Browsing Tag

mamata

ଦୁଇଦିନିକିଆ କିର୍ଗିଜସ୍ତାନ ଗସ୍ତରେ ମୋଦି

(ମମତା ସାମଲ)ରିପୋର୍ଟସଟୁଡେ: ଆଜି କିର୍ଗିଜସ୍ତାନ ଗସ୍ତରେ ଯାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ମୋଦି କିର୍ଗିଜସ୍ତାନ ରାଜଧାନୀ ବିସ୍କେକଠାରେ ହେବାକୁ ଥିବା ସାଘାଂଇ ସହଯୋଗ ସଂଗଠନ ସମ୍ମିଳନୀରେ ଯୋଗଦେବେ । ଦୁଇଦିନ ଧରି ଏହି ସମ୍ମିଳନୀ ଚାଲିବ । ଏଥିରେ ବିଭିନ୍ନ ଦେଶର…
Read More...

ଢାବା ଉପରକୁ ବୋମାମାଡ

(ମମତା ସାମଲ)ରିପୋର୍ଟସଟୁଡେ: ଦିନକୁ ଦିନ ନୟାଗଡରେ ଦୃର୍ବୁତ୍ତଙ୍କ ଉପଦ୍ରବ ବଢିବାରେ ଲାଗିଛି । ଗୋଡିପଡାରେ କିଛି ଦୃବର୍ତ୍ତ ଏକ ଢାବା ଉପରକୁ ବୋମାମାଡ କରି ଟଙ୍କା ଲୁଟି ନେଇଛନ୍ତି । ସୂଚନାନୁଯାୟୀ, ନୟାଗଡ଼ ଜିଲ୍ଲା ଶରଣକୂଳ ଥାନା ଗୋଡ଼ିପଡ଼ାରେ ସାତଜଣ ଦୁର୍ବୃତ୍ତ ଆସି ସେଠାରେ ଥିବା ଏକ ଢାବା…
Read More...

ବସୁମତୀ ସ୍ନାନ: ଜାଣନ୍ତୁ କିପରି କରାଯାଏ ପୂଜାର୍ଚ୍ଚନା

(ମମତା ସାମଲ)ରିପୋର୍ଟସଟୁଡେ:ଓଡିଶାର ପ୍ରମୁଖ ପର୍ବ ରଜ । ଚତୁର୍ଥ ଦିନକୁ ବସୁମତୀ ସ୍ନାନ ବୋଲି କୁହାଯାଏ । ଏହି ଦିନରେ କିଛି ବିଶେଷ ବିଧିରେ ଭୂଦେବୀଙ୍କର ପୂଜାର୍ଚ୍ଚନା କରାଯାଇଥାଏ । ଜାଣନ୍ତୁ କିପରି ବସୁମତୀ ମାତା ପୂଜା କରିବେ – ପୂର୍ବଦିନ ଶିଳରେ ହଳଦୀ ଚନ୍ଦନ ବାଟି ଏକ ଲେପ ପ୍ରସ୍ତୁତ…
Read More...

୨ଦିନ ଅସହ୍ୟ ତାତି,ହିଟୱେଭ ଜାରି

(ମମତା ସାମଲ)ରିପୋର୍ଟସଟୁଡେ: ତାତିରେ କଲବଲ ଓଡିଶାବାସୀ । ରାଜ୍ୟରେ ଆହୁରି ୪୮ଘଣ୍ଟା ଯାଏଁ ତାତିରୁ ନିସ୍ତାର ନାହିଁ । ପାରଦରସ୍ତର କମିବାର ନାଁ ନେଉନାହିଁ । ପଶ୍ଚିମ ଓଡିଶାରେ ଅଧିକ ଗରମ ହେତୁ ହିଟୱେଭ ଜାରି କରାଯାଇଛି । ପ୍ରଚଣ୍ଡ ଖରା ଓ ଗରମ ସାଧାରଣ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ…
Read More...

ବଜ୍ରାଘାତରେ ୫ପରିବାରର ୧୨ବଖରା ଘର ପୋଡି ପାଉଁଶ

(ମମତା ସାମଲ)ରିପୋର୍ଟସଟୁଡେ: ବଜ୍ରାଘାତରେ ପୋଡିଲା ଘର । ଗତକାଲି ରାତିରେ ବଜ୍ରାଘାତରେ ନିଆଁ ଲାଗି ୫ପରିବାରର ୧୨ବଖରା ଘର ପୋଡି ପାଉଁଶ ହୋଇଯାଇଛି । ଏଭଳି ଘଟଣା ଘଟିଛି ସୁକିନ୍ଦା ତହସିଲ ଅନ୍ତର୍ଗତ ଦୁଧଜୋରି ପଞ୍ଚାୟତ ବୋତଲଣ୍ଡା ଗାଁରେ । ପଡୋଶୀ ଢେଙ୍କାନାଳ ଜିଲ୍ଲା ଭୁବନ ଓ ସୁକିନ୍ଦା…
Read More...

