୨ଦିନ ଅସହ୍ୟ ତାତି,ହିଟୱେଭ ଜାରି

(ମମତା ସାମଲ)ରିପୋର୍ଟସଟୁଡେ: ତାତିରେ କଲବଲ ଓଡିଶାବାସୀ । ରାଜ୍ୟରେ ଆହୁରି ୪୮ଘଣ୍ଟା ଯାଏଁ ତାତିରୁ ନିସ୍ତାର ନାହିଁ । ପାରଦରସ୍ତର କମିବାର ନାଁ ନେଉନାହିଁ । ପଶ୍ଚିମ ଓଡିଶାରେ ଅଧିକ ଗରମ ହେତୁ ହିଟୱେଭ ଜାରି କରାଯାଇଛି ।
ପ୍ରଚଣ୍ଡ ଖରା ଓ ଗରମ ସାଧାରଣ ଲୋକଙ୍କ ଜନଜୀବନ ଅସ୍ତବ୍ୟସ୍ତ କରିଲାଣି । ଦିନ ୧୦ଟା ପରେ ଘରୁ ବାହାରିବା ମୁସକିଲ ହେଉଛି । ଖରା ସାଙ୍ଗକୁ ଗୁଳୁଗୁଳି କାରଣରୁ ଜୀବନଯାପନ ବାଧା ପାଉଛି ।ଖରା ସାଙ୍ଗକୁ ଗୁଳୁଗୁଳି କାରଣରୁ ଜୀବନଯାପନ ବାଧା ପାଉଛି ।
।