ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବ
ଭୁବନେଶ୍ୱର:- ଆସନ୍ତା ଜାନୁଆରିରେ କଳିଙ୍ଗ ଷ୍ଟୁଡିଓର ନିର୍ମାଣ କାମ ଶେଷ ହୋଇ କାର୍ଯ୍ୟକ୍ଷମ ହେବାର ଆଶଙ୍କା ଦେଖାଯାଉଛି। ଏଥି ପାଇଁ ପ୍ରସ୍ତୁତି ଜୋରଦାର ଚାଲିଛି। ନିର୍ମାଣ କାମ ଠିକ୍ ଠାକ୍ ଚାଲିଲେ ସମୟରେ ଏହାର ନିର୍ମାଣ କାମ ଶେଷ ହୋଇଯିବ ବୋଲି ଆଶଙ୍କା କରାଯାଉଛି। ଏହା ଦ୍ୱାରା…
Read More...
Read More...