Browsing Tag

JAPAN

ଜାପାନରେ ଭୂମିକମ୍ପ ଅନୁଭୂତ, ସୁନାମୀ ପାଇଁ ଚେତାବନୀ

ଜାପାନା: ଜାପାନରେ  ଭୂମିକମ୍ପ ଅନୁଭୂତ । ଭୂମିକମ୍ପର ତିବ୍ରତା ରେକ୍ଟର ସ୍କେଲରେ ୬.୬ ତିର୍ବତା ରହିଥିବା ବେଳେ ଅଞ୍ଚଳରେ ସୁନାମୀର ଚେତାବନୀ ଦେଇଛନ୍ତି  ଜାପାନର ପାଣିପାଗ ବିଭାଗ । ଆଜି ଦିନ ଜାପାନୀ ସମୟରେ ୧୧ଟା ହୋଇଥିବା ବେଳେ ଏହି ଭୂମିକମ୍ପ  ଅନୁଭୂତ ହୋଇଛି  ।  ଜାପାନର ଇଜୁ ଦ୍ୱୀପରେ ୧…
Read More...

ନିପନ ଷ୍ଟିଲ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଜାପାନରେ ନିପନ ଷ୍ଟିଲ ପ୍ଲାଣ୍ଟ ବୁଲି ଦେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନବୀନଙ୍କ ଏବଂ ତାଙ୍କ ସହ ଥିବା ପ୍ରତିନିଧି ଦଳ ମଧ୍ୟ ନିପନ୍ ଷ୍ଟିଲ୍ କର୍ପୋରେସନର ଆଇଡି ସେଣ୍ଟର ପରିଦର୍ଶନ କରିଛନ୍ତି । ପୁର୍ବରୁ ଟୋକିଓ ଓଡ଼ିଶା ବିଜନେଓ ମିଟ୍ରେ ନିପନ୍ ଷ୍ଟିଲ ସଭାପତିଙ୍କ…
Read More...

୩୦ ମିଲିୟନ ଟନ୍ ଷ୍ଟିଲ ପ୍ଲାଣ୍ଟ କରିବ ନିପ୍ପନ, ଭିଡିଓ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ମଖ୍ୟମନ୍ତ୍ରୀ

ଟୋକିଓ: ନିପ୍ପନ ଷ୍ଟିଲର ନିବେଶର ଦ୍ବାରା ରାଜ୍ୟରେ ଅର୍ଥନୀତି ସହ ରୋଜଗାର ସୁଯୋଗ ସୃଷ୍ଟି ହେବ । ୩୦ ମିଲିୟନ ଟନ୍ ଷ୍ଟିଲ ପ୍ଲାଣ୍ଟ କରିବ ନିପ୍ପନ । ଜାପାନରୁ ଛୁଟିବ ନିବେଶର ସୁଅ । ବିଶ୍ଵର ବୃହତମ ଷ୍ଟିଲ ପ୍ଳାଣ୍ଟ ମଧ୍ୟରୁ ଗୋଟିଏ,ପ୍ଳାଣ୍ଟ ଦ୍ଵାରା କେନ୍ଦ୍ରାପଡ଼ା, ଜଗତସିଂହପୁର, ଭଦ୍ରକ,…
Read More...

ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନିପ୍ପନ ଷ୍ଟିଲ୍ ମୁଖ୍ୟ ଏଇଜି ହାସିମୋତୋ

ଭୁବନେଶ୍ୱର: ଜାପାନ ଗସ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ତେବେ ଟୋକିଓରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଏଇଜି ହାସିମୋତୋ । ସେ ହେଉଛନ୍ତି ନିପ୍ପନ ଷ୍ଟିଲ୍ ମୁଖ୍ୟ | ଟୋକିଓରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଓଡ଼ିଶାରେ ପୁଞ୍ଜି ନିବେଶ ସମ୍ପର୍କରେ ଆଲୋଚନା କରିଛନ୍ତି…
Read More...

ଟୋକିଓରେ ପହଞ୍ଚିବା ପରେ ନବୀନଙ୍କୁ ଭବ୍ୟ ସ୍ୱାଗତ

ଭୁବନେଶ୍ୱର: ଜାପାନରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜାପାନରେ ପହଞ୍ଚିବା ପରେ ଜାପାନରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଭେଟିଥିଲେ। ସଂଧ୍ୟାରେ ସିଙ୍ଗାପୁରରେ ପହଞ୍ଚିବା ପରେ ରାତିରେ ଟୋକିଓ ଅଭିମୁଖେ ଉଡାଣ ଭରିଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ଟୋକିଓରେ ପହଞ୍ଚିବା…
Read More...

ଜାପାନ ଗସ୍ତରେ ଯାଇ ଓଡ଼ିଆ ସମୁଦାୟଙ୍କ ସହ ଆଲୋଚନା କରିବେ ନବୀନ

ଭୁବନେଶ୍ୱର: ରାଜ୍ୟରେ ପୁଞ୍ଜି ବିନିଯୋଗ ପାଇଁ ପାଇଁ ଜାପାନ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କ ସହ ଏହି ଗସ୍ତରେ ୪ ଜଣିଆ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହ ୫ଞ ସଚିବ ଭି.କେ ପାଣ୍ଡିଆନ୍ ଓ ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭିନିଲ କ୍ରିଷ୍ଣା ମଧ୍ୟ ଜାପାନ ଗସ୍ତରେ ସାମିଲ…
Read More...

ଜାପାନରୁ ଆସିବ ପୁଞ୍ଜି , ରାଜ୍ୟରେ ଶକ୍ତିଶାଳି ହେବ ଶିଳ୍ପାୟନ

ଭୁବନେଶ୍ୱର: ଜାପାନରୁ ଓଡିଶା ଆସବ ପୁଞ୍ଜି । ରାଜ୍ୟରେ ଆହୁରି ପାଦେ ଆଗକୁ ହେବ ଶିଳ୍ପାୟନ । ଏପ୍ରିଲ ମାସର ପ୍ରଥମ ସପ୍ତାହରେ ଜାପାନରେ ହେବ ନିବେଶକ ସମ୍ମିଳନୀ । ଏଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଗଲାଣି ।ଏହି ସମ୍ମିଳନୀରେ ଯୋଗ ଦେଇପାରନ୍ତି ନବୀନ ପଟ୍ଟନାୟକ । ଆଗରୁ ଦିଲ୍ଲୀ, ମୁମ୍ବାଇ,…
Read More...

ନରା ସହରରେ ଭାଷଣ ଦେବା ବେଳେ ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼

ନୂଆଦିଲ୍ଲୀ: ନରା ସହରରେ ଭାଷଣ ଦେଉଥିବା ଳେ ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ଶିଞ୍ଜୋ ଆବେଙ୍କୁ ଗୁଳିମାଡ଼ ହୋଇଥିବା କଥା ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି।ସୂଚନାନୁସାରେ , ପଶ୍ଚିମ ଜାପାନର ନରା ସହରରେ ନିର୍ବାଚନ ପ୍ରଚାର ଭାଷଣ ଦେଉଥିବା ବେଳେ ରକ୍ତାକ୍ତ ହୋଇ ପଡ଼ିଯିବାରୁ ତାଙ୍କୁ…
Read More...