Browsing Tag

India

ପ୍ରଥମ ଦିନରେ ଧମାଲ କଲା ‘Gadar2’

ବଲିଉଡର ଦମଦାର ଅଭିନେତା ସନ୍ନି ଦେଓଲ । ୨୨ ବର୍ଷ ପରେ ପରଦାକୁ କରିଛନ୍ତି ଦମଦାର କମବ୍ୟାକ । ପୁଣି ଥରେ ଜମିଛି ତାରା ଓ ସକିନାଙ୍କ ଯୋଡି ।ଫିଲ୍ମକୁ ନେଇ ପ୍ରଶଂସକଙ୍କ ମଧ୍ୟରେ ରହିଛି ବହୁତ କ୍ରେଜ । ସନ୍ନି ଦେଓଲଙ୍କ ଫିଲ୍ମ ‘ଗଦର ୨’ ସୋସିଆଲ ମିଡିଆରେ ବହୁତ ପ୍ରଶଂସା କରାଯାଉଛି। ପୁଣିଥରେ…
Read More...

ମଣିପୁରର ମଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ- ରାହୁଲ ଗାନ୍ଧି

ନୂଆଦିଲ୍ଲୀ : ମଣିପୁରର ମଜା ଉଡ଼ାଇଲେ ପ୍ରଧାନମନ୍ତ୍ରୀ, ଏଭଳି କିଛି କହିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ଗତକାଲି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ଦେଇଥିବା ଭାଷଣର ଜବାବ ଦେଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ୨ ଘଣ୍ଟା ଧରି କେବଳ ମଜା ଉଡ଼େଇଲେ…
Read More...

ଜାଲ ଦସ୍ତଖତ ମାମଲାରେ ରାଜ୍ୟସଭାରୁ ନିଲମ୍ବିତ ହେଲେ ରାଘବ ଚଢା

ନୂଆଦିଲ୍ଲୀ : ଜାଲ ଦସ୍ତଖତ ମାମଲାରେ ଆପ୍ ସାଂସଦ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବତ କରାଯାଇଛି । ଏହା ପୂର୍ବରୁ ଆପର ଅନ୍ୟତମ ସାଂସଦ ସଂଜୟ ସିଂଙ୍କୁ ମଧ୍ୟ ନଲମ୍ବିତ କରାଯାଇଥିଲା । ଏହି ଦୁଇ ସାଂସଦ ବିଶେଷଅଧିକାର ସମିତିର ନିଷ୍ପତ୍ତି ନଆସିବା ଯାଏ ରାଜ୍ୟସଭାକୁ ପ୍ରବେଶ କରିପାରିବେ ନାହିଁ…
Read More...

ପୂର୍ବିତନ ଅଧିକାରୀଙ୍କ ପରାମର୍ଶ ବିନା ଚାପରେ ଖେଳିଲେ ରେଜଲ୍ଟ ତୁମ ପକ୍ଷରେ ନିଶ୍ଚୟ

ମୁମ୍ବାଇ:କ୍ରିକେଟରେ ପଡିଆରେ ସବୁବେଳେ ଭାରତ ପାକିସ୍ତାନ ମଧ୍ୟରେ ରେମାଞ୍ଚକ ମ୍ୟାଚ ଦେଖିବାକୁ ମିଳେ । ଲମ୍ବା ସମୟ ପରେ ପୁଣି ଥରେ ଭାରତ ପାକିସ୍ତାନ ମଧ୍ୟରେ କଡାଟକ୍କର ଦେଖିବାକୁ ମିଳିବ । ଆଗାମୀ ଏସିଆ କପ ସେପ୍ଟେମ୍ପର ୨ରେ ଉଭୟ ଦେଶ ମଧ୍ୟରେ ମୁକାବିଲା ରହିଛି । ଏହାପରେ ଅକ୍ଟୋବର ୧୪ରେ…
Read More...

କଣ ଭାବିଥିଲି କଣ ହୋଇଗଲା? କିଛି ଯୋଜନା କରି ପାକିସ୍ତାନ ଯାଇଥିଲି! ସେଠିକି ଯାଇ ବଡ଼ ଭୁଲ କଲି!

ପ୍ରଥମେ ଫେସବୁକରୁ ପରିଚୟ ପରେ ପ୍ରେମ, ଆଉ ସେହି ପ୍ରେମ ଟାଣି ନେଇଥିଲା ପର ଦେଶକୁ । ନିଜ ପ୍ରେମକୁ ସଫଳ କରିବା ପାଇଁ ବିବାହିତ ହୋଇ ବି ଫେସବୁକ୍ ପ୍ରେମୀ ନସରୁଲ୍ଲାଙ୍କୁ ଭେଟିବାକୁ ଭାରତରୁ ପାକିସ୍ତାନ ଚାଲିଯାଇଥିଲେ ଅଞ୍ଜୁ। ଏମିତି କି ସେ ନିଜ ପିଲାଙ୍କ କଥା ମଧ୍ୟ ନଭାବି ପାକିସ୍ତାନ…
Read More...

