Browsing Tag

Maharastra

ମହାରାଷ୍ଟ୍ର ପୁର୍ଣ୍ଣନଗର ଅଞ୍ଚଳରେ ହାର୍ଡୱେର ଦୋକାନରେ ନିଆଁ ,୪ ମୃତ

ମହାରାଷ୍ଟ୍ର: ହାର୍ଡୱେର ଦୋକାନରେ ନିଆଁ ,୪ ମୃତ । ଏଭଳି ଘଟଣା ଘଟିଛି ମହାରାଷ୍ଟ୍ରରେ । ରାଜ୍ୟର ପୁଣେ ଜିଲ୍ଲାର ପୁର୍ଣ୍ଣନଗର ଅଞ୍ଚଳରେ ଏକ ଇଲେକ୍ଟ୍ରିକ ହାର୍ଡୱେର ଦୋକାନରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୫ଟା ସମୟରେ ହଠାତ ନିଆଁ ଲାଗିଥିଲା । ଆଉ ଏଥିରେ ୪ଜଣଙ୍କର ମୃତ ହୋଇଛି ।…
Read More...

ରାଇଗଡ଼ରେ ଭୂସ୍ଖଳନରେ ୫ ମୃତ

ମୁମ୍ବାଇ: ମହାରଷ୍ଟ୍ର ରାଇଗଡରେ ଭୁସ୍ଖଳନ । ରାଇଗଡ ଜିଲ୍ଲା ଖାଲାପୁରା ତହସିଲ ଆସିବାସୀ ଗାଁ ଇରସାଲାୱାଡରେ ବିଳମ୍ବିତ ରାତିରେ ପାହାଡ ଅତଡା ଖସି ପୁରା ଗାଁ ଛାରଖାର ହୋଇଯାଇଛି । ଘଟଣାରେ ୫ ଜଣଙ୍କ ମୃତଦେହ ଉଦ୍ଧାର ହୋଇଥିବା ବେଲେ ୫୦ ଲୋକ ଦବି ରହିଥିଲେ ।ଘଟଣାସ୍ଥଳରେ ଏନଡିଆରଏଫର ୨ଟି ଟିମ୍…
Read More...

ମହାରାଷ୍ଟ୍ରର ମହା ପଲିଟିକ୍ସ, ଉପମୁଖ୍ୟମନ୍ତ୍ରୀ ହେଲେ ଅଜିତ ପାୱାର

ମୁମ୍ବାଇ: ମହାରାଷ୍ଟ୍ରରରେ ମହା ପଲିଟିକ୍ସ ଦେଖିବାକୁ ମିଳିଛି । ରାଜଭବନରେ ପହଞ୍ଚିଛନ୍ତି ଏନ୍ସିପି ନେତା ଅଜିତ ପାୱାର । ଏନସିପି ନେତା ଅଜିତ ପାୱାର ନିଜ ସମର୍ଥକଙ୍କ ସହ ରାଜଭବନ ପହଂଚି ସିନ୍ଦେ ସରକାରରେ ମନ୍ତ୍ରୀଭାବେ ଶପଥ ନେଇଛନ୍ତି । ସିନ୍ଦେ ସରକାରରେ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ…
Read More...

ଆଜିଠୁ ଭିକ ମାଗିବା ମନା : ଏହି ସହରରେ ଲାଗିଲା କଟକଣା

ବ୍ୟୁରୋ : ଆଉ ଭିକ ମାଗିପାରିବେନି ଲୋକେ | ଆଜିଠୁ ଲାଗିଲା କଟକଣା | ଆଜିକା ଦିନରେ ଭାରତ ନିଜ ଅଣ୍ଟା ସଳଖି ଛିଡା ହେବରେ ସକ୍ଷମ ହେଉଥିବା ବେଳେ ଭିକ୍ଷା ବୃତି ରେ କିନ୍ତୁ ରୋକ ଲାଗିପାରିନାହିଁ | ଯାହା ସବୁଠୁ ବଡ ମୁଣ୍ଡ ବିନ୍ଧାର କାରଣ ପାଲଟିଛି | ଦେଶରେ ବିଭିନ୍ନ ସହରରେ ଭିକ୍ଷା ବୃତ୍ତି…
Read More...

ମଶା ଧରିଲେ ମିଳୁଛି ୪୦୦ ଟଙ୍କା

ମହାରାଷ୍ଟ୍ର: ମହାରାଷ୍ଟର ଅହମ୍ମଦାନଗର ଜିଲ୍ଲାରେ ଏମିତି ଏକ ଗାଁ ଅଛି ଯେଉଁଠାରେ ୮୦ ଜଣ ଲୋକ କରୋଡପତି । ଏହି ଗାଁରେ ଗୋଟିଏ ବି ମଶା ନାହାଁନ୍ତି । ଯଦି ଏଠାରେ କେହି ମଶା ଖୋଜି ଦେଖାନ୍ତି । ତେବେ ତାଙ୍କୁ ଉପହାର ସୂରପ ୪୦୦ ଟଙ୍କା ପୁରସ୍କାର ରୂପରେ ଦିଆଯାଇଥାଏ । ଏହି ବଜାରର ନାମ ହେଉଛି…
Read More...

