Browsing Tag

Mumbai

ଅଡୁଆରେ ଦିଲଜିତ ଦୋସାଞ୍ଜ, ବ୍ୟାନ ହେଲା ଅଭିନେତାଙ୍କ ଫିଲ୍ମ

ମୁମ୍ବାଇ: ଦିଲଜିତ ଦୋସାଞ୍ଜ ଏବଂ ନୀରୁ ବାଜୱାଙ୍କ ଅଭିନୀତ ହରର-କମେଡି ଫିଲ୍ମ 'ସରଦାର ଜୀ ୩' ର ଟ୍ରେଲର ଗତକାଲି ରିଲିଜ୍ ହୋଇଛି। ଟ୍ରେଲରରେ ପାକିସ୍ତାନୀ ଅଭିନେତ୍ରୀ ହାନିଆ ଆମିର ମଧ୍ୟ ନଜର ଆସିଛନ୍ତି। ଏହାକୁ ଦେଖିବା ପରେ ନେଟିଜେନମାନେ ଏବେ ଦିଲଜିତ ଦୋସାଞ୍ଜଙ୍କୁ ଟ୍ରୋଲ୍ କରିବା ଆରମ୍ଭ…
Read More...

ଅନୁପମା ସୁଟିଂ ସେଟରେ ନିଆଁ, କାରଣ ଅସ୍ପଷ୍ଟ

ମୁମ୍ବାଇ: ମୁମ୍ବାଇର ସୁଟିଂ ସେଟ୍‌ରେ ଭୟଙ୍କର ଅଗ୍ନିକାଣ୍ଡ  । ଗୋରେଗାଓଁ ଫିଲ୍ମ ସିଟି ସୁଟିଂ ସେଟ୍‌ରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା ମିଳିଛି  । ପ୍ରସିଦ୍ଧ ଟିଭି ରିୟଲିଟି ଶୋ 'ଅନୁପମା'ର ସୁଟିଂ ସେଟ୍‌ ଜଳିପୋଡି ପାଉଁଶ ହୋଇଯାଇଛି  । ତେବେ ଅଗ୍ନିକାଣ୍ଡରେ ବ୍ୟାପକ କ୍ଷୟକ୍ଷତି…
Read More...

ବଲିଉଡ ଅଭିନେତା ଆଦିତ୍ୟରାୟ କପୁରଙ୍କ ଘରେ ପଶିଥିଲେ ଜଣେ ଅଜଣା ମହିଳା

ରିପୋର୍ଟର୍ସ ଟୁଡେ ବ୍ୟୁରୋ;- ବଲିଉଡ ଅଭିନେତାମାନଙ୍କ ଘରେ ବାରମ୍ବାର କିଏ ଅଜଣା ଲୋକ ପଶିବା ଆଉ କେତେବେଳେ ଧମକ ଆସିବା ଘଟଣା ଏବେ ଧିରେ ଧିରେ ବଢିବାରେ ଲାଗୁଛି । କାହିଁକି ଏସବୁ ଘଟଣା ଘଟୁଛି ,ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଉଛି । କିନ୍ତୁ ଏହା ବନ୍ଦ ପରିବର୍ତ୍ତେ ଆଗକୁ ଆଗ ବଢିଚାଲିଛି ।…
Read More...

ଆଇପିଏଲରେ ପ୍ରଥମ ଥର ପାଇଁ… ଶ୍ରେୟସ ଆୟର ରଚିଲେ ଇତିହାସ, ପ୍ରୀତି ଜିଣ୍ଟା ତାଙ୍କ ସିଟ୍ ରୁ ଡେଇଁ ପଡ଼ିଲେ

ରିପୋର୍ଟର୍ସ ଟୁଡେ ବ୍ୟୁରୋ;IPL ୨୦୨୫ର ୬୯ ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ଜୟପୁରର ସୱାଇ ମାନସିଂହ ଷ୍ଟାଡିୟମରେ ଏହି ବିଜୟ ପଞ୍ଜାବକୁ ସିଧାସଳଖ କ୍ୱାଲିଫାୟର୍-1ରେ ପହଞ୍ଚାଇଛି। ଦଳ ପଏଣ୍ଟ ଟେବୁଲରେ ପ୍ରଥମ ସ୍ଥାନରେ ପହଞ୍ଚିଛି। ୧୧ ବର୍ଷ ପରେ…
Read More...

୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ଅଭିନେତା ଡିନୋ ମୋରିଆ

ମହାରାଷ୍ଟ୍ର-: ଅଡୁଆରେ ଫସିଛନ୍ତି ବଲିଉଡ ଅଭିନେତା ଡିନୋ ମୋରିଆ । ୬୫ କୋଟି ଟଙ୍କାର ଦୁର୍ନୀତିରେ ଫସିଛନ୍ତି ଅଭିନେତା । ଯେଉଁଥି ପାଇଁ ଟଙ୍କା ବିରୁଦ୍ଧରେ ମୁମ୍ବଇ ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲ୍ୟୁ) ସମନ ଜାରି କରିଛି । ସୂଚନା ଅନୁସାରେ, ମହାରାଷ୍ଟ୍ରର ମିଠି ନଦୀରୁ ପଙ୍କୋଦ୍ଧାର…
Read More...

ଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ

ଅହମ୍ମଦାବାଦ :  ଚାଲିଛି ଆଇପିଏଲର ୬୭ ତମ ମ୍ୟାଚ । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମଠାରେ ମୁହାଁମୁହିଁ ହେଉଛନ୍ତି  ଚେନ୍ନାଇ – ଗୁଜରାଟ ।  ଏହି ମ୍ୟାଚେରେ ପ୍ରଥମ ଇନିଜ ଶେଷ ହୋଇଯାଇଛି ।  ଯେଉଁ ଥିରେ କି ଗୁଜରାଟ ଆଗରେ ୨୩୧ ରନର ଲକ୍ଷ୍ୟ ରଖିଛି ଚେନ୍ନାଇ । ସୂଚନା ଅନୁଯାୟୀ ,…
Read More...

ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ

ନୂଆ ଦିଲ୍ଲୀ: ଜୟପୁରର ସଓ୍ବାଇ ମାନସିଂ ଷ୍ଟାଡିୟମଠାରେ ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୫ର ୬୬ତମ ମ୍ୟାଚରେ ପଞ୍ଜାବ କିଙ୍ଗସକୁ ୬ ଓ୍ବିକେଟରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ । ୨୦୭ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୯.୩ ଓଭରରେ ୪ ଓ୍ବିକେଟ ହରାଇ ହାସଲ କରିନେଇଥିଲା । ଦଳ ପକ୍ଷରୁ କରୁଣ…
Read More...

୫୪ ବର୍ଷ ବୟସରେ ବଲିଉଡ୍ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବଲିଉଡ୍ ଅଭିନେତା ମୁକୁଲ ଦେବଙ୍କ ଦେହାନ୍ତ । ସଲମାନ ଖାନ ଏବଂ ଅଜୟ ଦେବଗନଙ୍କ ସହ ଫିଲ୍ମରେ ନଜର ଆସିଥିବା ଅଭିନେତା ମୁକୁଲ ଦେବ ଦୁନିଆକୁ ଅଲବିଦା କହିଛନ୍ତି। ମୃତ୍ୟୁବେଳକୁ ତାଙ୍କୁ ମାତ୍ର ୫୪ ବର୍ଷ ବୟସ ହୋଇଥିଲା। ଶୁକ୍ରବାର ରାତିରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରି…
Read More...

ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ : ସ୍ୱତନ୍ତ୍ର SOP ପ୍ରସ୍ତୁତ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର : ଓଡିଶାରୁ ବିଦା ହେବେ ବାଂଲାଦେଶୀ | ରଣନୀତି ପ୍ରସ୍ତୁତ କଲେ ରାଜ୍ୟସରକାର | ବାଂଲାଦେଶୀ ଚିନ୍ହଟ ପାଇଁ ଆରମ୍ଭ ହେଲା ପ୍ରକ୍ରିୟା | ସ୍ୱତନ୍ତ୍ର SOP ପ୍ରସ୍ତୁତ କଲା କ୍ରାଇମବ୍ରାଞ୍ଚ STF | ସବୁ ଜିଲ୍ଲାପାଳଙ୍କୁ SOP ଅନୁଯାଇ ଆକ୍ସନ ପାଇଁ କୁହାଯାଇଛି | ମେରାଇନ ପୋଲିସ, ସ୍ଥାନୀୟ…
Read More...

ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର ଏବଂ ତାଜ ମହଲ ପ୍ୟାଲେସ୍ ହୋଟେଲକୁ ବୋମାରେ ଉଡ଼ାଇ…

ମୁମ୍ବାଇ-: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନବନ୍ଦର  ଏବଂ ତାଜ ମହଲ ପ୍ୟାଲେସ୍ ହୋଟେଲକୁ ବୋମାରେ ଉଡ଼ାଇ ଦେବାକୁ ଧମକ ମିଳିଛି । ମୁମ୍ବାଇ ବିମାନବନ୍ଦର ପୋଲିସ ପାଖକୁ ଏକ ଧମକପୂର୍ଣ୍ଣ ଇମେଲ୍ ଆସିଛି । ଏଥିରେ ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ…
Read More...