Browsing Tag

Munbai

ମୋଦୀଙ୍କ ଆଗରେ ଆଗାମି ଜୀବନ ପଢ଼ିବା ଲେଖିବାରେ ବିତାଇବାକୁ ଚାହୁଁଛନ୍ତି ବୋଲି କହିଲେ ଭଗତ ସିଂ କୋଶ୍ୟାରୀ

ମୁମ୍ବାଇ: ଇସ୍ତଫା ଦେଇପାରନ୍ତି ମହାରାଷ୍ଟ୍ର ରାଜ୍ୟପାଳ ଭଗତ ସିଂ କୋଶ୍ୟାରୀ । କାରଣ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାମ୍ନାରେ ଇସ୍ତଫା ଦେବାର ଇଚ୍ଛା ପ୍ରକାଶ କରିଛନ୍ତି। ସେ ପ୍ରକାଶ କରିଛନ୍ତି ଯେ ସେ ନିଜର ଆଗାମି ଦିନ ଗୁଡିକୁ ପଢ଼ିବା ଏବଂ ଲେଖିବାରେ ବିତାଇବାକୁ ଚାହୁଁଛନ୍ତି ।…
Read More...

ନୌସେନାରେ ସାମିଲ ହେଲା କଲବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ

ମୁମ୍ବାଇ: ଆଇଏନଏସ୍ ୱାଗିରକୁ ଆଜି ମୁମ୍ବାଇରେ କଳବରୀ ଶ୍ରେଣୀର ୫ମ ବୁଡ଼ାଜାହାଜ ଭାରତୀୟ ନୌସେନାରେ ସାମିଲ କରାଯାଇଛି। ଆଇଏନଏସ୍ ୱାଗିର ନୌସେନାର ଆଇଏସଆର୍ ଓ ସ୍ବତନ୍ତ୍ର ଅଭିଯାନ ସାମର୍ଥ୍ୟ ବୃଦ୍ଧି କରିବ। ମୁମ୍ବାଇସ୍ଥିତ ଫରାସୀ ବୈଷୟିକ ଜ୍ଞାନକୌଶଳରେ ମାଜାଗାଓଁ ଡକ୍ ସିପବିଲଡର୍ସ…
Read More...

ଗିରଫ ହେଲେ ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତ

ମୁମ୍ବାଇ: ଗିରଫ ହେଲେ ବଲିଉଡ଼ ଅଭିନେତ୍ରୀ ରାକ୍ଷୀ ସାୱନ୍ତ । ଆଦିଲ ଖାନଙ୍କ ସହ ନିଜ ବିବାହ ଓ ତାଙ୍କ ମାଆଙ୍କ ଅସୁସ୍ଥତାକୁ ନେଇ ସେ ଚିନ୍ତିତ ଥିବା ବେଳେ ଏବେ ତାଙ୍କୁ ଆଉ ଏକ ବଡ଼ ଝଟ୍କା ଲାଗିଛି। ବିବାଦ ରାକ୍ଷୀଙ୍କ ପିଛା ଛାଡୁନି । ଗିରଫ ହୋଇଛନ୍ତି ରାକ୍ଷୀ। ଗୁରୁବାର ଅମ୍ବୋଲୀ ପୁଲିସ…
Read More...

ବିବାଦକୁ ନେଇ ଉର୍ଫିଙ୍କ ପ୍ରତିକ୍ରୀୟା: ଲୋକଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମୁଁ ଏଭଳି ପୋଷାକ ପିନ୍ଧେ

ମୁମ୍ବାଇ: ଉର୍ଫି ଜାଭେଦଙ୍କ ସୁରକ୍ଷା ପାଇଁ ମହିଳା କମିସନ ମୁମ୍ବାଇ ପୋଲିସ କମିସନରଙ୍କୁ ଚିଠି ଲେଖିଥିଲେ । ବେସ୍ ଜଣାସୁଣା ରିୟାଲିଟି ସୋ’ ‘ବିଗ୍ ବସ୍ ଓଟିଟି’ରେ ପ୍ରତିଯୋଗୀ ଭାବେ ଆସି ଲୋକପ୍ରିୟ ହୋଇଥିବା ଅଭିନେତ୍ରୀ ଉର୍ଫି ଜାଭେଦଙ୍କୁ ସୁରକ୍ଷା ଯୋଗାଇ ଦିଆଯାଉ ବୋଲି ଚିଠି ଲେଖି…
Read More...

ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ

ମୁମ୍ବାଇ: ଅଭିନେତ୍ରୀ ପଲ୍ଲବୀ ଯୋଶୀ ଆହତ । ଦ କଶ୍ମୀର ଫାଇଲ୍ସ ଅଭିନେତ୍ରୀ ସୁଟିଂ ସେଟ୍ରେ ସେ ଦୁର୍ଘଟଣାର ଶିକାର ହୋଇଛନ୍ତି । ସେ ତାଙ୍କର ଅପକମିଙ୍ଗ ମୁଭିର ଶୁଟିଂ ଚାଲିଥିବା ବେଳେ ଏକ କାର ତାଙ୍କୁ ଧକ୍କା ଦେଇଛି । ଚର୍ଚ୍ଚିତ ପ୍ରଯୋଜକ ତଥା ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ…
Read More...

ଆପାରିରେ ଲୋକପ୍ରିୟ ଗୀତିକାର ନାସିର ଫରାଜ

ମୁମ୍ବାଇ: ଆଉ ନାହାନ୍ତି ଲୋକପ୍ରିୟ ଗୀତିକାର ନାସିର ଫରାଜ । ଅନେକ ହିଟ୍ ଗୀତ ଲେଖିଥିବା ନାସିର ହୃଦରୋଗରେ ପୀଡ଼ିତ ଥିଲେ । ବଲିଉଡ଼ ପ୍ରତି ତାଙ୍କର ବହୁତ ରହିଛି ଅବଦାନ । ନାସିର ୨୦୧୦ରେ ମୁକ୍ତିଲାଭ କରିଥିବା ‘କାଇଟ୍ସ’ ଚଳଚ୍ଚିତ୍ରର ଦୁଇଟି ସୁପରହିଟ୍ ଗୀତ ‘ଦିଲ୍ କ୍ୟୁଁ ମେରା ଶୋର କରେ’ ଏବଂ…
Read More...

କିଙ୍ଗ୍ ଖାନ୍ ପଠାନକୁ ନେଇ ଟ୍ରେଲ ହେଉଥିବା ବେଳେ ରିଲିଜ ହେଲା ଗୀତ ‘ବେଶରମ ରଙ୍ଗ,

ମୁମ୍ବଇ: ବିଗତ ୪ ବର୍ଷପରେ କିଙ୍ଗ୍ ଖାନ୍ ସିନେମା ପରଦାକୁ ଫେରିଛନ୍ତି । ତାଙ୍କର ଫଠାନ ଫିଲ୍ମିକୁ ନେଇ ଏବେ ଲାଗି ରହିଛି ଚର୍ଚ୍ଚା । ପଠାନର ପ୍ରଥମ ଗୀତ ‘ବେଶରମ ରଙ୍ଗ’ ରିଲିଜ ହୋଇଥିବା ବେଳେ ଏବେ ଦ୍ୱିତୀୟ ଗୀତ’ ‘ଝୁମେ ଜୋ ପଠାନ’ ମୁକ୍ତିଲାଭ କରିଛି । ଏହି ଫିଲ୍ମିର ଗୀତକୁ ଫ୍ୟାନ ମାନେ…
Read More...

ଏହି କାରଣ ପାଇଁ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’କୁ ବୟକଟ୍ କରିବାକୁ ଟ୍ୱିଟରେ ଚାଲିଛି ଟ୍ରେଣ୍ଡ

ମୁମ୍ବାଇ: ପୁଣି ଥରେ ବଲିଉଡ ଫିଲ୍ମକୁ ବୟକଟ୍ର ଧମକ । ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ କୁ ନେଇ ଏବେ ଚର୍ଚ୍ଚା ଜୋରଧରିଛି । ନିକଟରେ ଏହି ଫିଲ୍ମର ଏକ ଗୀତ ‘ବେଶରମ୍ ରଙ୍ଗ’ ରିଲିଜ୍ ହୋଇଥିଲା । କିନ୍ତୁ ଏହି ଗୀତଟି ରିଲିଜ ହେବା ପରେ ଯେତିକି ଲୋକ ପସନ୍ଦ କରିଛନ୍ତି ତାଠାରୁ…
Read More...

‘ମନି ଲଣ୍ଡରିଙ୍ଗ୍’ ମାମଲାରେ ସଞ୍ଜୟ ରାଉତଙ୍କୁ ଜାମିନ

ମୁମ୍ବାଇ: ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ । ପତ୍ରା ଚଅଲ୍ ପୁନର୍ବିକାଶ ପ୍ରକଳ୍ପ ସହିତ ସଂଶ୍ଳିଷ୍ଟ ଥିବା ‘ମନି ଲଣ୍ଡରିଙ୍ଗ୍’ ମାମଲାରେ ଆଜି ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମଞ୍ଜୁର ହୋଇଛି । କିଛି ମାସ ପୂର୍ବେ ୧.୦୩୪ କୋଟି…
Read More...