ତାଜମହଲରେ ୩ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ବିତାଇଲେ ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅତିରିକ୍ତ ଦେୟ

(ମମତା ସାମଲ)ରିପୋର୍ଟସଟୁଡେ:ତାଜମହଲ ପରିସରରେ ୩ଘଣ୍ଟାରୁ ଉଦ୍ଧ୍ୱର୍ ସମୟ ବିତାଇଲେ ଏଣିକି ପର୍ଯ୍ୟଟକଙ୍କୁ ଦେବାକୁ ପଡିବ ଅତିରିକ୍ତ ଦେୟ । ଏନେଇ ଜାରି କରାଯାଇଛି ଏକ ସର୍କୁଲାର । ବେନିୟମ ପ୍ରବେଶ ରୋକିବା ପାଇଁ ତାଜମହଲ ନିକଟରେ ଟର୍ଣ୍ଣଷ୍ଟାଇଲ ଗେଟ କରାଯାଇଛି । ପୂର୍ବ ଏବଂ ପଶ୍ଚିମ ପ୍ରବେଶ…
Read More...

ୟୁନଟ-୧ହାଟରେ ଚଢଉ , ୮୦କେଜି ପଲିଥିନ ଜବତ

(ଆଦର୍ଶ ରାଉତ)ରିପୋର୍ଟସଟୁଡେ: ଭୁବନେଶ୍ୱରକୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ କରିବା ଦିଗରେ ଅଗ୍ରସର ହୋଇଛି ବିଏମସି । ୪ମାସ ପରେ ପୁଣିଥରେ ଚାଲିଥିବା ଚଢଉରେ ଆଜି ସ୍କାଡ ସଦସ୍ୟମାନଙ୍କୁ ବଡଧରଣର ସଫଳତା ମିଳିଛି । ୟୁନଟ-୧ହାଟରେ ଚଢଉ କରିବା ସମୟରେ ୮୦କେଜିର ପଲିଥିନ ଜବତ କରାଯାଇଛି । ହାଟରେ…
Read More...

ମୁଜାଫରପୁରରେ ଏନସେଫାଲାଇଟିସ ଆତଙ୍କ ,୩୧ଶିଶୁ ମୃତ

(ମମତା ସାମଲ)ରିପୋର୍ଟସଟୁଡେ: ବିହାରରେ ଏକ୍ୟୁଟ ଏନସେଫାଲାଇଟିସ୍ ସିଣ୍ଡ୍ରୋମରୁ ହେଉଥିବା ଅଜଣା ଜ୍ୱର ଗମ୍ଭୀର ରୂପ ଧାରଣ କରିଛି । ମୁଜାଫରପୁରରେ ଏଯାଏଁ ୩୧ଜଣ ଶିଶୁ ପ୍ରାଣ ହରାଇ ସାରିଲେଣି । ଏହି ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାର ଆଶଙ୍କା କରାଯାଉଛି । ମୁଜାଫରପରର ଶ୍ରୀକୃଷ୍ଣ ମେଡିକାଲ…
Read More...

ରାଇଜିଂ ଷ୍ଟାର ସିଜନ-୩ର ବିଜେତା ଅଫତାବ

(ମମତା ସାମଲ)ରିପୋର୍ଟସଟୁଡେ: କଲର୍ସର ଲୋକପ୍ରିୟ ସିଙ୍ଗିଙ୍ଗ ଶୋ ରାଇଜିଂ ଷ୍ଟାର ସିଜନ ୩ରେ ଫାଇନାଲ ବିଜେତା ମିଳିସାରିଛି । ଚଳିତ ବର୍ଷ ରାଇଜିଂ ଷ୍ଟାର ସିଜନ ୩ ରେ ୧୨ ବର୍ଷର ଅଫତାବ ୱିନର ହୋଇଥିବା ବେଳେ ଦିବାକର ଶର୍ମା ଫାଷ୍ଟ ରନର୍ସଅପ୍ ହୋଇଛନ୍ତି। ୱିନର ଅଫତାବଙ୍କୁ ୧୦ ଲକ୍ଷ ଟଙ୍କା…
Read More...

ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ

(ମମତା ସାମଲ)ରିପୋର୍ଟସଟୁଡେ: ‘ଅନ୍ତର୍ଜାତୀୟ ଶ୍ରମିକ ସଂଗଠନ’ ଆନୁକୂଲ୍ୟରେ ୨୦୦୨ରୁ ପ୍ରତି ବର୍ଷ ଜୁନ ୧୨ରେ ପାଳନ କରାଯାଉଛି ‘ବିଶ୍ୱ ଶିଶୁ ଶ୍ରମିକ ବିରୋଧୀ ଦିବସ ’ ବା ‘ୱାର୍ଲଡଡେ ଏଗନେସଟଚାଇଲଡଲେବର’ା ଶିଶୁ ଶ୍ରମିକ ସାରା ବିଶ୍ୱରେ ଏକ ବଡ ତଥା ଜଟିଳ ସମସ୍ୟା । ଏହାକୁ ରୋକାଯାଇପାରୁନାହିଁ…
Read More...