Browsing Tag

lingaraj temple

ଆସୁଛି ଜାଗର ରାତି ୧୦ଟାରେ ଉଠିବ ଲିଙ୍ଗରାଜ ମହାପ୍ରଭୁଙ୍କ ମହାଦୀପ

ବ୍ୟୁରୋ : ଶ୍ରୀଲିଙ୍ଗରାଜଙ୍କ ଜାଗର ମହାଦୀପ ରାତି ୧୦ଟାରେ ଉଠିବ । ଏନେଇ ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ଆସନ୍ତା ୨୬ ତାରିଖରେ ଶ୍ରୀଲିଙ୍ଗରାଜଙ୍କ ମହାଶିବରାତ୍ରି ପାଳନ ହେବ। ଏହି ଉପଲକ୍ଷେ ମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି । ରାତି ସାଢେ ୧୦ଟାରୁ ୧୧ଟା…
Read More...

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ । ପର୍ଯ୍ୟଟକଙ୍କୁ ଟଙ୍କା ମାଗିବା ଓ ଧମକଚମକ ଦେବା ଅଭିଯୋଗରେ ଲିଙ୍ଗରାଜ ପୋଲିସ ଗିରଫ କରିଛି । ଏନେଇ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି । ଗିରଫ ସେବାୟତ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର, ପ୍ରକାଶ ବଟୁ ।…
Read More...

ମହାଶିବରାତ୍ରୀ ପାଇଁ ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ, ରାତି ୧୦ଟାରୁ ୧୧ଟା ସାହାଣମେଲା ଦର୍ଶନ

ଭୁବନେଶ୍ୱର : ଆଗକୁ ଆସୁଛି ଦେବଦେବ ମହାଦେବଙ୍କ ମହାଶୀବ ରାତ୍ରୀ । ୨ ବର୍ଷ ପରେ ପ୍ରଭୁଙ୍କ ମନ୍ଦିରରେ ଲାଗିବ ଭକ୍ତଙ୍କ ଗହଳି । ଆସନ୍ତା ୧୮ ତାରିଖରେ ମହାଶିବରାତ୍ରୀ ଥିବାରୁ ଆଜି ପ୍ରଭୁ ଲିଙ୍ଗରାଜଙ୍କ ନୀତି ନିର୍ଘଣ୍ଟ ହୋଇଛି । ସୂଚନା ଅନୂଯାୟୀ ରାତି ୧୦ଟାରେ ମହାଦୀପ ଉଠିବ । ଏହାପରେ…
Read More...

କାଲିଠୁ ବନ୍ଦ ଅଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି

ଭୁବନେଶ୍ୱର : ବର୍ଷ ଆରମ୍ଭରୁ ମହାପ୍ରଭୁ ଲିଙ୍ଗରାଜ ମନ୍ଦିରରେ ନୀତି ବିଭ୍ରାଟ । ଗତକାଲିଠାରୁ ଉପାସରେ ଅଛନ୍ତି ପ୍ରଭୁ ଲିଙ୍ଗରାଜ । ଜଣେ ଅଣ ସେବାୟତ ମନ୍ଦିରରେ ପ୍ରବେଶକୁ ନେଇ ମନ୍ଦିର ସେବାୟତଙ୍କ ମଧ୍ୟରେ ବିବାଦ ହୋଇଥିଲା । ଶ୍ରୀ ଲିଙ୍ଗରାଜଙ୍କର ସମସ୍ତ ଭୋଗ ମାରା ହୋଇଥିଲା । ଯାହା ଫଳରେ…
Read More...

ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ: ତିନି ମୁଣ୍ଡିଆ ଛକରେ ଅଟକିଲେ ମହାପ୍ରଭୁ ଲିଙ୍ଗରାଜ

ଭୁବନେଶ୍ୱର: ଆଜି ପବିତ୍ର ଆଶୋକାଷ୍ଟମୀ ।ଏକାମ୍ରକ୍ଷେତ୍ରରୁ ମାଉସୀ ମାଆ ମନ୍ଦିର ବାହାରିଛନ୍ତି ବାବା ଲିଙ୍ଗରାଜ । ତେବେ ତିନି ମୁଣ୍ଡିଆ ଛକ ନିକଟରେ ଅଟକିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ ।ସୂର୍ଯ୍ୟାସ୍ତ କାରଣରୁ ମହାପ୍ରଭୁଙ୍କ ରଥକୁ ତିନି ମୁଣ୍ଡିଆ ଛକ ନିକଟରେ ଅଟକ ରଖା ଯାଇଛି ।…
Read More...

ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ଯୋଗାଇ ଦିଆଯିବ କାଗଜ ବ୍ୟାଗ୍

(ରିପୋର୍ଟସ ଟୁଡ଼େ): ପରିବେଶର ସ୍ୱଚ୍ଛତାକୁ ଦୃଷ୍ଟିରେ ରଖି ରାଜଧାନୀରେ ପଲିଥିନ୍ ବ୍ୟାନ୍ କରାଯାଇଛି । ଚାରିଆଡ଼େ ଏହି ବିଷୟକୁ ନେଇ ସଚେତନତା କାର୍ଯ୍ୟମାନ କରାଯାଉଛି । ଏନେଇ ଶ୍ରୀ ଲୀଙ୍ଗରାଜ ମନ୍ଦିରରେ ଏଣିକି ପଲିଥିନ୍ ପୂରାଇ ଦିଆଯିବ ଦାହିଁ । ସିଂହଦ୍ୱାର ନିକଟରେ ଶ୍ରଦ୍ଧାଳୁମାନଙ୍କୁ…
Read More...