Browsing Tag

Maharastra

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ଅଜିତ୍ ପାୱାରଙ୍କ ପୁଅ ପାର୍ଥ ପାୱାର ।

ମହାରାଷ୍ଟ୍ର ରାଜନୀତିରେ ପୁଣିଥରେ ପାୱାରଙ୍କ ଯୁଗ ଆରମ୍ଭ । ଆମେ ଆପଣଙ୍କୁ ଆଜି ଏଥିପାଇଁ ଏ କଥା କହୁଛୁ କାରଣ ଆଜି ସ୍ୱର୍ଗତ ଅଜିତ୍ ପାୱାରଙ୍କ ପୁଅ ଆଜି ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି । ଗୋଟିଏ ପଟେ ଦଳର ଦାୟିତ୍ବ ସୁନେତ୍ରା ପାୱାର ନେଇଛନ୍ତି, ଅନ୍ୟପକ୍ଷେ ଆଜି ତାଙ୍କର ପୁଅ…
Read More...

କୂଅକୁ କାର ଖସି ଗୋଟେ ପରିବାରର ୯ ଜଣଙ୍କ ମୃତ୍ୟୁ, ମହାରାଷ୍ଟ୍ରରେ ମର୍ମନ୍ତୁଦ ଦୁର୍ଘଟଣା

Bhubaneswar: ମନୁଷ୍ୟ ଜୀବନ କେତେ ଅନିଶ୍ଚିତ, ତାହା ପୁନର୍ବାର ପ୍ରମାଣ କରିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମହାରାଷ୍ଟ୍ରରେ ଘଟିଥିବା ଏହି ଦୁର୍ଘଟଣାରେ ଗୋଟିଏ ପରିବାରର ୯ ଜଣଙ୍କ ଜୀବନ ନିମିଷକେ ନିଭିଯାଇଛି। ନାସିକ ଜିଲ୍ଲାର ଡିଣ୍ଡୋରି ନିକଟରେ ଏହି ଭୟାବହ ଘଟଣା ଘଟିଛି। ମୃତକମାନେ…
Read More...

ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ହେବେ ସୁନେତ୍ରା ପାଓ୍ବାର୍, ଆଜି ସନ୍ଧ୍ୟାରେ ନେବେ ଶପଥ

ମହାରାଷ୍ଟ୍ର: ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ୍ ପାୱାରଙ୍କ ପତ୍ନୀ ଏବଂ ବର୍ତ୍ତମାନର ରାଜ୍ୟସଭା ସାଂସଦ ସୁନେତ୍ରା ପାଓ୍ବାର୍ ଆଜି ମହାରାଷ୍ଟ୍ରର ପ୍ରଥମ ମହିଳା ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ଆଜି ଅପରାହ୍ନ ୫ଟାରେ ତାଙ୍କର ଶପଥଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଦଳର…
Read More...

ପ୍ଲେନ୍ କ୍ରାସ୍: ଆଉ ନାହାନ୍ତି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର

ମହାରାଷ୍ଟ୍ର: ମହାରାଷ୍ଟ୍ରର ରାଜନୀତିରେ ଶୋକର ଛାୟା। ବରିଷ୍ଠ ରାଜନେତା, ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଏବଂ ଏନସିପି ମୁଖ୍ୟ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ଦେହାନ୍ତ ହୋଇଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇ ଏହି ଦୁଃଖଦ ଖବରକୁ ନିଶ୍ଚିତ କରିଛି। ବୁଧବାର ସକାଳ ପ୍ରାୟ ୮.୪୫ଟା ସମୟରେ…
Read More...

ମହାରାଷ୍ଟ୍ରରେ ଅଜବ ସ୍ଥିତି; ବିଜେପି-କଂଗ୍ରେସ କୋଳାକୋଳି

ମୁମ୍ବାଇ: ମହାରାଷ୍ଟ୍ର ରାଜନୀତିରେ ଐତିହାସିକ ଦୃଶ୍ୟପଟ । କୋଳାକୋଳି ହେଲେ ବିଜେପି-କଂଗ୍ରେସ । ଅମ୍ବରନାଥ ପୌରପାଳିକା କ୍ଷମତା ଦଖଲ ପାଇଁ ଅଜବ ମେଣ୍ଟ । ୬୦ ଆସନ ବିଶିଷ୍ଟ ପୌରପାଳିକାରେ ସିନ୍ଦେଙ୍କ ଶବସେନାକୁ ମିଳିଛି ମାତ୍ର ୨୭ ସିଟ୍‌ । ମାତ୍ର ଶିବସେନାକୁ କ୍ଷମତାରୁ ଦୂରେଇ ରଖିବାକୁ…
Read More...

