Browsing Tag

India

‘ଡନ୍ ୩’ଟିଜର ରିଲିଜ, ଡନ ଭୂମିକାରେ ରଣବୀର ସିଂ

ଖୁବ ଶୀଘ୍ର ପରଦାକୁ ଅବସିବ ‘ଡନ୍ ୩’।   ଫ୍ୟାନ୍ସ ମାନଙ୍କର  ଅନ୍ତ  ଘଟିଛି ।  ‘ଡନ୍ ୩’ର ପ୍ରଥମ ଲୁକ୍ ସାମ୍ନାକୁ ଆସିଛି । ପ୍ରଥମ ଝଲକ ସହିତ ଡନର ଚେହେରା ମଧ୍ୟ ନଜର ଆସିଛି । ଏଥିର ଶାହରୁଖ ନୁହେଁ ବରଂ ରଣବୀର ସିଂଙ୍କୁ ଡନ ଭୂମିକାରେ ଦେଖିବାକୁ ମିଳିବ । ରଣବୀରଙ୍କ ଡନ୍ ଲୁକ୍ ଏବଂ…
Read More...

ଜହ୍ନର ନିକଟତର ହେଉଛି ଚନ୍ଦ୍ରଯାନ-୩

ନୂଆଦିଲ୍ଲୀ : ଭାରତ ପାଇଁ ଖୁସି ଖବର । ଜହ୍ନର ନିକଟତର ହେଉଛି ଚନ୍ଦ୍ରଯାନ-୩ । ଚନ୍ଦ୍ରର ତୃତୀୟ କକ୍ଷପଥରେ ପହଞ୍ଚିଲା ଚନ୍ଦ୍ରଯାନ-୩ । ଆଜି ଜହ୍ନର ସବୁଠୁ ନିକଟ ୧୭୪ କିଲୋମିଟର ଦୂର କକ୍ଷପଥରେ ବୁଲୁଛି ଚନ୍ଦ୍ରଯାନ । ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ଏନେଇ ଟୁଇଟ କରି ସୂଚନା ଦେଇଛି ।…
Read More...

ରାହୁଲଙ୍କୁ ସ୍ମୃତିଙ୍କ ଜବାବ୍

ନୂଆଦିଲ୍ଲୀ : ଆଜି ସଂସଦରେ ଅନାସ୍ଥା ବିତର୍କରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧି ଭାଗ ନେଇଥିଲେ। ସଂସଦରେ ମଣିପୁର ପ୍ରସଙ୍ଗ ଉଠାଇ ସରକାରଙ୍କୁ ରାହୁଲ ଟାର୍ଗେଟ କରିବା ସହ ଲୋକସଭାରେ ସେ ବକ୍ତବ୍ୟ ରଖିଥିଲେ। ଭାରତ ଯୋଡ଼ୋ ଯାତ୍ରା ସମୟର ଅନୁଭୂତି କହିବା ସହ ମଣିପୁର ପ୍ରସଙ୍ଗ ଉଠାଇ ରାହୁଲ…
Read More...

ମହାରାଷ୍ଟ୍ର ଦେଖାଗଲା କୋଭିଡର ନୂଆ ଭାରିଆଣ୍ଟ

ବ୍ୟୁରୋ: କୋଭିଡ ଦୁନିଆରୁ ଯାଇଥଲେ ମଧ୍ୟ ବର୍ତ୍ତମାନ କିଛି ଦେଶରେ ଏହାର ନୂଆ ଭାରିଆଣ୍ଟ ଦେଖିବାକୁ ମିଳୁଛି । ବର୍ତ୍ତମାନ ବ୍ରିଟେନରେ ନୂଆ କୋଭିଡ ଭାରିଆଣ୍ଟ EG.୫.୧ ବା ଏରିସ୍ ନାମକ କରୋନା ଭାଇରସ ବୃଦ୍ଧି ଘଟିଛି । ଏହି ନୂଆ ଭାରିଆଣ୍ଟକୁ ନେଇ ଜନସାଧାରଣ ଚିନ୍ତାରେ ପଡ଼ିଛନ୍ତି । ରାଜ୍ୟ…
Read More...

ମୁଁ ମଣିପୁରକୁ ଯାଇଥିଲି, କିନ୍ତୁ ପ୍ରଧାନମନ୍ତ୍ରୀ ଗଲେନି, ମଣିପୁର ବୋଧହୁଏ ତାଙ୍କ ଭାରତରେ ଆସୁନି : ରାହୁଲ

ନୂଆଦିଲ୍ଲୀ: ସଂସଦରେ ମୌସୁମୀ ଅଧିବେଶନ ଶେଷ ସପ୍ତାହରେ ଲୋକସଭାରେ ଅନସ୍ଥା ପ୍ରସ୍ତାବ ଉପରେ ଆଲେଚନା ଚାଲିଛି । ଆଜି ହେଉଛି ଆଲେଚନାର ଦ୍ୱିତୀୟ ଦିନ । ଆଲେଚନା ସମୟରେ ସଂସଦ ଖୁବ ହଙ୍ଗାମା ଦେଖିବାକୁ ମିଳିଥିିଲା ।କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନିଜ ଅନାସ୍ଥା ପ୍ରସ୍ତାବ ଉପରେ ନିଜର ମତ…
Read More...

