Browsing Tag

nabarangpur

ଭିଜିଲାନ୍ସ ଜାଲରେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ

ନବରଙ୍ଗପୁର:- ଭିଜିଲାନ୍ସ ହାତରେ ଧରାପଡିଲେ ଉମରକୋଟ ଥାନାର ଅତିରିକ୍ତ ଥାନା ଅଧିକାରୀ ଲିମରାଜ ପ୍ରଧାନ । ୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରାପଡିଛନ୍ତି ଥାନାବାବୁ । ରାତି ୧୨ ଟା ସମୟରେ ଲିମରାଜ ପ୍ରଧାନଙ୍କୁ ଗୋଡାଇ ଗୋଡାଇ ଧରିଛି ପୋଲିସ । ନଳିନୀକାନ୍ତ ନାୟକଙ୍କ ଅଭିଯୋଗ କ୍ରମେ ଏହି…
Read More...

ଦିବ୍ୟାଙ୍ଗଙ୍କୁ ତିନଟି କୁତ୍ରିମ ଅଙ୍ଗ ପ୍ରତିରୋପଣ କଲେ ଜିଲ୍ଲାପାଳ

ନବରଙ୍ଗପୁର: ପ୍ରତିମାସ ପାଞ୍ଚ ତାରିଖରେ ନବରଙ୍ଗପୁର ଜିଲ୍ଲା ଭିନ୍ନକ୍ଷମ ପୁର୍ନଉଥାନ କେନ୍ଦ୍ର ନବରଙ୍ଗପୁର ଠାରେ ଦିବ୍ୟାଙ୍ଗ ଚିହ୍ନଟ ଶିବିର ଆୟୋଜନ କରାଯାଇଥାଏ। ଆଜିର କାର୍ଯ୍ୟକ୍ରମରେ ନବରଙ୍ଗପୁର ଜିଲ୍ଲାପାଳ ଡଃ କମଳ ଲୋଚନ ମିଶ୍ର ଯୋଗଦେଇ ତିନୋଟି କୂତ୍ରିମ ଅଙ୍ଗ ପ୍ରତିରୋପଣ କରିଥିଲେ। ଏହି…
Read More...

୧୦୦ ଲିଟର ମଦ ଓ ୧୦୦୦ ଲିଟର ପୋଚ ଜବତ, ତିନି ଗିରଫ

ନବରଙ୍ଗପୁର/ଅନିଲ ପ୍ରଭାତ ଭତ୍ରା : ନବରଙ୍ଗପୁର ଜିଲ୍ଲା ଅବକାରୀ ଓ ଜିଲ୍ଲା ମୋବାଇଲ ୟୁନିଟ ଚଢାଉ କରି ୧୦୦ ଲିଟର ମଦ ଓ ୧୦୦୦ ଲିଟର ପୋଚ ଜବତ କରିବା ସହ, ତିନି ଜଣଙ୍କୁ ଗିରଫ କରାଯାଇଛି । ନବରଙ୍ଗପୁର ଜିଲ୍ଲା ଅବକାରୀ ଅଧିକ୍ଷକ ସନ୍ତୋଷ କୁମାର ଦଳ ସାମନ୍ତ ଙ୍କ ନିର୍ଦେଶ କ୍ରମେ ନବରଙ୍ଗପୁର…
Read More...

ଚାଷୀ ଓ ବିରୋଧୀ ନେତାଙ୍କୁ ଆକ୍ରମଣ ଘଟଣା

ନବରଙ୍ଗପୁର (ଟୁକୁନା ଖୁରା): ଗତ ୨୦୨୧ ଫେବୃଆରୀ ୧ତାରିଖରେ ନବରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ପରିସରରେ କୃଷକ ସୂଚନା କେନ୍ଦ୍ର ଉଦ୍ଘାଟନୀ କାର୍ଯ୍ୟକ୍ରମରେ କୃଷକ, ବିଜେପି ଓ କଂଗ୍ରେସ ନେତାଙ୍କୁ ଦୁଇ ବିଜେଡି ନେତାଙ୍କ ଆକ୍ରମଣ ଘଟଣାରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ବିଜେଡିର ସାଂଗଠନିକ…
Read More...

ଇଲେକ୍ସନ୍ ନହୋଇ ସିଲେକ୍ସନ୍ କରାଯାଉ

ନବରଙ୍ଗପୁର: ସ୍ଥଗିତ ରହିଛି ନାଏବ ସରପଚଂ ନିର୍ବାଚନ । ପ୍ରଥମଥର ନାଏବ ସରପଞ୍ଚ ନିର୍ବାଚନ ସମୟରେ ୱାର୍ଡ ସଭ୍ୟା ଅପହରଣ କରାଯାଇଥିଲା । ଫଳରେ ନିର୍ବାଚନ ସ୍ଥଗିତ ରହିଥିବାବେଖେ ଦ୍ୱିତୀୟ ଥର ନିର୍ବାଚନ ଏପ୍ରିଲ ୨ ତାରିଖରେ ମଧ୍ୟ ଏଭଳି ଅପ୍ରିତିକର ପରିସ୍ଥିତି ପାଇଁ କୋରମ ଅଭାବ ହେତୁ ସ୍ଥଗିତ…
Read More...

