Browsing Tag

lingaraj temple

ଶ୍ରାବଣ ଶେଷ ସୋମବାରରେ ଶୈବ ପୀଠରେ କାଉଡ଼ିଆଙ୍କ ନାହିଁ ନଥିବା ଭିଡ଼

ଭୁବନେଶ୍ୱର: ଶ୍ରାବଣ ମାସର ଶେଷ ସୋମବାର ପାଇଁ ଆଜି ସାରା ଓଡିଶାର ଶୈବ ମନ୍ଦିରରେ ଭକ୍ତଙ୍କ ଭିଡ଼ ଜମିଥିଲା। କାଉଡ଼ିଆ ଏବଂ ନିୟମିତ ଭକ୍ତମାନେ ପାଣି ଅର୍ପଣ ପାଇଁ ଧାଡ଼ିରେ ଠିଆ ହୋଇ ଦର୍ଶନ କରଥିଲେ। ସକାଳୁ ସକାଳୁ ବିଭିନ୍ନ ଶୈବ ମନ୍ଦିରରେ କାଉଡ଼ିଆ ତଥା ଭକ୍ତମାନେ ମନ୍ଦିରରେ ପହଞ୍ଚିବା…
Read More...

ଲିଙ୍ଗରାଜ ମନ୍ଦିରରେ ପୁଣି ନୀତିକାନ୍ତି ବନ୍ଦ: ସେବାୟତଙ୍କ ମଧ୍ୟରେ ବିବାଦ, ଭକ୍ତମାନଙ୍କ ଅସନ୍ତୋଷ

Bhubaneswar: ଭୁବନେଶ୍ୱରର ପ୍ରସିଦ୍ଧ ଶୈବ ପୀଠ ଲିଙ୍ଗରାଜ ମନ୍ଦିରରେ ପୁଣିଥରେ ନୀତିକାନ୍ତି ବନ୍ଦ ହେବା ଘଟଣା ଭକ୍ତମାନଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ସୃଷ୍ଟି କରିଛି। ସୋମବାର ସକାଳ ପ୍ରାୟ ୯ଟାରୁ ମହାପ୍ରଭୁ ଲିଙ୍ଗରାଜଙ୍କ ଦୈନିକ ନୀତି ବନ୍ଦ ରହିଥିବା ସୂଚନା ମିଳିଛି। ସୂଚନା ଅନୁସାରେ,…
Read More...

ରାଜ୍ୟରେ ଭକ୍ତିମୟ ପରିବେଶ, ମହାଶିବରାତ୍ରୀ ପାଳନ ଅବସରରେ ଲିଙ୍ଗରାଜ୍ ମନ୍ଦିର ଉପରେ ଉଡିବନି ଡ୍ରୋନ୍

ଭୁବନେଶ୍ଵର: ଆଜି ପବିତ୍ର ଜାଗର। ଦେବାଧିଦେବ ମହାଦେବଙ୍କ ଭକ୍ତମାନଙ୍କ ପାଇଁ ଏହା ଅତ୍ୟନ୍ତ ବିଶେଷ ଦିନ। ମହାଶିବରାତ୍ରୀ ଅବସରରେ ମାଟିରୁ ଆକାଶ ପର୍ଯ୍ୟନ୍ତ ସବୁଠି ଶିବମୟ ପରିବେଶ ସୃଷ୍ଟି ହୋଇଛି। “ହର ହର ମହାଦେବ” ଧ୍ୱନିରେ ପ୍ରକମ୍ପିତ ହେଉଛି ରାଜ୍ୟର ବିଭିନ୍ନ ଶୈବ ପୀଠ। ଭୁବନେଶ୍ୱରର…
Read More...

ରାତି ପାହିଲେ ଲିଙ୍ଗରାଜଙ୍କ ଜାଗରଯାତ୍ରା: ୪୧ ପ୍ଲାଟୁନ୍ ଫୋର୍ସ ମୁତୟନ

ଭୁବନେଶ୍ୱର: ପବିତ୍ର ମହା ଶିବରାତ୍ରି ଅବସରରେ Lingaraj Temple ରେ ହେବାକୁଥିବା ଜାଗରଯାତ୍ରା ପାଇଁ ବ୍ୟାପକ ପୋଲିସ ବ୍ୟବସ୍ଥା କରାଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଓ ଟ୍ରାଫିକ ପରିଚାଳନାକୁ ଦୃଷ୍ଟିରେ ରଖି ୪୧ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି। ପ୍ରତିବର୍ଷର ଭଳି ଏବେ ମଧ୍ୟ ହଜାର ହଜାର…
Read More...

୧୫ ଫେବୃଆରୀରେ ମହାଶିବରାତ୍ରୀ: ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମନ୍ଦିରର ମହାଦୀପ

ଭୁବନେଶ୍ବର: ଆସନ୍ତା ୧୫ ତାରିଖ ରବିବାର ଦିନ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ପ୍ରସିଦ୍ଧ ମହାଶିବରାତ୍ରୀ (ଜାଗର) ପର୍ବ ଭକ୍ତିଭାବରେ ପାଳିତ ହେବ। ଏନେଇ ସୂଚନା ଦେଇଛନ୍ତି ଲିଙ୍ଗରାଜ ମନ୍ଦିର ସୁପରଭାଇଜର। ଏହି ପର୍ବକୁ ସୁଚାରୁ ଓ ଶାନ୍ତିପୂର୍ଣ୍ଣ ଭାବେ ଆୟୋଜନ କରିବା ଉଦ୍ଦେଶ୍ୟରେ ଗତକାଲି…
Read More...

ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ଵର: ସ୍ୱାଭାବିକ ଭାବରେ ଚାଲିଲା ପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି । ମଙ୍ଗଳ ଆଳତି ପରେ ବର୍ତ୍ତମାନ ଚାଲିଛି ଧାଡ଼ି ଦର୍ଶନ । ଗତକାଲି ମକର ସଂକ୍ରାନ୍ତିରେ ଉପାସରେ ଥିଲେ ପ୍ରଭୁ ଶ୍ରୀଲିଙ୍ଗରାଜ । ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତିଙ୍କ ସୂଚନା । ବଡୁ ଓ ବ୍ରାହ୍ମଣ…
Read More...

ଉପାସରେ ଶ୍ରୀଲିଙ୍ଗରାଜ: ଏକାମ୍ର ବିଧାୟକ ବାବୁ ସିଂଙ୍କ କଡ଼ା ଚେତାବନୀ

ଭୂବନେଶ୍ଵର: ଶ୍ରୀଲିଙ୍ଗରାଜ ଉପାସରେ ରହିବା ପ୍ରସଙ୍ଗ । କଡ଼ା ଚେତାବନୀ ଦେଲେ ଏକାମ୍ର ବିଧାୟକ ବାବୁ ସିଂ । ନୀତିକାନ୍ତି ବନ୍ଦ କରିଥିବା ସେବାୟତଙ୍କ ଉପରେ ହେବ କାର୍ଯ୍ୟାନୁଷ୍ଠାନ । ସେବାୟତ ସେବା କରିବାକୁ ଅଛନ୍ତି, ନିଷ୍ପତ୍ତି ନେବାକୁ ନୁହେଁ । ବାବା ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ…
Read More...

ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ

ଭୁବନେଶ୍ଵର: ପୁଣି ସେବାୟତଙ୍କ ମଧ୍ୟରେ ବିବାଦ, ମକର ସଂକ୍ରାନ୍ତିରେ ଉପାସରେ ରାଜଧାନୀର ଆରାଧ୍ୟ ପ୍ରଭୁ ଲିଙ୍ଗରାଜ । ମଙ୍ଗଳବାର ରାତି ୯ଟାରୁ ବନ୍ଦ ରହିଛି ନୀତିକାନ୍ତି, ଭକ୍ତ ଓ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ । ସେବାୟତଙ୍କ ବିବାଦ ଯୋଗୁ ମଙ୍ଗଳବାର ସନ୍ଧ୍ୟାଧୂପ ପୂର୍ବରୁ ଶ୍ରୀଲିଙ୍ଗରାଜ…
Read More...

ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ, ଚିହ୍ନଟ କଲେ ପୁଲିସ ଓ ମନ୍ଦିର କର୍ମଚାରୀ

ଭୁବନେଶ୍ଵର: ଲିଙ୍ଗରାଜ ମନ୍ଦିରରେ ପଶିଗଲେ ଅଣହିନ୍ଦୁ । ଆଜି ମନ୍ଦିର ଭିତରେ ଜଣେ ଅଣହିନ୍ଦୁ ପ୍ରବେଶ କରିଥିବା ଚିହ୍ନଟ କରିଥିଲେ ପୁଲିସ ଓ ମନ୍ଦିର କର୍ମଚାରୀ । ଏନେଇ ମନ୍ଦିର ସୁପରଭାଇଜରଙ୍କୁ ଅବଗତ କରାଯାଇଥିଲା । ଏହାପରେ ଲିଙ୍ଗରାଜ ମନ୍ଦିରରେ ହୋଇଥିଲା ବଡ଼ ଧୋକାଳ ନୀତି । ଚୂନ ପକାଇ…
Read More...

ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ଧୁମଧାମରେ ପାଳନ ହେବ ଶୀତଳଷଷ୍ଠୀ ଯାତ୍ରା

ଭୁବନେଶ୍ୱର-: ଭୁବନେଶ୍ୱରର ଆରାଧ୍ୟ ମହାପ୍ରଭୁ ଲିଙ୍ଗରାଜଙ୍କ ମନ୍ଦିରରେ ଧୁମଧାମରେ ମେ ୩୦ରେ ଶିବ ବିବାହ ଓ ୩୧ରେ ଶୀତଳଷଷ୍ଠୀ ଯାତ୍ରା ପାଳନ ହେବ । ଏଥିପାଇଁ ସରିଛି ପ୍ରସ୍ତୁତି ବୈଠକ । ଓଡିଶାର ଦ୍ଵିତୀୟ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା କେମିତି ସମସ୍ତ ନିଯୋଗ ସହାୟତାରେ ମହାଆଡମ୍ବରରେ ପାଳନ…
Read More...