ଦକ୍ଷିଣ କୋରିଆରେ କରୋନାର ଦୈନିକ ସଂକ୍ରମଣ ୬ ଲକ୍ଷ ପାର୍, ଗଲାଣି ୪୨୯ ଜୀବନ
ନୂଆଦିଲ୍ଲୀ: ଏସିଆର ଅନେକ ଦେଶରେ ପୁଣି ଥରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବାରୁ ଲୋକଙ୍କ ଚିନ୍ତା ବଢ଼ିଛି | ଓମିକ୍ରନ ସଂକ୍ରମଣ ମଧ୍ୟରେ ଦକ୍ଷିଣ କୋରିଆରେ କୋଭିଡ-୧୯ ପରିସ୍ଥିତି ଏବେ ସଙ୍ଗିନ ହୋଇପଡିଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ମଧ୍ୟ ଏହାକୁ ନେଇ ଉଦ୍ବେଗ ପ୍ରକାଶ କରିଛି। ଭାରତରେ,…
Read More...
Read More...