ଜାଣନ୍ତୁ ଭାରତରେ କେଉଁ କେଉଁ ସ୍ଥାନରେ ଥିଲା ଲବ ଓ କୁଶଙ୍କ ରାଜ୍ୟ

ବ୍ୟୁରୋ : ଲବ ଓ କୁଶ ଶ୍ରୀରାମ ଓ ମାତା ସୀତାଙ୍କ ଜମଜ ପୁତ୍ର ଥିଲେ। କୁହାଯାଏ ଶ୍ରୀରାମ ବାନପ୍ରସ୍ଥ ପ୍ରସ୍ଥାନ ନିମନ୍ତେ ଭରତଙ୍କୁ ରାଜ୍ୟାଭିଷେକ କରିବାକୁ ଚାହିଁଥିଲେ। ହେଲେ ସେ ଏଥିରେ ସହମତ ହୋଇନଥିଲେ। ଏଣୁ ଦକ୍ଷିଣ କୋଶଳ ପ୍ରଦେଶ(ଛତିସଗଡ)ରେ କୁଶ ଏବଂ ଉତ୍ତର କୋଶଳ ପ୍ରଦେଶରେ ଲବଙ୍କୁ…
Read More...

ଆଜିର ମ୍ୟାଚ ଟିମ ଇଣ୍ଡିଆ ପାଇଁ ‘କର ବା ମର’ ପରିସ୍ଥିତି  

ୱେଷ୍ଟଇଣ୍ଡିଜରେ  ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର  ପ୍ରଥମ ଦୁଇଟି ମ୍ୟାଚରେ  ହାରିଯିବା ପରେ ଭାରତୀୟ କ୍ରିକେଟ ଦଳ ଚାପରେ। ଏହି ସିରିଜର  ତୃତୀୟ ମୁକାବିଲା ସ୍ଥାନୀୟ ପ୍ରୋଭିଡେନ୍ସ ଷ୍ଟାଡିୟମରେ  ଆଜି ଖେଳାଯିବ। ଏହି ମ୍ୟାଚ ହାରିଗଲେ ଭାରତ ଆଉ ଦୁଇଟି ମ୍ୟାଚ୍ ବାକିଥାଇ ସିରିଜ୍…
Read More...

ସୁଧ ହାର ସମୀକ୍ଷା ପାଇଁ ଆରବିଆଇ ଏମପିସିର ବୈଠକ ଆରମ୍ଭ;ଅଗଷ୍ଟ ୧୦ ରେ ଆସିବ ନିଷ୍ପତ୍ତି

ମୁମ୍ବାଇ:ସୁଧ ହାରର ସମୀକ୍ଷା ପାଇଁ ଆରବିଆଇର ମୁଦ୍ରା ନୀତି କମିଟି (ଏମପିସି) ର ତିନି ଦିନିଆ ବୈଠକ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ଏଥର ମୁଦ୍ରାସ୍ଫୀତି ଏବଂ ବିଶ୍ୱସ୍ତରୀୟ ଅସ୍ଥିରତା ଭଳି ଅନେକ ପ୍ରସଙ୍ଗ ଆରବିଆଇର ଏମପିସି ସମ୍ମୁଖରେ ହେବାକୁ ଯାଉଛି। ଗତ ଦୁଇଟି ଗଚଉ ବୈଠକରେ ଆରବିଆଇରୁ ରେପୋ…
Read More...

କୋରିଆକୁ ହରାଇ ସେମିଫାଇନାଲ୍ ସ୍ଥାନ ପକ୍କା କଲା ଭାରତ

ଭୁବନେଶ୍ୱର: ଚଳିତ ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି ପ୍ରତିଯୋଗିତାରେ ଅପରାଜେୟ ଭାରତ ସେମିଫାଇନାଲ୍ ସ୍ଥାନ ପକ୍କା କରିଛି। ସୋମବାର ଲିଗ୍ ମ୍ୟାଚ୍ରେ ଘରୋଇ ଦଳ ୩-୨ ଗୋଲରେ କୋରିଆକୁ ପରାସ୍ତ କରିଚି। ଫଳରେ ଭାରତ ୪ ମ୍ୟାଚ୍ରୁ ୩ ବିଜୟ ଓ ୧ ଅମୀମାଂସିତରୁ ୧୦ ପଏଣ୍ଟ ପାଇ ଟେବୁଲର ଶୀର୍ଷ…
Read More...

ସୀମାଙ୍କୁ ଫିଲ୍ମ ଅଫର୍‌ ଦେଇଥିବା ନିର୍ଦ୍ଦେଶକଙ୍କୁ ମିଳିଲା ହତ୍ୟା ଧମକ

ନୂଆଦିଲ୍ଲୀ: ଉଦୟପୁରରେ ଟେଲର କହ୍ନେୟାଲାଲ୍‌ଙ୍କ ହତ୍ୟା କାହାଣୀ ଉପରେ ନିର୍ମିତ ଏକ ଫିଲ୍ମରେ ପାକିସ୍ତାନରୁ ଭାରତ ଆସିଥିବା ସୀମା ହାଇଦରଙ୍କୁ କାମ କରିବାକୁ ପ୍ରତିଶ୍ରୁତି ଦେଇଥିବା ପ୍ରଯୋଜକ ଅମିତି ଜାନୀଙ୍କୁ ମିଳିଛି ହତ୍ୟା ଧମକ । ତାଙ୍କୁ ଏହି ଧମକ ଏକ ହ୍ବାଟ୍‌ସଆପ କଲ୍‌ ଜରିଆରେ…
Read More...