୧୬ ଜଣିଆ ପ୍ରାର୍ଥୀ ତାଲିକା ଘୋଷଣା କଲା ଶିବସେନା(UBT)

ନୂଆଦିଲ୍ଲୀ: ମହାରାଷ୍ଟ୍ରରେ ଶିବସେନା ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରିଛି। ତାଲିକାରେ ୧୬ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି ଉଦ୍ଧବ ଠାକରେ । କଂଗ୍ରେସର ଅସନ୍ତୋଷ ଭିତରେ ଇଣ୍ଡିଆ ମେଣ୍ଟରେ ଥିବା ଶିବସେନା ସଙ୍ଗାଲି ଲୋକସଭା ଆସନରୁ ମଧ୍ୟ ଜଣେ ପ୍ରାର୍ଥୀଙ୍କୁ…
Read More...

୧୦ ମିନିଟରେ ଲଗାତାର ୨ଥର ଭୂକମ୍ପ ଝଟକା

ମହାରାଷ୍ଟ୍ର : ଆଜି ସକାଳୁ ଥରିଛି ମାହାରାଷ୍ଟ୍ର । ହିଙ୍ଗୋଲିରେ ୧୦ ମିନିଟରେ ଲଗାତାର ଦୁଇଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିବା କୁହାଯାଉଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଓ ୩.୬ ରେକର୍ଡ କରାଯାଇଥିବା କୁହାଯାଉଛି । ଭୂକମ୍ପର ପ୍ରଥମ ଝଟକା ସକାଳ ୬ଟା ୮ ମିନିଟରେ ଅନୁଭୂତ ହୋଇଥିବା…
Read More...

ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର , ୪ ନକ୍ସଲ ନିହତ

ନୂଆଦିଲ୍ଲୀ: ମହାରାଷ୍ଟ୍ର ଗଡଚିରୋଲିରେ ବଡ ଧରଣର ଏନକାଉଣ୍ଟର। ଏଥିରେ ୪ ନକ୍ସଲ ନିହତ ହୋଇଥିବା ସୂଚନା ମିଳିଛି। ୪ ନକ୍ସଲଙ୍କ ମୃତଦେହ ସହ ବିପୁଳ ବିସ୍ଫୋରକ ଜବତ ହୋଇଛି। ଏକେ ୪୭ ସହ ଦୁଇଟି ଦେଶୀ ବନ୍ଧୁକ ଓ ମାଓ ସାମଗ୍ରୀ ମଧ୍ୟ ଜବତ ହୋଇଛି। ନିହତ ୪ ଜଣ ନକ୍ସଲଙ୍କ ନାଁରେ ୩୬ ଲକ୍ଷ ଟଙ୍କାର…
Read More...

ମହାରାଷ୍ଟ୍ର ନାଗପୁରର ସୀତାବାଡ଼ି ଫ୍ଲାଏ ଓଭର ଉପରେ ଜଳିଗଲା କାର

ମହାରାଷ୍ଟ୍ର: ଫ୍ଲାଏ ଓଭର ଉପରେ ହୁତୁ ହୁତୁ ହୋଇ ଜଳିଗଲା କାର । ମହାରାଷ୍ଟ୍ର ନାଗପୁରର ସୀତାବାଡି ଫ୍ଲାଏ ଓଭରରେ ଘଟିଛି ଏଭଳି ଘଟଣା । ଯାତ୍ରୀଙ୍କୁ ନେଇ ଏହିକାର ଯାଉଥିବା ସମୟରେ ହଠାତ ଲାଗିଯାଇଥିଲା ନିଆଁ । ନିଆଁ ଲାଗିବା ଦେଖି ଯାତ୍ରୀ ମାନେ ଭୟଭିତ ହୋଇ କାରରୁ ଓହ୍ଲାଇ ଯାଇଥିଲେ । ଫଳରେ…
Read More...

ଲିଫ୍ଟ ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି

ବ୍ୟୁରୋ: ଲିଫ୍ଟ ଅଘଟଣ ଘଟଣାରେ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି । ମହାରାଷ୍ଟ୍ର ଥାନେରେ ଗତକାଲି ଘଟିଥିବା ଏହି ଦୁର୍ଘଟଣାରେ ପ୍ରାୟ ୭ଜଣଙ୍କ ମୃତ୍ୟୁ ହୋଇଥିବା ଥାନେ ମୁନସିପାଲ କର୍ପୋରେସନ ପକ୍ଷରୁ କୁହାଯାଇଛି । ଗତ କାଲି ମହାରାଷ୍ଟ୍ର ଥାନେରେ ଲିଫ୍ଟ ଛିଡିପଡିବାରୁ ପ୍ରାୟ ୭ ଜଣଙ୍କ ପ୍ରାଣ…
Read More...