ଟ୍ରାନ୍ସଫରମେସନ କାର୍ୟ୍ୟକ୍ରମର ପ୍ରଥମ…
Read More...

ଆଜି ନବୀନ ବାବୁଙ୍କ ଜନ୍ମଦିନ

ଭୁବନେଶ୍ୱର: ଆଜି ୭୬ ବର୍ଷ ବୟସରେ ପାଦ ଦେଇଛନ୍ତି ଓଡିଶାର ତଥା ଭାରତର ନମ୍ବର ୱାନ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ । ୧୯୪୬ ମସିହାରେ ଅକ୍ଟୋବର ୧୬ ତାରିଖରେ ଜନ୍ମ ଗ୍ରହଣ କରିଥିଲେ ଓଡିଶାର ଜଣେ ପ୍ରତିଭାବାନ ଆଉ ପୋଖତ ରାଜନେତା । ତେବେ ଆଜି ତାଙ୍କ ଜନ୍ମଦିନକୁ ଆଡମ୍ବରରେ ପାଳନ ନ…
Read More...

ଚୁକ୍ତିଭିତ୍ତିକ କର୍ମଚାରୀଙ୍କୁ ସରକାରଙ୍କ ଦଶହରା ଭେଟି

ଭୁବନେଶ୍ୱର: ଓଡିଶା ଚୁକ୍ତିଭିତ୍ତିକ କର୍ମଚାରୀ ମାନଙ୍କ ପାଇଁ ରାଜ୍ୟ ସରକାର ଆଣିଛନ୍ତି ଖୁସିର ସମ୍ଭାର । କର୍ମଚାରୀ ମାନଙ୍କୁ ଦେଇଛନ୍ତି ପବିତ୍ର ଦଶହରାର ଭେଟି । ସରକାରୀ ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ପାରିଶ୍ରମିକରେ ୫୦ ପ୍ରତିଶତ ବୃଦ୍ଧି କରାଇବାକୁ ନିଷ୍ପତ୍ତି ନେଇଛନ୍ତି ମାନ୍ୟବର…
Read More...

୭ଟାରେ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ଦେବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : କୋଭିଡ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିପାରନ୍ତିି ମୁଖ୍ୟମନ୍ତ୍ରୀ । ଆଜି ସନ୍ଧ୍ୟା ୭ଟାରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମ୍ବୋଧନ କରିପାରନ୍ତି । ସୂଚନାଯୋଗ୍ୟ ରାଜ୍ୟରେ ଦ୍ୱିତୀୟ ଲହର କମିଆସୁଥିବା ବେଳେ କୋଭିଡ କଟକଣା ରାଜ୍ୟରେ…
Read More...

୫ଟି ସଚିବଙ୍କ କଳାହାଣ୍ଡି ଗସ୍ତ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଆଜି ମୁଖ୍ୟ ଶାଚନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ୫ଟି ସଚିବ ଭିକେ ପାଣ୍ଡିଆନ କଳାହାଣ୍ଡି ଗସ୍ତ କରିଛନ୍ତି । ତୃତୀୟ ଲହରର ଆଶଙ୍କା ରହୁଥିବାରୁ କଳାହାଣ୍ଡି ଜିଲ୍ଲାରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଯଥା ସ୍ୱାସ୍ଥ୍ୟ ବ୍ୟବସ୍ଥା, ଶିକ୍ଷା,…
Read More...

କୋଭିଡ ସ୍ଥିତି ଉପରେ ମୋଦି-ନବୀନ ଆଲୋଚନା

ଭୁବନେଶ୍ୱର: ସାରା ଦେଶରେ ଭୟଙ୍କର ରୂପ ଧାରଣ କରିଛି ମହାମାରୀ କରୋନା । ପ୍ରତିଦିନ ଲକ୍ଷ ଲକ୍ଷ ଲୋକ କୋରୋନାରେ ଆକ୍ରାନ୍ତ ହେଉଥିବା ବେଳେ ଶହଶହ ଲୋକ ଏହି ଭୂତାଣୁରେ ପ୍ରାଣ ହରାଇଛନ୍ତି । ଏଭଳି ସ୍ଥିତିରେ ଆହୁରି ଅଧିକ ଚିନ୍ତା ବଢାଇଛି ଅକ୍ସିଜେନର ଅଭାବ । ମହାରାଷ୍ଟ୍ର, ଦିଲ୍ଲୀ, ଛତିଶଗଡ,…
Read More...

ନବୀନଙ୍କୁ କାଠଗଡାକୁ ଟାଣିଲା ବିଜେପି.. ଓଡିଆ ଭାଷା ଜାଣିନଥିବା ଅଭିଯୋଗ

( ସଂଜୁକ୍ତା): ଓଡିଆ ଭାଷା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କାଠଗଡାକୁ ଟାଣିଛି ବିଜେପି । ସାରା ଦେଶରେ ନବୀନ ପଟ୍ଟନାୟକ ଜଣେ ବ୍ୟତିକ୍ରମ । ଯିଏକି ଶାସକ ହୋଇ ଶାସିତର ଭାଷା ବୁଝିପାରିନାହାନ୍ତି । ଆଜି ପବିତ୍ର ସତ୍ୟବାଦୀ ମାଟିକୁ ଯାଇଛନ୍ତି ସେଠାରେ ସଂକଳ୍ପ ନିଅନ୍ତୁ…
Read More...

ବରିଷ୍ଠ ନାଗରିକ ତୀର୍ଥ ଯାତ୍ରାର ସପ୍ତମ ପର୍ଯ୍ୟାୟ ଶୁଭାରମ୍ଭ

(ରିପୋଟର୍ସ ଟୁଡେ):ବରିଷ୍ଠ ନାଗରିକଙ୍କୁ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରାଇବାକୁ ରାଜ୍ୟ ସରକାର ଆରମ୍ଭ କରିଥିବା ‘ବରିଷ୍ଠ ନାଗରିକ ତୀର୍ଥ ଯାତ୍ରା’ର ସପ୍ତମ ପର୍ଯ୍ୟାୟର ଆଜି ଶୁଭାରମ୍ଭ ହୋଇଛି । ଶନିବାର ବାଲେଶ୍ୱରରୁ ଏକ ଟ୍ରେନ୍ ତୀର୍ଥ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଛି ।…
Read More...