Browsing Tag

JAPAN

ଜାପାନରେ ଭୂମିକମ୍ପ, ନାହିଁ ସୁନାମୀ ଆଲର୍ଟ

ନୂଆଦିଲ୍ଲୀ: ଭୂକମ୍ପରେ ଥରିଲା ଜାପାନ । ରିକ୍ଟର ସ୍କେଲ୍‌ରେ ତୀବ୍ରତା ୬.୨ ରେକର୍ଡ । ପଶ୍ଚିମ ଚୁଗୋକୁ ଅଞ୍ଚଳରେ ଭୂକମ୍ପ ଝଟ୍‌କା । ତେବେ ଭୁକମ୍ପ ପରେ ସୁନାମୀ ଆଲର୍ଟ କରାଯାଇନାହିଁ । ଭୂକମ୍ପ ଝଟ୍‌କା ପରେ ଲୋକେ ଭୟଭୀତ ଅବସ୍ଥାରେ ଘରୁ ବାହାରକୁ ଆସିଯାଇଥିବାର ଦେଖିବାକୁ ମିଳିଛି।…
Read More...

ଜାପାନ ଇତିହାସରେ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହେଲେ ସାନାଏ ଟାକାଇଚି

ନୂଆଦିଲ୍ଲୀ: ସାନାଏ ଟାକାଇଚି ହେଲେ ଜାପାନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ଜାପାନ ସଂସଦରେ ପ୍ରଧାନମନ୍ତ୍ରୀ ଭାବେ ସାନାଏ ନିର୍ବାଚିତ। ଲିବେରାଲ୍ ଡେମୋକ୍ରାଟିକ୍ ପାର୍ଟି (LDP)ର ନେତ୍ରୀ ସାନାଏ । ଆଜି ଜାପାନର ସଂସଦ ଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବରେ ଅତି ରକ୍ଷଣଶୀଳ ସାନାଏ…
Read More...

ଗୋଟେ ବର୍ଷ ବି ହୋଇପାରିଲେନି ପ୍ରଧାନମନ୍ତ୍ରୀ, ନିଜ ପଦରୁ ଇସ୍ତଫା ଦେଲେ ଶିଗେରୁ ଇସିବା

ନୂଆଦିଲ୍ଲୀ: ଜାପାନ ପ୍ରଧାନମନ୍ତ୍ରୀ ଇସିବା ଶିଗେରୁଙ୍କ ଇସ୍ତଫା । ଅପର୍ ହାଉସ୍ ନିର୍ବାଚନରେ ଶାସକ LDPର ପରାଜୟ ପାଇଁ ଇସ୍ତଫା । LPDରେ ବିଭାଜନ ଆଶଙ୍କା କରି ସଭାପତି ପଦରୁ ମଧ୍ୟ ଓହରିଲେ ଶିଗେରୁ । ଏ ନେଇ ସେ ରବିବାର ଘୋଷଣା କରିଛନ୍ତି। ଶାସକ ଦଳ ଲିବେରାଲ ଡେମୋକ୍ରାଟିକ…
Read More...

ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି ଭାରତ

ବିହାର:- ହକି ଏସିଆ କପ୍ ୨୦୨୫ର ପୁଲ୍‌ ଏ ଗ୍ରୁପର ରୋମାଞ୍ଚକର ମୁକାବିଲାରେ ମଜବୁତ ଭାରତୀୟ ପୁରୁଷ ହକି ଦଳ ଜାପାନକୁ ୩-୨ ଗୋଲରେ ପରାସ୍ତ କରି ଲଗାତାର ଦ୍ୱିତୀୟ ବିଜୟ ହାସଲ କରିଛି। ବିହାର ସ୍ପୋର୍ଟ୍ସ୍ ୟୁନିଭର୍ସିଟି ହକି ଷ୍ଟାଡିୟମରେ ରବିବାର ସନ୍ଧ୍ୟା ୩ଟାରେ ଆରମ୍ଭ ହୋଇଥିବା ଏହି…
Read More...

ଜାପାନ ପ୍ରଧାନମନ୍ତ୍ରୀଙ୍କୁ ମୋଦିଙ୍କ ସ୍ଵତନ୍ତ୍ର ଉପହାର, ଝଟକୁଛି ଭାରତୀୟ କାରିଗରୀ ଏବଂ ଜାପାନୀ ରୋଷେଇ ପରମ୍ପରା

ନୂଆଦିଲ୍ଲୀ: ଭାରତ ଏବଂ ଜାପାନ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କକୁ ଆହୁରି ମଜବୁତ କରିବା ଲକ୍ଷ୍ୟରେ ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଟୋକିଓ ଗସ୍ତରେ ଅଛନ୍ତି । ଏହି ସମୟରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଗେରୁ ଇଶିବା ଏବଂ ତାଙ୍କ ପତ୍ନୀଙ୍କୁ ଏକ ସ୍ୱତନ୍ତ୍ର ଉପହାର ପ୍ରଦାନ କରିଛନ୍ତି ।…
Read More...

