ରାସନ ବ୍ୟବସ୍ଥାରେ ହୋଇପାରେ ବଡ ଧରଣର ପରିବର୍ତ୍ତନ ।
ଦେଶରେ ରାସନ କାର୍ଡ କ୍ଷେତ୍ରରେ ହୋଇପାରେ ବଡ ପରିବର୍ତ୍ତନ । ଏଣିକି ଗୋଟିଏ ପରିବାରରେ ସର୍ବାଧିକ ୩୫ କେଜି ରାସନ ପାଇବେ ହିତାଧିକାରୀ । ଦେଶର ସାର୍ବଜନୀନ ବଣ୍ଟନ ବ୍ୟବସ୍ଥା ଏବଂ ରାଶନ ବ୍ୟବସ୍ଥାରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ। କେନ୍ଦ୍ର ସରକାର ଜାତୀୟ ଖାଦ୍ୟ ସୁରକ୍ଷା ବିଲ,…
Read More...
Read More...