Browsing Tag

jyoti

ଖୋଲିଲା କୃଷ୍ଣଚନ୍ଦ୍ର ପ୍ରତିହାରୀ ହତ୍ୟା ମାମଲାର ଗୁମର, ହତ୍ୟା ପାଇଁ ୩୦ ଲକ୍ଷର ଡିଲ୍

ଭୁବନେଶ୍ୱର: ବହୁଚର୍ଚ୍ଚିତ ଶ୍ରୀମନ୍ଦିର ବରିଷ୍ଠ ସେବାୟତ କୃଷ୍ଣଚନ୍ଦ୍ର ପ୍ରତିହାରୀଙ୍କ ହତ୍ୟା ମାମଲାର ଖୋଲିଛି ହତ୍ୟା ରହସ୍ୟ ପଛରେ ଥିବା ଗୁମର । କୃଷ୍ଣଚନ୍ଦ୍ର ଓରଫ କାଳିଆ ପ୍ରତିହାରୀ ହତ୍ୟା ଘଟଣାରେ ସାମିଲ ହୋଇଥିବା ୬ ଜଣଙ୍କୁ ଗିରଫ କରିଛି ପୋଲିସ । ପ୍ରତିଶୋଧ ପାଇଁ କାଳିଆଙ୍କୁ ହତ୍ୟା…
Read More...

ଭାରତକୁ ଫେରିଲା ୟୁକ୍ରେନରେ ପ୍ରାଣ ହରାଇଥିବା ଏମ୍‌ବିବିଏସ୍‌ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ ଶରୀର

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧର ଭୟାବହ ପରିଣତି ଦିନକୁ ଦିନ ବଢ଼ି ଚାଲିଛି । ଏହି ଯୁଦ୍ଧ କାରଣରୁ ଦୁଇ ଦେଶର ଆର୍ଥିକ ସ୍ଥିତି ମଧ୍ୟ ଧିରେ ଧିରେ ବିଗିଡ଼ିବାକୁ ଲାଗିଛି । ତେବେ ଦୀର୍ଘ ୨୦ ଦିନରେ ପରେ ଭାରତ ଫେରିଛି ୟୁକ୍ରେନରେ ପ୍ରାଣ ହରାଇଥିବା ମେଡିକାଲ ଛାତ୍ର ନବୀନ ଶେଖରପ୍ପାଙ୍କ ମୃତ…
Read More...

ରାସ୍ତା କଡ଼କୁ ଓଲଟିଲା ଯାତ୍ରୀବାହୀ ବସ୍: ୮ ମୃତ, ୨୦ ରୁ ଅଧିକ ଗୁରୁତର

ନୂଆଦିଲ୍ଲୀ: ଦେଶରେ ହୋଲିର ମାହୋଲ ମଧ୍ୟରେ ସାମ୍ନାକୁ ଆସିଛି ଏକ ଦୁଃଖଦ ଖବର । କର୍ଣ୍ଣାଟକରେ ଘଟିଛି ଏକ ବଡ ଧରଣର ଦୁର୍ଘଟଣା । ତୁମ୍କୁର ଜିଲ୍ଲାର ପାୱାଗଡା ନିକଟରେ ଥିବା ରାଜପଥରେ ଏକ ଯାତ୍ରୀବାହୀ ବସ୍ ଓଲଟିଯିବାରୁ ୮ଜଣଙ୍କର ମୃତ୍ୟୁ ହୋଇଛି । ଏହି ଦୁର୍ଘଟଣାରେ ୨୦ରୁ ଅଧିକ ଲୋକଙ୍କ ଅବସ୍ଥା…
Read More...

ରଙ୍ଗର ପର୍ବ ଉପଲକ୍ଷେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଆଜି ରଙ୍ଗ, ଆନନ୍ଦ ଏବଂ ଉତ୍ସାହର ପର୍ବ ହୋଲି । ଆଜିର ଦିନରେ ସବୁ ରାଗ ଋଷା ଭୁଲି ପରସ୍ପରକୁ ରଙ୍ଗ ଲଗାଇ ଲୋକେ ହୋଲିର ଶୁଭେଚ୍ଛା ପ୍ରଦାନ କରିଛନ୍ତି । ଭାରତରେ ସବୁ ସମ୍ପ୍ରଦାୟ ଲୋକେ ହୋଲିକୁ ଗଣ ଉତ୍ସବ ଭାବେ ପାଳନ କରିଥାନ୍ତି । ଗାଁଠୁ ସହର ସବୁଠି ପରସ୍ପରକୁ ରଙ୍ଗ ଲଗାଇ ହୋଲିର…
Read More...

ହୋଲି ପାଇଁ ରାଜଧାନୀରେ କମିଶନରେଟ ପୋଲିସର କଡ଼ା ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆଜି ରଙ୍ଗର ପର୍ବ ହୋଲି, ପବିତ୍ର ଦୋଳ ପୂର୍ଣ୍ଣିମା ପରେ ଆଜି ସାରା ଓଡିଶାରେ ହୋଲି ଉତ୍ସବ ପାଳନ ହେଉଛି । ରଙ୍ଗ ଆନନ୍ଦ ଉଲ୍ଲାସର ପର୍ବକୁ ନେଇ ପଲ୍ଲୀରୁ ଦିଲ୍ଲୀ ଉତ୍ସବ ମୁଖର ।ତେବେ ଆଜି କରୋନା କଟକଣା ଭିତରେ ପାଳନ ହେବ ହୋଲି । ଅନ୍ୟପକ୍ଷେ ଓଡିଶାରେ ସର୍ବସାଧାରଣ ସ୍ଥାନ…
Read More...

