ଏଣିକି ଟିକା ନନେଇଥିଲେ ବି ମିଳିବ ଜଗା ଦର୍ଶନ
ପୁରୀ: ପୁରୀ ଶ୍ରୀମନ୍ଦିର ପାଇଁ କଟକଣାକୁ କୋହଳ କରାଯାଇଛି । ବିନା ଟିକା ସାର୍ଟିଫିକେଟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ଶ୍ରଦ୍ଧାଳୁ । ଫେବ୍ରୁଆରୀ ୨୧ ପରେ ଶ୍ରୀମନ୍ଦିର ଯିବାକୁ ଟିକା ସାର୍ଟିଫିକେଟ ଅନାବଶ୍ୟକ ରହିଛି । ଏହା ସହିତ କିଓସ୍କୋ ବ୍ୟବସ୍ଥାକୁ ମଧ୍ୟ ହଟାଇଦିଆଯିବ । ଆଜି…
Read More...
Read More...