ମୋଦିଙ୍କ ପଥରେ ସିନ୍ଦେ

ମହାରାଷ୍ଟ୍ର: ମୋଦିଙ୍କ ପଥ ଅନୁସରଣ କଲେ ମହାରାଷ୍ଟ୍ର ସରକାର । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ୭୫ ହଜାର ସରକାରୀ ବିଭାଗରେ ନିଯୁକ୍ତି ଦେବାପାଇଁ ଘୋଷଣା କରିଛନ୍ତି । ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଗାମୀ ଦେଢ ବର୍ଷ ମଧ୍ୟରେ ୧୦ ଲକ୍ଷ ଯୁବକଙ୍କୁ ନିଯୁକ୍ତି ଦେବା ପାଇଁ…
Read More...

ନିର୍ବାଚନ ପ୍ରତୀକକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଝଡ

ମହାରାଷ୍ଟ୍ର: ପୁଣି ମହାରାଷ୍ଟ୍ରରେ ଦେଖାଦେଇଛି ରାଜନୈତିକ ବିବାଦ । ନିର୍ବାଚନ ପ୍ରତୀକକୁ ନେଇ ଶିବଶେନାର ଦୁଇ ଦଳ ମଧ୍ୟରେ ସ୍ୃଷ୍ଟି ହୋଇଛି ଝଡ । ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି ନିର୍ବାଚନ ପ୍ରତୀକ ପାଇଁ ଶିବସେନାର ଦୁଇ ଦଳ ଉଦ୍ଧବ ଠାକରେ ଏବଂ ବର୍ତମାନର ମୁଖ୍ୟମନ୍ତ୍ରୀ ଏକନାଥ…
Read More...

ଅଟୋ ଚଲାଉଥିଲେ,ରାଜ୍ୟ ଚଲାଇବେ

ମହାରାଷ୍ଟ୍ର ରାଜନୀତିରେ ହଟଚମଟ ,ଅଟୋ ଚଳାଉଥିଲେ, ଏବେ ରାଜ୍ୟ ଚଳାଇବେ ,ଦିନେ ଥିଲେ ମୁଖ୍ୟମନ୍ତ୍ରୀଙ୍କ ସହଯୋଗୀ, ଆଜି ନିଜେ ମୁଖ୍ୟମନ୍ତ୍ରୀ ,ସାଧାରଣ କାର୍ଯ୍ୟକର୍ତାରୁ ପାର୍ଟି ହାଇକମାଣ୍ଡ୍ । ମହାରାଷ୍ଟ୍ରର ନୂଆ ମୁଖ୍ୟମନ୍ତ୍ରୀ ଏକନାଥ ସାମ୍ଭାଜୀ ସିନ୍ଦେ । ତାଙ୍କୁ ନେଇ ଏବେ ଦେଶବ୍ୟାପୀ…
Read More...

ଲୋଟାରେ ଫସିଲା ମାଙ୍କଡ଼ ମୁହଁ

ଚନ୍ଦ୍ରପୁର: ପ୍ରବଳ ଗ୍ରୀଷ୍ମ ପ୍ରବାହରେ ଅସ୍ତବ୍ୟସ୍ତ ପ୍ରାଣୀଜଗତ । ଅତ୍ୟଧିକ ଗୁଳୁଗୁଳି ହେତୁ ଜନବସତିକୁ ମାଡିଆସୁଛନ୍ତି ଜଙ୍ଗଲି ଜନ୍ତୁ । କଉଠି ଟୋପେ ପାଣି ପାଇଲେ କିଛି ନ ଭାବି ଚାଲିଯାଉଛନ୍ତି ପାଣି ପାଖକୁ । ବିଶେଷ କରି ମାଙ୍କଡମାନେ ପହ୍ଲ ପହ୍ଲ ହୋଇ ଗାଁ ରାସ୍ତାକୁ ଧାଇଁ ଆସୁଥିବାର ନଜର…
Read More...

ମହାରାଷ୍ଟ୍ରରେ ସ୍ଥିତି ବେକାବୁ , ମିଳୁନି ବେଡ଼ ସହ ଅକ୍ସିଜେନ୍‌

(ମହାରାଷ୍ଟ୍ର) : ମହାରାଷ୍ଟ୍ରରେ କରୋନାର ଦ୍ୱିତୀୟ ଲହର ବୃଦ୍ଧି ପାଇଛି । ସ୍ଥିତି ଏପରି ହେଲାଣି ଯେ ବିଭିନ୍ନ ଡାକ୍ତରଖାନାମାନଙ୍କରେ ଆଉ ଶଯ୍ୟା ମଧ୍ୟ ଉପଲବ୍ଧ ନାହିଁ । ଅକ୍ସିଜେନର ଅଭାବ ଦେଖିବାକୁ ମିଳୁଛି । ଅନ୍ୟପଟେ ଦ୍ୱିତୀୟ ଭାରିଏଣ୍ଟର ପ୍ରଭାବ ଅଧିକ ଥିବାରୁ ଅନେକ କରୋନା ଆକ୍ରାନ୍ତଙ୍କ…
Read More...