Browsing Tag

Modi

ବାରାଣାସୀ ରେ ୧୫୦୦ କୋଟିଟଙ୍କା ର ପ୍ରକଳ୍ପକର ଲୋକାର୍ପିତ କରିଛନ୍ତି ମୋଦୀ

ବାରଣାସୀ : ଆଜି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଆର୍ନ୍ତଜାତିକ ସହଯାଗ ସମ୍ମିଳନୀ କକ୍ଷ ରୁଦ୍ରାକ୍ଷର ଲୋକାର୍ପିତ କରିଛନ୍ତି । ଏହି ରୁଦ୍ରାକ୍ଷ ଭବନରେ ଅର୍ନ୍ତରାଷ୍ଟ୍ରୀୟ ସମ୍ମିଳନୀ, ପ୍ରଦର୍ଶନୀ, ସଂଗୀତ ସମାରହ ଭଳି କାର୍ଯ୍ୟକ୍ରମ ହୋଇପାରିବ । ଏଥିରେ ୧୨୦୦ ଲୋକ ବିଶିଷ୍ଟ…
Read More...

ମୋଦୀଙ୍କ ନୂଆ କ୍ୟାବିନେଟରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା, ୯୦ ପ୍ରତିଶତ କୋଟିପତି

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ପ୍ରଧାନମନ୍ତ୍ରୀ ମୋଦୀ ନିଜ ମନ୍ତ୍ରିମଣ୍ଡଳର ସଂପ୍ରସାରଣ କରିଛନ୍ତି । ଏସୋସିଏସନ ଡେମୋକ୍ରାଟିକ ରିଫର୍ମ ରିପୋର୍ଟ ଅନୁଯାୟୀ ମୋଦୀଙ୍କ ନୂଆମନ୍ତ୍ରୀ ମଣ୍ଡଳରେ ୪୨ ପ୍ରତିଶତ ମନ୍ତ୍ରୀଙ୍କ ନାମରେ ଅପରାଧିକ ମାମଲା ସହିତ ୯୦ ପ୍ରତିଶତ ମନ୍ତ୍ରୀ କୋଟିପତି ଅଛନ୍ତି ।…
Read More...

ପ୍ରଧାନ ମନ୍ତ୍ରୀ ଚୀଷୀଙ୍କ ପାଇଁ କଲେ ବଡ ଘୋଷଣା

ନୂଆଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : କେନ୍ଦ୍ର ମନ୍ତ୍ରିମଣ୍ଡଳ ସଂପ୍ରସାରଣ ପରେ ମୋଦୀ ନୂତନ କ୍ୟାବିନେଟ୍ର ପ୍ରଥମ ବୈଠକ ପରେ କୃଷକଙ୍କ ପାଇଁ କେନ୍ଦ୍ର ସରକାର ବଡ ନିଷ୍ପତ୍ତି ନେଇଛନ୍ତି। ଚାଷୀଙ୍କ ସହାୟତା ପାଇଁ ଏକ ଲକ୍ଷ କୋଟି ଅନୁଦାନକୁ ମଞ୍ଜୁରୀ ମିଳିଛି। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର…
Read More...

ମାଗଣା ରେସନ୍‌ ଯୋଜନାରେ ପ୍ରଧାନମନ୍ତ୍ରୀଙ୍କ ଫଟୋ

ଦିଲ୍ଲୀ(ରିପୋର୍ଟର୍ସ ଟୁଡେ) : ମୋଦୀ ବିଶ୍ୱର ଏକମାତ୍ର ପ୍ରଧାନମନ୍ତ୍ରୀ ଯିଏକି ଭ୍ୟାକ୍ସିନେଶନ ପ୍ରମାଣପତ୍ର ହେଉକି ରାଶନ ପ୍ୟାକେଟରେ ସବୁଠି ନିଜର ଫୋଟୋ ଛାପିବା ଓ ବ୍ୟକ୍ତିତ୍ୱକୁ ଜନପ୍ରିୟ କରିବା ସୁଯୋଗକୁ ହାତଛଡା କରନ୍ତି ନାହିଁ । କରୋନା ଟୀକାକରଣ ପ୍ରମାଣପତ୍ରରେ ମୋଦୀଙ୍କ ଫୋଟୋ ପରେ ଏବେ…
Read More...

ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡିଲେ ମମତା

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ) : ମମତା ବାନାର୍ଜୀ କୋଭାକ୍ସିନ ପାଇଁ ଶୀଘ୍ର ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ ପାଇବାକୁ ମୋଦୀଙ୍କ ହସ୍ତକ୍ଷେପ ଲୋଡିଛନ୍ତି । ଏନେଇ ମମତା ବାନାର୍ଜୀ ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି । ହୁ (WHO) ଦ୍ୱାରା କୋଭାକ୍ସିନ ଅନୁମୋଦିତ ହୋଇନଥିବାରୁ ଏହି ଟୀକା ନେଇ…
Read More...

ଆରମ୍ଭ ହେବ ଏମ ଯୋଗ ଆପ

ଭୁବନେଶ୍ୱର(ରିପୋର୍ଟର୍ସ ଟୁଡେ): ବହୁ ଭାଷା ମାଧ୍ୟମରେ ଉପଲବ୍ଧ ହେବ ଏମ ଯୋଗ ଆପ ଏହି ଆପ ମାଧ୍ୟମରେ ସାରା ବିଶ୍ୱରେ ସରଳ ଭାବରେ ଯୋଗ ଶିକ୍ଷା ଦିଆଯାଇପାରିବ । ଏହି ବିଷୟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସ ଅବସରରେ ସୂଚନା ଦେଇଛନ୍ତି । ବିଶ୍ୱର ସମସ୍ତ ଦେଶରେ ଯୋଗର ପ୍ରସାର ଓ…
Read More...

ମୋଦି ସରକାରଙ୍କ ଯୋଜନା ଦ୍ୱାରା ଲାଭବାନ ହେଉଛନ୍ତି ଶିଳ୍ପପତି!

ନୂଆଦିଲ୍ଲୀ: ଦେଶବାସୀଙ୍କ ପାଇଁ ମୋଦି ସରକାର କାମ କରୁଥିବା ଦାବି କରାଯାଉଛି। ହେଲେ ବାସ୍ତବରେ ମୋଦି ସରକାରଙ୍କ ବିଭିନ୍ନ କାର‌୍ୟ୍ୟକ୍ରମ ଦ୍ୱାରା ବଡ଼ବଡ଼ କର୍ପୋରେଟ୍ ହାଉସ ଲାଭବାନ ହେଉଥିବା ଦେଶର ୬୪.୪% ଲୋକ ମତ ଦେଇଛନ୍ତି। ଏବିପି-ସି ଭୋଟ ପକ୍ଷରୁ ମୋଦି ସରକାର ୨.୦କୁ ନେଇ କରାଯାଇଥିବା…
Read More...

୫୦୦ କୋଟି ସହାୟତା ଘୋଷଣା କଲେ ମୋଦି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡ଼ିଶାକୁ ୫୦୦କୋଟି ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବାତ୍ୟା ସ୍ଥିତି ନେଇ ସମୀକ୍ଷା ବୈଠକ ପରେ ସହାୟତା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ । ଓଡ଼ିଶାରେ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ପରେ…
Read More...

ଆଜି ଓଡିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆକାଶ ମାର୍ଗରୁ ଓଡ଼ିଶାରେ ବାତ୍ୟା ‘ଅମ୍ପନ୍’ ଦ୍ୱାରା ପ୍ରଭାବିତ ହୋଇଥିବା ଅଞ୍ଚଳର ସ୍ଥିତି ଅନୁଧ୍ୟାନ କରିବେ । ଏଥିସହ ରାଜ୍ୟ ସରକାରଙ୍କ ସହ ମଧ୍ୟ ରିଲିଫ ଓ…
Read More...