Browsing Tag

Jharsuguda

ଲୁଟ୍ କରୁଛି କଂଗ୍ରେସ, ଝାରସୁଗୁଡା ସମାବେଶରେ ବିରୋଧିକୁ ଧୋଇଲେ ମୋଦି

ଝାରସୁଗୁଡ଼ା: ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶରେ ପ୍ରଧାନମନ୍ତ୍ରୀ ମୋଦି ଯୋଗ ଦେଇ ଏକ ବିଶାଳ ରାଲି କରିଛନ୍ତି । ଏଥିସହ ଝାରସୁଗୁଡ଼ା ସମାବେଶରେ ପ୍ରଧାନମନ୍ତ୍ରୀ ଝାରସୁଗୁଡାବାସୀଙ୍କୁ ସମ୍ବୋଧନ କରିଛନ୍ତି । ମୋଦି କହିଛନ୍ତି, ଦେଢ଼ ବର୍ଷ ପୂର୍ବେ ବିଧାନସଭା ନିର୍ବାଚନରେ ନୂଆ ସଂକଳ୍ପ…
Read More...

ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ମୋଦିମୟ ଝାରସୁଗୁଡା

ଝାରସୁଗୁଡା: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଝାରସୁଗୁଡ଼ା ଅମଲିପାଲିରେ ଯୁବ ସମାବେଶକୁ କରିବେ ସମ୍ବୋଧନ । ୧୭ ଶହ କୋଟିର ରେଳ ପ୍ରକଳ୍ପ ରାଜ୍ୟବାସୀଙ୍କୁ ଭେଟିଦେବେ । ୫୦ ହଜାର ଅନ୍ତ୍ୟୋଦୟ ଘର ବାଣ୍ଟିବା କାର୍ଯ୍ୟକ୍ରମ ମଧ୍ୟ ରହିଛି । ସେପଟେ ଆଜି ଝାରସୁଗୁଡ଼ା…
Read More...

ଆସନ୍ତାକାଲି ଝାରସୁଗୁଡ଼ା ଆସୁଛନ୍ତି ମୋଦି, ଜାରି ହେଲା ଗସ୍ତ କାର୍ଯ୍ୟସୂଚୀ

ଝାରସୁଗୁଡା: ଆସନ୍ତାକାଲି ପ୍ରଧାନମନ୍ତ୍ରୀ ମୋଦିଙ୍କ ଝାରସୁଗୁଡ଼ା ଗସ୍ତ । ପୂର୍ବାହ୍ନ ୧୧ଟା ୧୦ ମିନିଟ୍‌ରେ ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବେ ମୋଦି । ୧୧ଟା ୨୫ରେ ଅମଲିପାଲି ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେବେ । ସେଠାରେ ପ୍ରଧାନମନ୍ତ୍ରୀ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ…
Read More...

ବିପୁଳ ପରିମାଣର ନିଶା ଦ୍ରବ୍ୟ ସହ ୬ ଅଭିଯୁକ୍ତ ଗିରଫ

ଝାରସୁଗୁଡ଼ା:- ଝାରସୁଗୁଡ଼ା ଜିଲ୍ଲାରେ ବ୍ୟାପକ ପରିମାଣର ନିଶା କାରବାର ଚାଲିଥିବା ବେଳେ ପୋଲିସ ଏକ ବଡ ଚଢ଼ଉ ଅଭିଯାନ ବଳରେ ବିପୁଳ ପରିମାଣର ନିଶା ଦ୍ରବ୍ୟ ଜବତ କରିବା ସହିତ ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ମୁତାବକ, ଯୁବ ଗୋଷ୍ଠୀଙ୍କୁ ଟାର୍ଗେଟ କରି ବ୍ରଜରାଜନଗର…
Read More...

ପୂର୍ବତନ ବିଧାୟକ ଦୀପାଳି ଦାସ ଓ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା

ରିପୋଟର୍ସ ଟୁଡେ;ଦୀପାଳିଙ୍କ ନାଁରେ ଏତଲା । ଖାଲି ପୂର୍ବତନ ବିଧାୟକ ଦୀପାଳି ଦାସଙ୍କ ନାଁରେ ନୁହେଁ ରେଙ୍ଗାଲି ବିଧାୟକ ସୁଦର୍ଶନ ହରିପାଲଙ୍କ ନାଁରେ ଏତଲା ହୋଇଥିବା ସୂଚନା ମିଳିଛି । ଏହିି ଏତଲା ଦେଇଛନ୍ତି, ସମ୍ବଲପୁର ସ୍ଥିତ ଠେଲକୁଲି ଥାନାରେ ଏନଏଲସି କମ୍ପାନୀ କର୍ତ୍ତୃପକ୍ଷ । ସୂଚାନ…
Read More...

ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଡାକ୍ତରଙ୍କ ପଦବୀ ପୂରଣ ପାଇଁ ଦାବି ପତ୍ର ଦେଲେ ବିଧାୟକ

ଝାରସୁଗୁଡା : ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ଶ୍ରୀ ମୁକେଶ ମହାଲିଙ୍ଗଙ୍କୁ ବିଶେଷଜ୍ଞ ଡାକ୍ତର ପଦବୀ ପୂରଣ କରିବା ନିମନ୍ତେ ଅନୁରୋଧ ପତ୍ର ଦେଇଛନ୍ତି ଝାରସୁଗୁଡା ବିଧାୟକ ଶ୍ରୀ ଟଙ୍କଧର ତ୍ରିପାଠୀ । ଝାରସୁଗୁଡା ଜିଲ୍ଲା ଡାକ୍ତରଖାନା ଓ କୋଲାବିରା, କିର୍ମିରା, ମୁନ୍ଦ୍ରାଯୋର୍ ସ୍ୱାସ୍ଥ୍ୟ…
Read More...

ଝାରସୁଗୁଡାରେ ଗ୍ୟାସ୍ ଲିକ୍ ; ଜଣେ ଶ୍ରମିକ ମୃତ ,୫ ଜଣ ଅସୁସ୍ଥ

ଝାରସୁଗୁଡା; ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ, ୫ ଗୁରତର । ଝାରସୁଗୁଡାରେ ଗ୍ୟାସ୍ ଲିକ୍ ,ଜଣେ ଶ୍ରମିକ ମୃତ ,୫ ଜଣ ଅସୁସ୍ଥ । ବୁଢିପଦର ସ୍ଥିତ ଓଡିଶା ମେଟାଲିକ କାରଖାନାରେ ଗ୍ୟାସ ଲିକ୍ । ୫ ଅସୁସ୍ଥଙ୍କୁ ସ୍ଥାନୀୟ ଘରୋଇ ମେଡିକାଲରେ ଭର୍ତ୍ତି ।ମୃତକ ଜଣକ ଠିକା ଶ୍ରମିକ, ଘଟଣାକୁ ନେଇ…
Read More...

ଝାରସୁଗୁଡା ପିକୋଲ ଜଙ୍ଗଲରେ ବୁଲୁଛି କଳରାପତରିଆ ବାଘ, ଟ୍ରାପ କ୍ୟାମରାରେ କଏଦ

ଝାରସୁଗୁଡ଼ା: ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ବେଲପାହାଡ଼ ଫରେଷ୍ଟ ରେଞ୍ଜ ଅଧୀନ ପିକୋଲ ଜଙ୍ଗଲରେ କଲରାପତରିଆ ବାଘ ଦେଖିବାକୁ ମିଳିଛି । ଜଙ୍ଗଲରେ ଲାଗିଥିବା ଟ୍ରାପ କ୍ୟାମେରାରେ କଏଦ ହୋଇଛି ଏହି ବାଘର ଫଟୋ । କଲରାପତରିଆ ବାଘର ଫୁଟେଜ ଗତ ୧୪ ତାରିଖରେ ପିକୋଲ ଜଙ୍ଗଲରେ ଲାଗିଥିବା ଟ୍ରାପ୍‌…
Read More...

ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ

ଝାରସୁଗୁଡା : ଝାରସୁଗୁଡା ବିମାନ ବନ୍ଦରରେ ଅବତରଣ କରିପାରେ ପ୍ରଧାନମନ୍ତ୍ରୀଙ୍କ ବିମାନ । ତେଣୁ ଝାରସୁଗୁଡା ବିମାନ ବନ୍ଦରରେ କଡାକଡି କରାଯାଇଛି ସୁରକ୍ଷା ବ୍ୟବସ୍ଥା । ସୂଚନା ଅନୁଯାୟୀ: ଆଜି ମଧ୍ୟପ୍ରଦେଶ ଓ ଛତିଶଗଡରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ବିଭିନ୍ନ କାର୍ଯ୍ୟକ୍ରମ ରହିଛି ।…
Read More...

ଝାରସୁଗୁଡ଼ାରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା

ଭୁବନେଶ୍ୱର: ଝାରସୁଗୁଡ଼ାରେ ପହଞ୍ଚିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ଏୟାରପୋର୍ଟରେ ସ୍ୱାଗତ କଲେ ଦଳର ବରିଷ୍ଠ ନେତୃବୃନ୍ଦ । ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଝାରସୁଗୁଡ଼ାରେ ପହଞ୍ଚିଛନ୍ତି ଜେ.ପି ନଡ୍ଡା । ଆଜି ଝାରସୁଗୁଡ଼ାରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କୁ ଭେଟିବେ । ଝାରସୁଗୁଡା…
Read More...