ମଣିପୁର ପ୍ରସଙ୍ଗରେ ବିବୃତି ରଖିଲେ ମୋଦୀ,ମଣିପୁରରେ ହେବ ଶାନ୍ତିର ସୂର୍ଯ୍ୟୋଦୟ

ନୂଆଦିଲ୍ଲୀ: ମଣିପୁରରେ ହେବ ଶାନ୍ତିର ସୂର୍ଯ୍ୟୋଦୟ । ଦୋଷୀଙ୍କୁ ମିଳିବ କଡା ସଜ୍ଜା । ମଣିପୁରରେ ଅଦାଲତରେ ଏକ ଫଇସଲା ଆସିବା ପରେ ଆରମ୍ଭ ହୋଇଛି ହିଂସା । ଅନେକ ଲୋକ ନିଜ ଆତ୍ମିୟ ଲୋକଙ୍କୁ ହରାଇଛନ୍ତି । ମହିଳାଙ୍କ ସହିତ ଅପରାଧ ଘଟିଛି । ହେଲେ ହିଂସାକୁ ରୋକିବାକୁ ରାଜ୍ୟ ସରକାର ଏବଂ…
Read More...

ଖୁବଶୀଘ୍ର ଟିମ୍ ଘୋଷଣା କରିବ ଭାରତୀୟ ଦଳ

ମୁମ୍ବାଇ:ସରିଆସୁଛି ସମୟ । ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ । ପାକିସ୍ତାନ ଓ ଶ୍ରୀଲଙ୍କା ଏହି ଟୁର୍ଣ୍ଣାମେଣ୍ଟର ଆୟୋଜକ ହେବ । ପ୍ରଥମ ମ୍ୟାଚର ଆୟେଜକ ପାକିସ୍ତାନ ଏବଂ ନେପାଳ ମଧ୍ୟରେ ଖେଳାଯିବ । ଏହିକ୍ରମରେ ଖୁବଶୀଘ୍ର ଦଳ ଘୋଷଣା କରିପାରନ୍ତି ଭାରତୀୟ ଟିମ୍ । ଆସନ୍ତା ୧୭ ତାରିଖ ସୁଦ୍ଧା…
Read More...

ଅଧିନାୟକ ରୋହିତ ଶର୍ମାଙ୍କ ଆଶା, ଏଥର ଭାରତ ହିଁ ଜିତିବ ଦିନିକିଆ ବିଶ୍ୱକପ

ମୁମ୍ବାଇ:ଦିନିକିଆ ବିଶ୍ୱକପକୁ ଆଉ ୫୫ଦିନ ବାକି ଅଛି । ଏହି ସମୟରେ ରେହିତ ଶର୍ମାଙ୍କ ଏକ ବୟାନ ସାମ୍ନାକୁ ଆସିଛି । ଯାହାକୁ ନେଇ କ୍ରିକେଟ ଫ୍ୟାନ ମାନଙ୍କ ମଧ୍ୟରେ ଖୁସିର ଲହର ଖେଳିଯାଇଥିବା ଦେଖିବାକୁ ମିଳିଛି । ଭାରତୀୟ କ୍ରିକେଟ୍‌ ଟିମର ଅଧିନାୟକ ରୋହିତ ଶର୍ମାଙ୍କୁ ମତରେ, ଦୀର୍ଘ ୧୨…
Read More...

୨୦୨୧-୨୨ରେ ବିସିସିଆଇ ଦେଇଛି ୧୧୫୯ କୋଟିର ଟ୍ୟାକ୍ସ

ନୂଆଦିଲ୍ଲୀ: ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ ବୋର୍ଡ ଏଥିରେ କାହାରି ସନ୍ଦେହ ନାହିଁ । ଅ।ଇସିସିର ବାର୍ଷିକ ରାଜସ୍ୱରେ ସବୁଠୁ ବଡ଼ ଯୋଗଦାନ ବିସିସିଅ।ଇ କରିଥାଏ ଚଳିତ ବର୍ଷର ଘୋଷଣା ଅନୁସାରେ, ବିସିସିଅ।ଇ ୨୦୨୪- ୨୭ ମଧ୍ୟରେ ବାର୍ଷିକ ୨୩୦ ମିଲିୟନ ଆମେରିକୀୟ ଡଲାରର ବଡ଼ ଅ।ୟ କରିବାକୁ…
Read More...

କ୍ରିକେଟର ବଶ୍ୱକପରେ ବଦଳିଲା କାର୍ଯ୍ୟସୂଚୀ; ଭାରତ-ପାକସ୍ତାନ ସମେତ ୯ ମ୍ୟାଚ ପରିବର୍ତ୍ତନ

ଭାରତରେ ବିଶ୍ୱକପ ହେବାକୁ ଆଉ ୫୭ ଦିନ ବାକି ଅଛ । ଏଥର ଭାରତ ବିଶ୍ୱକପ ଆୟୋଜକ ହେଇଛି । କିନ୍ତୁ ଇତିହାସରେ ପ୍ରଥମ ଥର ହୋଇଛି ଯେଉଁଥିରେ ଭାରତ ପ୍ରଥମ ଥର ପାଇଁ ଆୟେଜକ ହୋଇଛି । ଭାରତରେ ହେବାକୁ ଥିବା ଦିନିକିଆ ବିଶ୍ୱକପ ଆସନ୍ତା ଅକ୍ଟୋବର ୫ରୁ ଖେଳାଯିବ । ଏହାର ଫାଇନାଲ ନଭେମ୍ବର ୧୯ରେ…
Read More...