ହୋଲିରେ ଆପଣାନ୍ତୁ ଏହି ସବୁ ଘରୋଇ ଉପାୟ ସହଜରେ ଛାଡ଼ିବ ଶରୀରରୁ ରଙ୍ଗ

ଭୁବନେଶ୍ୱର: ରାତି ପାହିଲେ ଆରମ୍ଭ ହୋଇଯିବ ହୋଲି ପର୍ବ | ହୋଲିର ରଙ୍ଗରେ ଚାରିଆଡ଼େ ଉଡ଼ିବା ରଙ୍ଗ ଅବିର | ନାଲି, ସବୁଜ, ନୀଳ ଏବଂ ହଳଦିଆ ରଙ୍ଗରେ ରଙ୍ଗୀନ ହେବେ ପ୍ରତ୍ୟେକଟି ମଣିଷ | କାରଣ ହୋଲିର ଦ୍ୱିତୀୟ ଅର୍ଥ ହେଉଛି ରଙ୍ଗ | ତେବେ ରଙ୍ଗରେ ରଙ୍ଗିନ ହୋଲିରେ ପିଲାମାନଙ୍କଠାରୁ ଆରମ୍ଭ କରି…
Read More...

ପରସ୍ପରର ହାତ ଧରି ରୋମାଣ୍ଟିକ୍ ଅନ୍ଦାଜରେ ନଜର ଆସିଲେ ଭିକି-କ୍ୟାଟ୍ରିନା

ନୂଆଦିଲ୍ଲୀ: ନ୍ୟୁଲି ମ୍ୟାରେଡ କପଲ୍ ବିକି କୌଶଲ ଏବଂ କ୍ୟାଟ୍ରିନା କୈଫ ଚଳିତ ବର୍ଷ ବିବାହ ପରେ ସେମାନଙ୍କର ପ୍ରଥମ ହୋଲି ପାଳନ କରିବାକୁ ଯାଉଛନ୍ତି। ତେବେ ଏହି ସମୟରେ ଦୁହିଁଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ଉଭୟ ଏକ ରୋମାଣ୍ଟିକ୍ ଅନ୍ଦାଜରେ ନଜର…
Read More...

ଦେଶର ସର୍ବବୃହତ ହକି ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ତଦାରଖ କଲେ ୫-ଟି ସଚିବ

ଭୁବନେଶ୍ୱର: ଷ୍ଟିଲ ସିଟି ଗସ୍ତରେ ୫-ଟି ସଚିବ ଭି.କେ ପାଣ୍ଡିଆନ୍ । ତାଙ୍କ ସହ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ମଧ୍ୟ ଗସ୍ତ କରିଛନ୍ତି । ଓଡ଼ିଶାକୁ ହକିର ହବ୍ ଭାବେ ଗଢି ତୋଳିବାକୁ ଲକ୍ଷ୍ୟ ରଖିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ନିୟମିତ…
Read More...

ଚୀନରେ ସଂକ୍ରମଣ ବୃଦ୍ଧିକୁ ଦେଖି ଭାରତ ସାବଧାନ, ସତର୍କତା ପାଇଁ ସବୁ ରାଜ୍ୟକୁ ଚିଠି ଲେଖିଲେ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣର ମାତ୍ରା ଧିରେ ଧିରେ କମୁଥିବା ସମୟରେ ପଡୋଶୀ ଦେଶ ଚୀନରେ କିନ୍ତୁ ଏବେ ସଂକ୍ରମଣ ବଢ଼ିବାରେ ଲାଗିଛି | ଯାହାକି ବର୍ତ୍ତମାନ ଭାରତର ଚିନ୍ତା ବଢ଼ାଇଛି । ଗତ କିଛି ସପ୍ତାହ ମଧ୍ୟରେ ଚୀନରେ କରୋନା ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ସମ୍ଭାବ୍ୟ…
Read More...

ରାଉରକେଲା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ଫାଇଭ୍‌-ଟି ସଚିବ

ଭୁବନେଶ୍ୱର: ରାଜ୍ୟରେ ହକିକୁ ଗୋଟିଏ ନୂଆ ପରିଚୟ ତଥା ଏହାର ମୂଳଦୁଆକୁ ସୁଦୃଢ଼ କରିବା ନିମନ୍ତେ ଆଜି ରାଉରକେଲା ଗସ୍ତ କରିବେ 5-ଟି ସଚିବ । ରାଉରକେଲା ନିର୍ମାଣ ହେବାକୁ ଯାଉଥିବା ବୃହତ୍ତ ହକି ଷ୍ଟାଡିୟମ୍ ନିର୍ମାଣ କାର୍ଯ୍ୟ ତଦାରଖ କରିବେ ଫାଇଭ୍‌-ଟି ସଚିବ ଭି.କେ ପାଣ୍ଡିଆନ୍ । ତେବେ ମୁଖ୍ୟ…
Read More...