ଝାରସୁଗୁଡ଼ାରୁ ଆଉ ୨ ସହରକୁ ଆରମ୍ଭ ହେବ ବିମାନ ସେବା
ଭୁବନେଶ୍ୱର : ଝାରସୁଗୁଡ଼ାରୁ ଆଉ ୨ ସହରକୁ ଆରମ୍ଭ ହେବ ବିମାନ ସେବା । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ଉଡିବ ଇଣ୍ଡିଗୋ । ଏହି ସେବା ନଭେମ୍ବର ୫ରୁ କୋଲକାତା କୁ ବିମାନ ସେବା ଆରମ୍ଭ ହେବା ସହ ନଭେମ୍ବର ୧୫ ତାରିଖରୁ ବାଙ୍ଗାଲୁରୁକୁ ଉଡିବ ଇଣ୍ଡିଗୋ । ଝାରସୁଗୁଡା…
Read More...
Read More...