ଭାରତରେ ପୁଞ୍ଜି ନିବେଶ ପାଇଁ ବିଦେଶୀ କମ୍ପାନୀ ଆଗ୍ରହୀ: ମୋଦି

ନୂଆଦିଲ୍ଲୀ: ୫ ଦିନିଆ ଚୀନ-ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ ମୋଦି । ଟୋକିଓ ବିମାନ ବନ୍ଦରରେ ପହଞ୍ଚିବା ପରେ ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା ଦିଆଯାଇଥିଲା । ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି । ବିଶ୍ବର ଏକ ବ୍ରାଣ୍ଡ କହି ମୋଦିଙ୍କୁ…
Read More...

ଜାପାନରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ନୂଆଦିଲ୍ଲୀ: ଜାପାନର ଟୋକିଓରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ମୋଦିଙ୍କୁ ପ୍ରବାସୀ ଭାରତୀୟଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ ସମ୍ୱର୍ଦ୍ଧନା । ବିଶ୍ବର ଏକ ବ୍ରାଣ୍ଡ କହି ମୋଦିଙ୍କୁ ପ୍ରଶଂସା କଲେ ପ୍ରବାସୀ । ମୋଦିଙ୍କ ପାଇଁ ବିଶ୍ବରେ ଭାରତୀୟଙ୍କ ପରିଚୟ ବଦଳିଯାଇଛି । ୧୫ତମ…
Read More...

ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ, ଆସନ୍ତାକାଲି ପୃଥିବୀ….

ଭୁବନେଶ୍ଵର: ବାବା ଭେଙ୍ଗା ତାଙ୍କର ଭବିଷ୍ୟବାଣୀ ପାଇଁ ଜଣାଶୁଣା। ସେ 2025 ବର୍ଷ ବିଷୟରେ ଅନେକ ଭବିଷ୍ୟବାଣୀ କରିଛନ୍ତି, ଯାହାକୁ ଏହି ବର୍ଷ ଘଟିବାକୁ ଥିବା ଘଟଣା ସହିତ ଯୋଡାଯାଉଛି। କେତେବେଳେ ସେ ତୃତୀୟ ବିଶ୍ୱଯୁଦ୍ଧ ବିଷୟରେ ତ କେତେବେଳେ ବିଶ୍ୱର ଅନ୍ତ ବିଷୟରେ ଭବିଷ୍ୟବାଣୀ କରିଛନ୍ତି।…
Read More...

ଭୂକମ୍ପରେ ଥରିଲା ଜାପାନ : ୫.୯ ତୀବ୍ରତାର ଝଟକା ଅନୁଭୂତ

ନୂଆଦିଲ୍ଲୀ: ଥରିଲା ଜାପାନ । ଆଜି ଇଜୁ ଦ୍ୱୀପର ତଟୀୟ ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଥିବା କୁହାଯାଉଛି । ଯାହାର ତୀବ୍ରତା ରେକ୍ଟର ସ୍କେଲରେ ୫.୯ ରେକର୍ଡ କରାଯାଇଛି । ଯାହାଫଳରେ ଅଞ୍ଚଳରେ ଏକ ମିଟର ଜୁଆର ପର୍ଯ୍ୟନ୍ତ ସୁନାମୀ ପାଇଁ ଚେତାବନୀ ଦିଆଯାଇଛି । ଏହି ଶକ୍ତିଶାଳୀ ଭୂକମ୍ପ ଅନୁଭୂତ…
Read More...

ଜାପାନରେ ଭୂମିକମ୍ପ ଅନୁଭୂତ, ସୁନାମୀ ପାଇଁ ଚେତାବନୀ

ଜାପାନା: ଜାପାନରେ  ଭୂମିକମ୍ପ ଅନୁଭୂତ । ଭୂମିକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୬.୬ ତିର୍ବତା ରହିଥିବା ବେଳେ ଅଞ୍ଚଳରେ ସୁନାମୀର ଚେତାବନୀ ଦେଇଛନ୍ତି  ଜାପାନର ପାଣିପାଗ ବିଭାଗ । ଆଜି ଦିନ ଜାପାନୀ ସମୟରେ ୧୧ଟା ହୋଇଥିବା ବେଳେ ଏହି ଭୂମିକମ୍ପ  ଅନୁଭୂତ ହୋଇଛି  ।  ଜାପାନର ଇଜୁ ଦ୍ୱୀପରେ ୧…
Read More...