ଆଇନଜୀବୀ ସଙ୍ଘ ଶପଥ ଗ୍ରହଣ  : ରାମ ପ୍ରସାଦ ପାତ୍ର ୭ମ ଥର ସମ୍ପାଦକ

ନବରଙ୍ଗପୁର/ ଟୁକୁନା ଖୁରା : ନବରଙ୍ଗପୁର ଜିଲ୍ଲା ଆଇନଜୀବୀ ସଙ୍ଘର ନୂତନ କର୍ମକର୍ତ୍ତା ମାନଙ୍କ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନବରଙ୍ଗପୁର ଜିଲ୍ଲା ଅଦାଲତ ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ନିର୍ବାଚନ ଅଧିକାରୀ ସି ଏଚ ବାବା ଯୁଗନ୍ଧର ସଙ୍ଘର ନବ ନିର୍ବାଚିତ…
Read More...

ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ନବରଙ୍ଗପୁର (ଟୁକୁନା ଖୁରା ) :- ଜଙ୍ଗଲରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କଲା ପୋଲିସ। ଗତକାଲି ରାତିରୁ ଯୁବକ ଜଣଙ୍କ କୁଆଡେ ଚାଲିଯାଇଥିଲେ । ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ । କିନ୍ତୁ ଆଜି ସକାଳେ ମହୁଲ ଗଛରୁ ମିଳିଛି ଯୁବକଙ୍କ ଝୁଲନ୍ତା ମୃତଦେହ । ଏଭଳି ଅଭାବନୀୟ…
Read More...

ପ୍ରେମିକର ଗୁପ୍ତାଙ୍ଗରେ ସିଗାରେଟ ଚେଙ୍କ

ନବରଙ୍ଗପୁର ( ଟୁକୁନା ଖରା)- ପ୍ରେମ ପାଇଁ କିଏ ଜୀବନ ହାରୁଛି ତ କିଏ ମାଡ ଖାଉଛି । କିନ୍ତୁ ଏଘଟଣା କିଛି ଅଲଗା ପ୍ରକାର । ଅଲଗା ପ୍ରକାରର ଆମେ ଏଥି ପାଇଁ କହୁଛୁ ଏଠି ପ୍ରେମ ପାଇଁ ପ୍ରେମିକଟି ଖାଇଛି ଚେଙ୍କା । କାହିିଁକି ନା ଏ ଚେଙ୍କ ଲାଗିଛି ପ୍ରେମିକର ଗୁପ୍ତାଙ୍ଗରେ । ଏଭଳି ଏମିତି କିଛି…
Read More...

ଭିଜିଲାନ୍ସ ଜାଲରେ ଝରିଗାଁ ସିଡିପିଓ

ନବରଙ୍ଗପୁର (ରଶ୍ମିରଞ୍ଜନ ସାମଲ): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସିଡିପିଓ ସୁଷମା ପ୍ରସାଦ ୨୭ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧାରା ପଡିଛନ୍ତି। ୨୦୨୧ ଜାନୁଆରୀ ଓ ଅଗଷ୍ଟ ମାସରେ କୁଟ୍ରି ଛାପର ସେକ୍ଟରର ୧୪ଟି ଅଙ୍ଗନବାଡି କେନ୍ଦ୍ରର ଶିଶୁଙ୍କ ଡ୍ରେସ ପାଇଁ ୨ଲକ୍ଷ୧୧ ହଜାର…
Read More...

ଆଜି ଶେଷ ହେଉଛି ନକ୍ସଲ ସହିଦ ସପ୍ତାହ

(ନବରଙ୍ଗପୁର) : ଆଜି ଶେଷ ହେଉଛି ନକ୍ସଲ ସହିଦ ସପ୍ତାହ। ମାଓବାଦୀଙ୍କ ସହିଦ ସପ୍ତାହ ପାଳନ ହେଉଥିବାବେଳେ ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଜୋଡେଙ୍ଗା ପଞ୍ଚାୟତ ନୂଆଗାଁ ଜଙ୍ଗଲରେ ମାଓ ପୋଷ୍ଟର ଓ ବ୍ୟାନର ଦେଖିବାକୁ ମିଳିଛି । ସଂଗଠନ ସହ ଅଧିକରୁ ଅଧିକ ସଂଖ୍ୟାରେ ସାମିଲ ହୋଇ ଏହାର ନୀତି…
Read More...