Browsing Tag

NAC

୭ଟି ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୁବନେଶ୍ୱର:- ସ୍ୱାୟତ୍ତ ଶାସନ ଦିବସରେ ବଡ଼ ଭେଟି ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ୭ଟି ନୂଆ ମ୍ୟୁନିସପାଲିଟି ଓ ୧୬ ନୂଆ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ । କରଞ୍ଜିଆ, ବୌଦ୍ଧ, ଭଞ୍ଜନଗର, ଆସିକା, ଛତ୍ରପୁର, କବିସୂର୍ଯ୍ୟନଗର ଓ ପୋଲସରାକୁ ନୂତନ ମ୍ୟୁନିସପାଲିଟି ଭାବରେ ଘୋଷଣା କରାଯାଇଛି…
Read More...

ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC

ଭୁବନେଶ୍ଵର: ଆସନ୍ତା ୩୧ ତାରିଖରେ ଘୋଷଣା ହେବ ଆଉ ୯ ନୂଆ NAC । ଏନେଇ ସୂଚନା ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର । ଗତ ୧୭ ତାରିଖରେ ୧୨ଟି NAC ଘୋଷଣା ହୋଇଥିଲା । ଅନ୍ୟ ଯେଉଁ ଜିଲ୍ଲାରେ NAC ପାଇଁ ଦାବି ହେଉଛି ତା’କୁ ନେଇ ସରକାର ବିଚାର କରୁଛନ୍ତି । ସେଠିକାର…
Read More...

କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ, ଦରକାର ପଡିଲେ ତହସିଲ ଘେରାଉ ହେବ

କୁଜଙ୍ଗ:- କୁଜଙ୍ଗକୁ ଏନ୍ଏସିର ମାନ୍ୟତା ନମିଳିଲେ ପ୍ରଶାସନକୁ ଅଚଳ କରାଯିବ ଦରକାର ପଡିଲେ ତହସିଲ ଘେରାଉ ହେବ । ଏଭଳି କିଛି ନର ଲଗାଇ ଥିଲା କୁଜଙ୍ଗ ସଚେତନ ନାଗରିକ ମଞ୍ଚ । ଗତ ୧୬ ତାରିଖରେ  ରାଜ୍ୟର ୭ଟି ଜିଲ୍ଲାରେ ନୂଆ ୧୨ଟି ବିଜ୍ଞପିତ  ଅଂଚଳ ପରିଷଦ (ଏନ୍ଏସି) ଗଠନ କରିବାକୁ ସରକାରଙ୍କ…
Read More...

NAC ମାନ୍ୟତା ଦାବିରେ ବିଜେଡିର ସାଲେପୁର ବନ୍ଦ

ସାଲେପୁର: ବିଜେଡି ପକ୍ଷରୁ ୮ ଘଣ୍ଟିଆ ସାଲେପୁର ବନ୍ଦ ପାଳନ । ସାଲେପୁରକୁ NAC ଘୋଷଣା ଦାବିରେ ବିଜେଡିର ବନ୍ଦ ପାଳନ । ସାଲେପୁର ସହରରେ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିଛି । କଟକ-ଚାନ୍ଦବାଲି ରାସ୍ତା ଅବରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛି ବିଜେଡି । ଜରୁରୀକାଳିନ ସେବାକୁ ଛାଡିଦେଲେ…
Read More...

NAC ମାନ୍ୟତା ଦାବିରେ ଆଜି ଯଶିପୁର ବନ୍ଦ

କରଞ୍ଜିଆ: NAC ମାନ୍ୟତା ଦାବିରେ ଆଜି ଯଶିପୁର ବନ୍ଦ । ଯଶିପୁର ବିକାଶ ମଞ୍ଚ ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଜରୁରୀକାଳୀନ ସେବାକୁ ଛାଡି ସମସ୍ତ ଦୋକାନ ବଜାର ବନ୍ଦ ପାଇଁ ଆହ୍ୱାନ ଦିଆଯାଇଛି । ସମସ୍ତ ଅଫିସ୍ ସମେତ ସରକାରୀ ଓ ବେସରକାରୀ ଶିକ୍ଷାନୁଷ୍ଠାନ ଆଜି ବନ୍ଦ…
Read More...

ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା

ଭୁବନେଶ୍ୱର-: ରାଜ୍ୟରେ ନୂଆ ଏନଏସି ଗଠନ ପାଇଁ ତ୍ୱରିତ ହୋଇଛି ପ୍ରକ୍ରିୟା । ୨୦ଟି ନୂଆ ଏନଏସି ପାଇଁ ଜିଲ୍ଲାରୁ ଆସିଲା ରିପୋର୍ଟ । ତର୍ଜମା ପାଇଁ ପଞ୍ଚାୟତିରାଜ ବିଭାଗକୁ ପଠାଇଲା ନଗର ଉନ୍ନୟନ ବିଭାଗ । ବିଭାଗର ତର୍ଜମା ପରେ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନରେ ଗଠନ ହେବ ଏନଏସି । ଏନେଇ ସୂଚନା…
Read More...

ସୁବର୍ଣ୍ଣପୁରର ବୀରମହାରାଜପୁରକୁ NAC ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର  : ସୁବର୍ଣ୍ଣପୁର  ଜିଲ୍ଲାର  ବୀରମହାରାଜାପୁର ରେ ବିଜ୍ଞାପିତ  ଅଞ୍ଚଳ  ପରିଷଦ   ଗଠନ କରାଯିବ  ବୋଲି  ମୁଖ୍ୟମନ୍ତ୍ରୀ  ଶ୍ରୀ  ନବୀନ  ପଟ୍ଟନାୟକ  ଘୋଷଣା  କରିଛନ୍ତି  । ସୂଚନାଯୋଗ୍ୟ   ଯେ  ମୁଖ୍ୟମନ୍ତ୍ରୀ ଗତକାଲି  34 ଟି  ନୂଆ  ବିଜ୍ଞାପିତ  ଅଞ୍ଚଳ  ପରିଷଦ  ଗଠନ ବିଷୟ …
Read More...

କୋଦଳା ଏନଏସିକୁ ମୁକ୍ତା ଯୋଜନାରେ କାର୍ଯ୍ୟା ବଣ୍ଟନ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ସରକାରଙ୍କ ଦ୍ୱାରା ପ୍ରଚଳିତ ମୁକ୍ତା ଯୋଜନାରେ ଗଞ୍ଜାମ ଜିଲ୍ଲା କୋଦଳା ଏନଏସି ସୌନ୍ଦର୍ଯ୍ୟ କରଣ ନିମନ୍ତେ ସ୍ଥାନୀୟ ଏନଏସି କାର୍ଯ୍ୟାଳୟରେ କାର୍ଯ୍ୟାଦେଶ ବଣ୍ଟନ କରାଯାଇଛି । କୋଦଳା ଏନଏସିର ଅଧକ୍ଷ ସୂର୍ଯ୍ୟ ନାରାୟଣ ନାୟକଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ…
Read More...

ହିନ୍ଦୋଳ ଓ ଅତାବିରା ହାତେଇଲା ବିଜେଡି

ଅତାବିରା : ଅତାବିରା ଓ ହିନ୍ଦୋଳ ଏନଏସି ନିର୍ବାଚନରେ ବିଜେଡିର ବିଜୟ | ବରଗଡ ଅତାବିରା ଏନଏସି ନିର୍ବାଚନରେ ବାଜି ମାରିଛି ବିଜେଡି । ୧୨ଟି ୱାର୍ଡରୁ ୧୧ଟିରେ ବିଜେଡି ପ୍ରାର୍ଥୀ ହୋଇଛନ୍ତି ବିଜୟୀ । ଏନଏସି ଅଧ୍ୟକ୍ଷ ପଦ ପାଇଁ ବିଜେଡିର ବନମାଳୀ ବରିହା ବିଜୟୀ ହୋଇଛନ୍ତି । ୧୨ଟିରୁ ଗୋଟିଏ…
Read More...