ଆଜି କୁମାର ପୂର୍ଣ୍ଣିମା, ଭଲ ବର ପାଇବାକୁ ଚାନ୍ଦ ପୂଜା କରିବେ କୁଆଁରୀ
ଭୁବନେଶ୍ଵର: କୁଆଁରୀ ଝିଅଙ୍କ ପର୍ବ କୁଆଁରପୁନେଇ । ଏହିଦିନ କୁଆଁରୀ ମାନେ ସଜବାଜ ହୋଇ ହାତରେ ପୂଜାଥାଳି ଧରି ଚାନ୍ଦ ବନ୍ଦେଇବାକୁ ଅଗଣାରେ ଏକାଠି ହୋଇଥାନ୍ତି । ଲୋକକଥା ଅନୁଯାୟୀ ଏହି ପୂଜା କୁଆଁରୀ ଝିଅମାନେ ନିଷ୍ଠାର ସହ କଲେ ତାଙ୍କୁ ଚାନ୍ଦପରି ସୁନ୍ଦର ଓ ସ୍ଵଭାବରେ ଭଲ ବର ମିଳିଥାଏ ।…
Read More...
Read More...